Bollywood ଅଭିନେତ୍ରୀ Shilpa ଙ୍କ ସ୍ଵାମୀ Raj Kundra ହେଲେ ଗିରଫ, କରୁଥିଲେ ଏହି ଅଶ୍ଳୀଳ କାମ, ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ବନ୍ଧୁଗଣ, ସୁନ୍ଦରୀ ଅଭିନେତ୍ରୀ “ଶିଳ୍ପା ଶେଠୀ” ଙ୍କୁ ଆପଣ ମାନେ ସମସ୍ତେ ବେସ ଭଲ ଭାବରେ ଜାଣିଛନ୍ତି । ଏହି ଅଭିନେତ୍ରୀ ଜଣକ ୯୦ ଦଶକ ରୁ ଆରମ୍ଭ କରି ବର୍ତ୍ତମାନ ନିଜର ଅଭିନୟ ର ଜାଦୁ କୁ ବନାଇ ରଖିଛନ୍ତି ।

ତାହା ଚଳଚ୍ଚିତ୍ର ଦୁନିଆ ହେଉ ଅଥବା କୌଣସି ରିୟାଲିଟି ସୋ, ଶିଳ୍ପା ନିଜର ଅଭିନୟ ତଥା ସୁନ୍ଦରତା ନିମନ୍ତେ ଆଜି ମଧ୍ୟ ଚର୍ଚ୍ଚାରେ ରହୁଛନ୍ତି । ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ, ଶିଳ୍ପା ପ୍ରଖ୍ୟାତ ବ୍ୟବସାୟୀ “ରାଜ କୁନ୍ଦ୍ରା” ଙ୍କୁ ବିବାହ କରିଥିଲେ । ଉଭୟଙ୍କର ଏକ ପୁତ୍ର ସନ୍ତାନ ମଧ୍ୟ ରହିଅଛି । ମାତ୍ର ବର୍ତ୍ତମାନ ସୂଚନା ମିଳିଅଛି ଯେ, ଅଭିନେତ୍ରୀ ଙ୍କ ସ୍ଵାମୀ ରାଜ କିଛି ଏଭଳି କଳା କାରାନାମା ଭିଆଇ ଛନ୍ତି ଯେ, ଯେଉଁଥିପାଇଁ ବର୍ତ୍ତମାନ ମୁମ୍ବାଇ ପୋ-ଲି-ସ ତାଙ୍କୁ ଆରେଷ୍ଟ କରିଅଛି । ଆସନ୍ତୁ ଜାଣିବା ସଂପୂର୍ଣ୍ଣ ଘ-ଟ-ଣା ଟି କଣ ଅଟେ ?

ପ୍ରସିଦ୍ଧ ବ୍ୟବସାୟୀ ତଥା Bollywood ଅଭିନେତ୍ରୀ “ଶିଳ୍ପା ଶେଠୀ” ଙ୍କ ସ୍ଵାମୀ “ରାଜ କୁନ୍ଦ୍ରା” ଅନଇତିକ ଭାବେ ଆ-ଡ-ଲ୍ଟ ଫି-ଲ୍ମ ରାକେଟ ଚଲାଉଥିବା ର ସୂଚନା ମିଳିଥିଲା । ସୂଚନା ପାଇ ମୁମ୍ବାଇ ର କ୍ରା-ଇ-ମ ବ୍ରାଞ୍ଚ ତାଙ୍କୁ ଗି-ର-ଫ କରିଅଛି । ଏହି ମାମଲାରେ ପୂର୍ବ ରୁ ମଧ୍ୟ ଜଣାଥିଲା ମାତ୍ର ବର୍ତ୍ତମାନ ଯଥେଷ୍ଟ ପ୍ରମାଣ ମିଳିବାରୁ ରାଜ କୁନ୍ଦ୍ରା ଙ୍କୁ ଗି-ର-ଫ କରିଅଛି କ୍ରା-ଇ-ମ ବ୍ରାଞ୍ଚ ।

ପୂର୍ବରୁ ଚେତନା ମିଳିଥିଲେ ମଧ୍ୟ ରାଜ ତାକୁ ସାମାନ୍ୟ ଭାବରେ ଗ୍ରହଣ କରିଥିଲେ । ମାତ୍ର ଯଥେଷ୍ଟ ପ୍ରମାଣ ପାଇ ପୋ-ଲି-ସ ବର୍ତ୍ତମାନ ଚୁପ ରହିଲେ ନାହିଁ । ଯଥାଶୀଘ୍ର ସେ ଏହି ମାମଲା ବି-ରୁ-ଦ୍ଧ-ରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଲେ । ବଲିଉଡ ଇଣ୍ଡଷ୍ଟ୍ରୀ ରେ ଅନେକ ଅଭିନେତା ତଥା ଅଭିନେତ୍ରୀ ମାନେ ରହିଛନ୍ତି ମାତ୍ର ସେମାନେ ନିଜର ଅଭିନୟ ପାଇଁ ଯେତିକି ମାତ୍ରାରେ ପ୍ରସିଦ୍ଧ ହୋଇ ନଥିବେ, ତାହାଠାରୁ ଅଧିକ ନିଜର କଳାକାରନାମା ନିମନ୍ତେ ପରଚିତ ।

ଏ ସବୁ ସାଧାରଣ ତ ସେମାନଙ୍କ ନିମନ୍ତେ ନୀତି ଦିନିଆ ପ୍ରସଙ୍ଗ ପାଲଟି ଯାଇଅଛି । କେତେବେଳେ ଡ୍ର-ଗ୍ସ ମାମଲା ସାମ୍ନା କୁ ଆସିଲାଣି ତ ଆଉ କେତେବେଳେ ଏହିଭଳି ରା-କେ-ଟ ସହିତ ଅନେକ ଆଇନ ବି-ରୁ-ଦ୍ଧ କାର୍ଯ୍ୟ କରିଥାଉଛନ୍ତି । ଏହା ଆଶ୍ଚର୍ଯ୍ୟ ର ବିଷୟ ପାଲଟି ଯାଇଛି । ଆମ ସମାଜରେ ଅନେକ ଅ-ପ-ରା-ଧି-କ କାର୍ଯ୍ୟ ବଢି ଚାଲିଅଛି, ଏହା ପ୍ରାଏ ସମସ୍ତେ ଜାଣିଛନ୍ତି ।

ମାତ୍ର ଯେଉଁ ଟେଲିଭିଜନ ରୁ ସମାଜ ତଥା ଲୋକ କଲ୍ୟାଣ ନିମନ୍ତେ ନାନା ପ୍ରକାରର କାର୍ଯ୍ୟକ୍ରମ ତଥା ଚଳଚ୍ଚିତ୍ର କରି ସାଧାରଣ ଜନତା ଙ୍କୁ ସଚେତନ କରାଯାଉଅଛି । ସେହି ଇଣ୍ଡଷ୍ଟ୍ରୀ ରେ ପୁଣି ଏ ଭଳି କୁ କାର୍ଯ୍ୟକଳାପ ମାନ ସ୍ଥାନ ପାଉଅଛି । ସତରେ ଏହା ଅତ୍ୟନ୍ତ ନିନ୍ଦା ଜନକ ବିଷୟ ପାଲଟି ଯାଇଅଛି । ବନ୍ଧୁଗଣ ଏହି ଲଜ୍ୟାଜନକ ପ୍ରସଙ୍ଗ କୁ ନେଇ ଆପଣଙ୍କର ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *