ସ୍ଵାମୀ ଆଣିଲେ ସ୍ତ୍ରୀ ଉପରେ ଏଭଳି ସାଂଘାତିକ ଅଭିଯୋଗ, କହିଲେ ଏଭଳି ସ୍ତ୍ରୀ ମୋ ଜୀବନରେ…. ଦେଖନ୍ତୁ Video

ଫେସବୁକରୁ କଥା ବାର୍ତା ଆଉ ପ୍ରେମ ଶେଷରେ ବିବାହରେ ପୁରା ହୋଇଥିଲା । ଖାଲି ସେତିକି ନୁହେଁ ଆଉ ବହୁତ କଥା ରହିଛି ଆସନ୍ତୁ ଜାଣିବା । ସୂଚନା ଅନୁସାରେ ଫେସ ବୂକରେ ନୂଆ ଆକାଉଣ୍ଟ ଖୋଲିବା ପରେ ଅନେକ ଲୋକଙ୍କୁ ଫ୍ରେନ୍ଡ ରିକୁଏଷ୍ଟ ପଠାଇଥିଲି ।

ଆଉ ଜଣେ ଯୁବତୀ ମେସେଜ ଲେଖି ହାଇ ପଠାଇ ଥିଲେ । ତାଙ୍କ ସହ ମେସେଜ ମାଧ୍ୟମରେ ବନ୍ଧୁତା ବଢି ପ୍ରେମରେ ପରିଣତ ହୋଇଥିଲା । ତା ପରେ ଦୁଇଜଣ ନିଜ ପରିବାରକୁ ଜଣାଇ ୧୨ ଅଗଷ୍ଟ ୨୦୨୦ରେ ତାଙ୍କର ନିର୍ବନ୍ଧ ହୋଇଥିଲା । ତାପରେ ଚାରି ମାସ ପରେ ଦୁଇଜଣଙ୍କର ବିବାହ ହୋଇଥିଲା । କିନ୍ତୁ ସେ ମୋହିତ ଙ୍କ ସହିତ କୌଣସି ପ୍ରକାର ସମ୍ପର୍କ ରଖିବାକୁ ରାଜି ହେଉନଥିଲେ ।

ଆଉ ସେ ଜଣେ ପୁରୁଷ ବନ୍ଧୁ ଙ୍କ ସହିତ ମିଳାମିଶା କରୁଥିଲେ । ଏପରିକି ତାଙ୍କ ପୁରୁଷ ବନ୍ଧୁ ସହିତ ଶାରୀରିକ ସମ୍ପର୍କ ମଧ୍ୟ ରଖିଥିଲେ । ଏହା ମଧ୍ୟ ମୋହିତ କହିଥିଲେ ସେ ନିଜ ପୁରୁଷ ବନ୍ଧୁର ନାମ ଟାଟୁ ନିଜ ପ୍ରାଇଭେଟ ପାର୍ଟରେ ମଧ୍ୟ ଲେଖିଥିଲେ । ଏହା ଜାଣିବା ପରେ ମୁଁ ତାଙ୍କୁ ବହୁତ ତାଗିଦ କରିଥିଲି । ଆଉ ଅନେକ ସମୟରେ ତାଙ୍କୁ ଅଜଣା ବ୍ୟକ୍ତିଙ୍କର ତରଫରୁ ଧମକ ମଧ୍ୟ ମିଳିଥିଲା । ତାଙ୍କର ଜୀବନ ପ୍ରତି ବିପଦ ଥିଲା ବୋଲି ପୋଲିସର ଦ୍ଵାରସ୍ଥ ହୋଇଥିଲେ ବୋଲି କହିଥିଲେ ।


କଟକ ସିଡିଏ ଅଞ୍ଚଳର ମୋହିତ ଶର୍ମା ଓ ତାଙ୍କର ପତ୍ନୀ ସୋନାଲୀ ଦୁଇଜଣ ଦୁଇଜଣକୁ ଫେସ ବୂକରୁ ପ୍ରେମ କରି ବାହା ହୋଇଥିଲେ । ପୁଣି ପରିବାର ଲୋକଙ୍କ ସହମତି ଓ ବୈଦ୍ଦିକ ରୀତିନୀତିରେ । କିନ୍ତୁ ବାହାଘରର କିଛି ଦିନ ପରେ ସ୍ତ୍ରୀର ଚରିତ୍ରକୁ ନେଇ ବହୁତ କଥା ଉଠାଇ ଥିଲେ ମୋହିତ ଶର୍ମା । କିନ୍ତୁ ଏବେ ଦୁଇଜଣ ପରସ୍ପରଙ୍କ ବିରୋଧରେ ନିର୍ଯାତନାର ଅଭିଯୋଗ ଆଣିଛନ୍ତି । ସ୍ତ୍ରୀ ନିର୍ଯାତନା ଦେଉଛି ବୋଲି ଅଭିଯୋଗ କରି ଥାନାର ଦ୍ଵାରସ୍ଥ ହୋଇଛନ୍ତି ମୋହିତ ।

ନିଜ ପୁରୁଷ ବନ୍ଧୁଙ୍କ ସହିତ ମିଶି ତାଙ୍କର ପତ୍ନୀ ତାଙ୍କୁ ମାନସିକ ନିର୍ଯାତନା ଦେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି । ସେ କହିଲେ ଯାହା କହିବାର ଥିଲା କାଲୀ କହିସାରିଛନ୍ତି ଆଉ ଯାହା ସତ ତାହା କୋର୍ଟରେ ମଧ୍ୟ ପ୍ରମାଣିତ ହେବ ।

ଏହା ମଧ୍ୟ କହିଛନ୍ତି ଯଦି ସେ ଦୋଷୀ ଥିବେ ତାଙ୍କୁ ନିଶ୍ଚିତ ଭାବରେ ଦଣ୍ଡ ମିଳିବ । ଆଉ ବହୁତ ଗୁଡିଏ ଯାହା ପୃଫ ରଖିଥିଲେ ସବୁ ସେ ନେଇକି ଚାଲିଯାଇଛନ୍ତି ତାଙ୍କ ସ୍ତ୍ରୀ । ଘରେ କେହିନଥିଲା ବେଳେ ସେ ଘର ଛାଡି ଚାଲିଯାଇଛନ୍ତି ବାବା ମା ମଧ୍ୟ ଘରେ ନଥିଲେ ସେମାନେ ମଧ୍ୟ ରାଜସ୍ଥାନରେ ଥିଲେ ।

ବାପା ମା ତିନିଦିନ ହେବ ଆସିଛନ୍ତି ଘରକୁ । ଆଜି ଆମକୁ ଏଠାକୁ କାଉନ୍ସେଲିଙ୍ଗ ପାଇଁ ଡାକିଛନ୍ତି । ଏହା ଭିତରେ ତାଙ୍କ ସ୍ତ୍ରୀ ମଧ୍ୟ ଜୌତୁକ ମାମଲାରେ ମଧ୍ୟ ଅଭିଯୋଗ କରିଛନ୍ତି ତାଙ୍କର ସ୍ବାମୀଙ୍କ ବିରୁଦ୍ଧରେ । ମୋହିତଙ୍କର ସ୍ତ୍ରୀ ମଧ୍ୟ ବହୁତ ପ୍ରକାର ନିର୍ଯାତନା ଦେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି । ତାଙ୍କର ସ୍ତ୍ରୀ ମୋହିତ ତରଫରୁ ପ୍ରେଗନେଣ୍ଟ ଥିଲା ବୋଲି କହିଥିଲା । କିନ୍ତୁ ଏହି କଥାକୁ ମୋହିତ ପୁରା ମନା କରି ଦେଇଛନ୍ତି ଏଇଟା ତାଙ୍କର ନୁହେଁ ବୋଲି ଏହା ପୁରା ମିଛ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *