ଶନିଦେବ ଏହି ସବୁ ରାଶି ଉପରେ ହେଲେ ଖୁସି, ବର୍ଷିବ ଟଙ୍କା, ଜୀବନରେ ଆସିବ ଖୁସି

ଯେତେବେଳେ ଗ୍ରହ ନକ୍ଷତ୍ରରେ କୌଣସି ବି ପ୍ରକାରର ପରିବର୍ତ୍ତନ ହୋଇଥାଏ ତେବେ ତାହାର ପ୍ରଭାବ ମନୁଷ୍ୟ ଜୀବନ ଉପରେ ନିଶ୍ଚିତ ରୂପରେ ପଡିଥାଏ । କିନ୍ତୁ ଆମେ ଏହି ପ୍ରଭାବ ବିଷୟରେ ବିଶେଷ କିଛି ଜାଣି ନ ଥାଉ ସେଥିପାଇଁ ସମୟ ସମୟ ଆମ ଜୀବନରେ କିଛି ନା କିଛି ଘ-ଟି-ଯା-ଏ । ହିନ୍ଦୁ ଧର୍ମରେ ଶନିଦେବଙ୍କୁ ନ୍ୟା-ୟ ଦେବତା ବୋଲି କୁହାଯାଏ । ଶନିଦେବ ଯେତେବେଳେ କୌଣସି ବ୍ୟକ୍ତି ଉପରେ ପ୍ରସନ୍ନ ହୋଇ ଯାଆନ୍ତି ତେବେ ସେହି ବ୍ୟକ୍ତିର ସମୟ ପରିବର୍ତ୍ତନ ହୋଇଯାଏ ଓ ସେମାନେ ସବୁବେଳେ ଖୁସିରେ ରୁହନ୍ତି ।

ଶନିଦେବଙ୍କ ଖ-ରା-ପ ଦ୍ରୁଷ୍ଟି ଅପେକ୍ଷା ଶନିଦେବଙ୍କ ସମସ୍ତଙ୍କୁ ଅଧିକ ଖୁସି ଦିଅନ୍ତି । କହିବାକୁ ଗଲେ ଶନିଦେବ ନ୍ୟା-ୟ ପ୍ରିୟ ଦେବତା ଅଟନ୍ତି ଓ ସେ ସମସ୍ତଙ୍କ ସହ ନ୍ୟାୟ କରନ୍ତି । କିନ୍ତୁ ଯେଉଁ ଲୋକମାନେ ଭୁଲ କାମ କରନ୍ତି ସେମାନଙ୍କୁ ନିଶ୍ଚିତ ରୂପରେ ଶନିଦେବଙ୍କ ପ୍ରକୋପର ସାମ୍ନା କରିବାକୁ ପଡିଥାଏ ।

କହିଦେଉଛୁ କି ଯେତେବେଳେ ଶନିଦେବ ନିଜର ଗତି ପରିବର୍ତ୍ତନ କରନ୍ତି ତେବେ ସେହି ସମୟରେ ସେ କାହା ଉପରେ ଖୁସି ହୁଅନ୍ତି ତ କାହା ଉପରେ ତାଙ୍କର ଖ-ରା-ପ ଦ୍ରୁ-ଷ୍ଟି ପଡିଥାଏ । କିନ୍ତୁ ଏହି ମାସରେ ଏମିତି କିଛି ରାଶି ଅଛି ଯାହାଙ୍କ ଉପରେ ଆସନ୍ତା ବର୍ଷ ପର୍ଯ୍ୟନ୍ତ ଶନିଦେବ ବହୁତ ପ୍ରସନ୍ନ ରହିବେ । ତେବେ ଚାଳନ୍ତୁ ଜାଣିବା ସେହି ରାଶିମାନଙ୍କ ବିଷୟରେ ।

ମେଷ ରାଶି

ଏହି ରାଶି ଉପରେ ଶନିଦେବ ପ୍ରସନ୍ନ ରହିବେ । ଏମାନଙ୍କୁ କୌଣସି କଥାକୁ ନେଇ ଚିନ୍ତା କରିବା ଆବଶ୍ୟକ ନାହିଁ । ଆସନ୍ତା ୨୧ ବର୍ଷ ପର୍ଯ୍ୟନ୍ତ ଏହି ରାଶିର ବ୍ୟକ୍ତିଙ୍କୁ ଧନର କୌଣସି ଅଭାବ ରହିବ ନାହିଁ । ଏମାନଙ୍କର ସମସ୍ତ ମନୋସ୍କାମନା ନିଶ୍ଚିତ ରୂପରେ ପୁରା ହେବ । କିନ୍ତୁ ସେହି ସମୟ ପର୍ଯ୍ୟନ୍ତ ଶନିଦେବ ଉପରେ ସମ୍ପୂର୍ଣ ବିଶ୍ୱାସ ରଖନ୍ତୁ ।

ସିଂହ ରାଶି

ଶନିଦେବଙ୍କ ଅସିମ କୃପା ଏହି ରାଶିର ବ୍ୟକ୍ତିମାନଙ୍କୁ ବି ମିଳିବ । ଏମାନେ ଆତ୍ମବିଶ୍ୱାସରେ ପରିପୂର୍ଣ ରହିବେ । ଏମାନଙ୍କର ସମସ୍ତ ମନୋସ୍କାମନା ଶନିଦେବ ନିଶ୍ଚିତ ରୂପରେ ପୂରଣ କରିବେ । କିନ୍ତୁ ଆପଣ ନିଜର କାର୍ଯ୍ୟ ଉପରେ ଧ୍ୟାନ ଦେବା ଆବଶ୍ୟକ ।

କନ୍ୟା ରାଶି

ଆପଣ ଏହି ସମୟରେ ନିଜର ଜୀବନସାଥିଙ୍କ ସହ ଅଧିକ ସମୟ ବିତାଇବେ । ଆପଣଙ୍କର ଅଟକି ଥିବା କାର୍ଯ୍ୟ ପୁରା ହୋଇଯିବ । ଏହି ସମୟରେ ଆପଣଙ୍କ ବିବାହ ମଧ୍ୟ ଠିକ ହୋଇପାରେ । ଏତିକି ନୁହେଁ ଆପଣ ନିଜର ପରିବାରର ସମସ୍ତ ଦାୟିତ୍ଵ ସଠିକ ରୂପରେ ନିର୍ବାହ କରିବେ ।

ତୁଳା ରାଶି

ସଫଳତା ଆପଣଙ୍କ ପାଖରେ ଆସି ଲାଗିବ । କିନ୍ତୁ ଏହି ସମୟରେ ସମସ୍ତ ପ୍ରକାରର ବାଦ ବିବାଦ ଠାରୁ ଦୂରେଇ ରୁହନ୍ତୁ । ପରିବାରରେ ସୁଖ ଶାନ୍ତି ଲାଗି ରହିବ । ଶନିଦେବଙ୍କ କୃପାରେ ଆପଣ ବ୍ୟର୍ଥ କାର୍ଯ୍ୟରୁ ନିବୃତ ହୋଇଯିବେ ଓ ସଠିକ କାର୍ଯ୍ୟରେ ଆଗେଇ ଯିବେ ।

କର୍କଟ ରାଶି

ଏହି ରାଶିଙ୍କ ଉପରେ ଶନିଦେବ ସବୁଠୁ ଅଧିକ ପ୍ରସନ୍ନ ଅଛନ୍ତି । ଆପଣଙ୍କ ସମସ୍ତ ଚିନ୍ତା ସମାପ୍ତ ହୋଇଯିବ । ଆସନ୍ତା କିଛି ବର୍ଷ ପର୍ଯ୍ୟନ୍ତ ଏହି ରାଶିର ବ୍ୟକ୍ତିଙ୍କ ଉପରେ ଧନର କୌଣସି ଅଭାବ ରହିବ ନାହିଁ । ଏମାନଙ୍କର ସମସ୍ତ ଅଟକିଥିବା କାର୍ଯ୍ୟ ଆରମ୍ଭ ହୋଇଯିବ ।

କୁମ୍ଭ ରାଶି

ଆପଣଙ୍କ ଜୀବନସାଥିଙ୍କ ସହ ଆପଣଙ୍କ ସମ୍ପର୍କ ମଜବୁତ ରହିବ । ଏହି ସମୟ ମଧ୍ୟରେ ଆପଣ ନୂଆ ଗାଡି ମଧ୍ୟ କ୍ରୟ କରି ପାରନ୍ତି । ଏତିକି ନୁହେଁ ଏହି ବର୍ଷ ଆପଣ ଧାର୍ମିକ ଯାତ୍ରା ମଧ୍ୟ କରିବେ । ଶନିଦେବଙ୍କ କୃପାରେ ଆପଣଙ୍କ ଘରେ ସର୍ବଦା ସୁଖ ଶାନ୍ତି ଲାଗି ରହିବ ।

Leave a Reply

Your email address will not be published. Required fields are marked *