ACF ଡେଥ କେସ: ସୌମ୍ୟଙ୍କ ଦଶକୁ ଆସିଲେନି ବିଦ୍ୟାଭାରତୀ, କାରଣ ପଚାରିବାରୁ କହିଲେ କିଛି ଏମିତି…

ପାରଳା ଖେମୁଣ୍ଡି ବନ ସଂରକ୍ଷକ ଏ ସି ଏଫ ସୌମ୍ଯ ରଞ୍ଜନ ମହାପାତ୍ରଙ୍କର କେମିତି ମୃ-ତ୍ୟୁ ହୋଇଥିଲା । ଏହା ଆତ୍ମ ହ-ତ୍ୟା ଥିଲା ନା ଆ-ତ୍ମ ହ-ତ୍ୟା । ଗତ ଦୁଇଦିନ ଧରି ଚୁପ ରହିଥିବା ପତ୍ନୀ ଆଜି ମୁହଁ ଖୋଲିଛନ୍ତି । ଘଟଣା ଦିନ ଦୁଇଜଣଙ୍କର ହସ ଖୁଶିର ମହୋଲ ଥିଲା ।

ଘରେ ରୋଷେଇ ଚାଲିଥିବା ବେଳେ ସେ ଖାଇବା ବାଢିବାକୁ ଯାଇଥିଲେ । ଏହି ସମୟରେ ଅଘଟଣ ଘଟିଛି ବୋଲି କହିଛନ୍ତି ସୌମ୍ଯ ରଞ୍ଜନଙ୍କ ସ୍ତ୍ରୀ । ପରିବାର ଲୋକ ଲଗାଇ ଥିବା ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି । ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟ ସମ୍ପର୍କ ବହୁତ ନିବିଡ ଥିଲା । ଡି ଏଫ ଓ ଓ ଅନ୍ୟ କୌଣସି ବ୍ୟକ୍ତିଙ୍କର ସମ୍ପୃକ୍ତିକୁ ସେ ଖଣ୍ଡନ କରିଛନ୍ତି ।


ସୌମ୍ଯ ରଞ୍ଜନଙ୍କ ମୃ-ତ୍ୟୁକୁ ନେଇ କ୍ରାଇମ ବ୍ରାଞ୍ଚର ଦାବି କରିଛନ୍ତି ତାଙ୍କର ପରିବାର ଲୋକ । ଘଟଣା ଦିନ ଘରେ ରହିଥିବା ସୌମ୍ଯ ରଞ୍ଜନଙ୍କ ସ୍ତ୍ରୀ ଓ ଡିଏଫଓ ଓ ରୋଷେଇ କରୁଥିବା ଗାର୍ଡ ମଧ୍ୟ ଉପସ୍ଥିତ ଥିଲେ । କାହାକୁ କିଛି ହେଲାନି ଆଉ ସୌମ୍ୟଙ୍କ ଦେହରେ ନିଆଁ କେମିତି ଲାଗିଲା ବୋଲି ସନ୍ଦେହ କରି ଏହି ତିନିଜଣକ ନାମରେ ମାମଲା ରୁଜୁ କରଯାଇଥିଲା । ଏହି ତିନ ଲୋକ ସୌମ୍ଯ ରଞ୍ଜନଙ୍କୁ ଷଡଯନ୍ତ୍ର କରି ସୋମ୍ୟଙ୍କୁ ମା-ରି-ଛ-ନ୍ତି ବୋଲି କହିଥିଲେ । ସୌମ୍ୟଙ୍କ ସ୍ତ୍ରୀଙ୍କ ଉପସ୍ଥିତିରେ ସେ ପୋଡି ଯାଇ ଦୁଇଦିନ ପରେ ପ୍ରାଣ ହରାଇ ଥିଲେ ।

ସୌମ୍ୟଙ୍କ ଦଶକୁ ଆସିଲେଣି ବିଦ୍ୟା ଭାରତୀ :- ଆଜି ସୌମ୍ୟଙ୍କର ଦଶହା କର୍ମ ଥିଲା । ଆଉ ବିଦ୍ୟାଶ୍ରୀ କି ତାଙ୍କ ପରିବାର ଲୋକ ଆସିନଥିଲେ । ତାଙ୍କ ବଡ ଭାଇ ଏହା ପ୍ରତିକ୍ରିୟା ଦେଇଥିଲେକି ଆମ ପରିବାର ବିଦ୍ୟାଶ୍ରୀ କି ତାଙ୍କ ପରିବାର ଉପରେ କୌଣସି ଆସା ରଖୀ ନଥିଲେ । ଆଉ ସେ ମଧ୍ୟ କହିଥିଲେ ତାଙ୍କ ଭାଇ ଯେତେବେଳେ କଟକ ମେଡିଲରେ ପୋ-ଡି-କି ମ-ରି-ଗ-ଲେ ଆଉ ତାଙ୍କ ବ-ଡି ପୋ-ଷ୍ଟ ମ-ଟ-ମ ପାଇଁ ଗଲା ସେତେବେଳେ ତାଙ୍କ ପରିବାର ଲୋକ ଆଉ ବିଦ୍ୟାଶ୍ରୀ ଘରକୁ ପଳାଇଲେ ।


ତାଙ୍କ ପାଇଁ ଏହା ମଧ୍ୟ କହିଲେ ଆମେ ଚାହୁଁନୁ ସେ ଆମ ଘରକୁ ଆସି ଆମକୁ ସାନ୍ତ୍ଵନା ଦିଅନ୍ତୁ । ଆଉ ଯଦି ଜଣଙ୍କର ମନରେ କିଛି ନଥାନ୍ତା ଆମ ଭାଇ ମରିଗଲା ପରେ ବୋହୁ ଆଉ ତାର ପରିବାର ଲୋକ ମଧ୍ୟ ସଙ୍ଗେ ସଙ୍ଗେ ପଳେଇଲେ । ଆଉ ତାଙ୍କ ପାଖରୁ କଣ ଆସା କରାଯାଇପାରେ । ଏହିଭଳି ଲୋକଙ୍କ ପାଖରୁ କିଛି ଆସା କରାଯାଇ ପାରେନି ସେମାନେ ଆମ ଦଶରେ ଆସିବେକି ଆମକୁ କୌଣସି ପ୍ରକାର ସହାୟତା କରିବେ । ପୋଲିସ ଏପର୍ଯ୍ୟନ୍ତ କାହାକୁ ଗିରଫ କରିକି କାରଣ ଇଂବେଷ୍ଟିକେସନ ଚାଲିଛି । ଆଉ କ୍ରାଇମ ବ୍ରାଞ୍ଚ ମଧ୍ୟ ଗୋଟେ ଟିମ ଗଠନ କରି ତାର ଇଂବେଷ୍ଟିଗେସନ କରୁଛି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *