Taranga ଟିଭିର ସବୁଠାରୁ ଧନୀ Hero କିଏ ? ଅଭୁନେତା Tusarଙ୍କ ସମ୍ପତ୍ତି କେତେ ଜାଣି ବିଶ୍ଵାସ ହେବନି

ଆପଣ ମାନେ ଟେଲିଭିଜନ ଜଗତର କଳାକାର ମାନଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେମାନେ ନିଜର ଦମଦାର ଅଭିନୟ ଦ୍ଵାରା ଦର୍ଶକ ମାନଙ୍କୁ ବାନ୍ଧି ରଖିଛନ୍ତି । କିଛି କଳାକାର ମାନେ ନିଜର ଷ୍ଟାଇଲ, ଲୁକ ଓ ବ୍ୟକ୍ତିତ୍ବ କୁ ନେଇ ମଧ୍ୟ ବେଶ ଚର୍ଚ୍ଚା ରେ ରହିଥାନ୍ତି । ଏମିତି କିଛି କଳାକାର ମାନେ ଅଛନ୍ତି ଯେଉଁ ମାନେ ଅଭିନୟ କରିବା ସହ ସାଇଟ ବିଜନେସ ମାରି ପଇସା ଇନକମ କରୁଛନ୍ତି । ଆଜି ଆମେ ଆପଣ ମାନଙ୍କୁ ତରଙ୍ଗ ଟିଭିରେ ଅଭିନୟ କରୁଥିବା କଳାକାର ମାନଙ୍କ ମଧ୍ୟରୁ ଧନୀ କିଏ ସେହି ବିଷୟରେ କହିବାକୁ ଯାଉଛୁ ।

୧- ଶିବ : ଆମ ଲିଷ୍ଟର ପ୍ରଥମ ସ୍ଥାନରେ ରହିଛି “ଝିଅ ଆମର ନୂଆ ବୋହୁ” ସିରିଏଲରେ ଲିଡ ନାୟକ ଭାବେ ଅଭିନୟ କରୁଥିବା ଅଭିନେତା ଶିବ । ସେ ଅଭିନୟ ଦୁନିଆକୁ ଆସିବା ପୂର୍ବରୁ ବିଲଡର ଥିଲେ । ତାଙ୍କର ସମୁଦାୟ ସମ୍ପତି ହେଉଛି ୩ଲକ୍ଷ ରୁ ଉର୍ଦ୍ଧ ରହିଛି ।

୨- ତୁଷାର : ଆମ ଲିଷ୍ଟର ଦିତୀୟ ସ୍ଥାନରେ ଅଛନ୍ତି “ତାରିଣୀ ଆଖିର ତାରା” ସିରିଏଲରେ ଅଭିନୟ କରୁଥିବା ଅଭିନେତା ତୁଷାର । ତାଙ୍କ ବାପା ଜଣେ ବ୍ୟବସାୟୀ ଅଟନ୍ତି । ତାଙ୍କ ପାଖରେ ସମୁଦାୟ ସମ୍ପତି ୬୦ରୁ ୭୦ ଲକ୍ଷ ଟଙ୍କା ରହିଛି ।

୩- ଚରଣ : ଆପଣ ମାନେ “ମଙ୍ଗଳା ଚରଣ” ସିରିଏଲରେ ଲିଡ ନାୟକ ଭାବେ ଚରଣ ଙ୍କୁ ନିଶ୍ଚୟ ଦେଖିଥିବେ । ସେ ତାଙ୍କର ସୁନ୍ଦର ଅଭିନୟ ପାଇଁ ବେଶ ଚର୍ଚ୍ଚାରେ ରହିଛନ୍ତି । ତାଙ୍କର ସମୁଦାୟ ସମ୍ପତି ହେଉଛି ୬୦ରୁ ୬୫ ଲକ୍ଷ ଟଙ୍କା ରହିଛି ।

୪- ଆରବ : ଆପଣ ମାନେ “ସିନ୍ଦୁରର ଅଧିକାର” ସିରିଏଲ ରେ ଆରବ ମୁଖ୍ୟ ଅଭିନେତା ଭାବେ ନଜର ଆସୁଛନ୍ତି । ସେ ନିଜର ସାନଦାର ଅଭିନୟ ପାଇଁ ଖୁବ ଚର୍ଚ୍ଚା ରେ ରହିଛନ୍ତି । ତାଙ୍କର ସମୁଦାୟ ସମ୍ପତି ହେଉଛି ୫୦ରୁ ୬୦ ଲକ୍ଷ ଟଙ୍କା ରହିଛି ।

୫- ସାଇ : ଆମ ଲିଷ୍ଟର ପଞ୍ଚମ ସ୍ଥାରେ ଅଛନ୍ତି “କୁଆଁରୀ ବୋହୁ” ସିରିଏଲରେ ମୁଖ୍ୟ ଅଭିନେତା ଭାବେ ଅଭିନୟ କରୁଥିବା ସାଇ । ତାଙ୍କ ପାଖରେ ସମୁଦାୟ ସମ୍ପତି ୫୦ରୁ ୬୦ ଲକ୍ଷ ଟଙ୍କା ରହିଛି ।

୬- ନାଗେଶ : ଆପଣ ମାନେ “ମାୟା” ସିରିଏଲ ରେ ଅଭିନେୟା ନାଗେଶ ଙ୍କୁ ମୁଖ୍ୟ କଳାକାର ଭାବେ ଅଭିନୟ କରୁଥିବାର ଦେଖିଥିବେ । ତାଙ୍କର ସମୁଦାୟ ସମ୍ପତି ୪୦ରୁ ୫୦ ଲକ୍ଷ ଟଙ୍କା ରହିଛି ।

୭- ତରୁଣ : ଆପଣ ମାନେ “ତାରିଣୀ ଆଖିର ତାରା” ସିରିଏଲ ରେ ଅଭିନେତା ତରୁଣ ଙ୍କୁ ଅଭିନୟ କରୁ ଥିବାର ଦେଖିଥିବେ । ତାଙ୍କର ସମୁଦାୟ ସମ୍ପତି ୩୦ ଲକ୍ଷ ଟଙ୍କା ରହିଛି ।

ବନ୍ଧୁଗଣ ଆପଣ ମାନଙ୍କୁ ଟିଭି ଜଗତର କଳାକାର ମାନଙ୍କର ଅଭିନୟ କିପରି ଲାଗିଲା ଆମ କୁ କମେଣ୍ଟ ମାଧ୍ୟମ ରେ ଜଣାଇବେ । ଯଦି ଆପଣ ମାନଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥିଲେ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *