5 Bollywood ଷ୍ଟାର ଯେଉଁମାନେ Lockdownରେ ବିନା ବିବାହରେ ନେଲେ Honeymoonର ମଜା

ଆଜିକା ଡେଟରେ ଲିଭିଙ୍ଗ ରିଲେସନ ସାଧାରଣ କଥା ହୋଇ ଗଲାଣି । ବଲିଉଡର ଷ୍ଟାର ମାନେ ମ୍ୟାରେଜ ନ କରି ଲିଭିଙ୍ଗ ରି-ଲେ-ସ-ନ-ସି-ପ-ରେ ନିଜ ପାର୍ଟନର ସହ ରହୁଛନ୍ତି । କିଛି ସେଲିବ୍ରେଟି ଏହାକୁ ପବ୍ଲିସ କରନ୍ତି ତ ଆଉ କିଛି ନିଜ ସୀମାରେ ରଖିଥାନ୍ତି । ଲିଭିଙ୍ଗ ରେଲେଶନସିପର କାରଣ ହେଉଛି ପ୍ରେମୀ ଯୁଗଳ ପରସ୍ପସପରକୁ ଜାଣିଥାନ୍ତି ଓ ଏହା ପରେ ମ୍ୟାରେଜ ପାଇଁ ସ୍ଥିର କରିଥାନ୍ତି । ବଲିଉଡରେ ଅମିର ଖାନଙ୍କ ଠାରୁ ଆରମ୍ଭ କରି କ୍ରିକେଟର ବିରାଟ କୋହଲି ଯାଏଁ ଲିଭିଙ୍ଗ ରିଲେସନସିପରେ ନିଜ ପାର୍ଟନର ସହ ରହି ସାରିଛନ୍ତି ।

ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ବଲିଉଡ ସୀତାରା ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ଲିଭିଙ୍ଗ ରିଲେଶନସିପରେ ରହୁଛନ୍ତି । ୧- ହାର୍ଦିକ ପାଣ୍ଡ୍ୟା : ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି କ୍ରିକେଟର ହାର୍ଦିକ ପାଣ୍ଡ୍ୟା ।

ସେ ତାଙ୍କର ଗାର୍ଲଫ୍ରେଣ୍ଡ ନତାସାଙ୍କ ସହ ଜାନୁଆରୀ ମାସରେ ରିଙ୍ଗ ସେରିମଣି କରିଥିଲେ ଯାହାର ଫୋଟୋ ସୋସିଆଲ ମିଡିଆରେ ଶେୟାର କରିଥିଲେ । ଅନ୍ୟ ଏକ ଫୋଟୋରେ ହାର୍ଦିକ ଶେୟାର କରିଥିଲେ ସେ ପିତା ହେବାକୁ ଯାଉଛନ୍ତି ଯାହା ଆଶ୍ଚର୍ଯ୍ୟକର କଥା ଥିଲା । 2020 ଲକ ଡାଉନ ସମୟରେ ସେ ଲିଭିଙ୍ଗ ରିଲେଶନସିପରେ ରହିଛନ୍ତି ବୋଲି ଜଣା ପଡୁଛି ।

୨- ଦିଶା ପଟାନୀ : ବଲିଉଡ ସବୁଠାରୁ ହ-ଟ ଅଭିନେତ୍ରୀ ଭାବେ ଦିଶା ପଟାନୀ ପରିଚିତ । ଅଭିନେତା ଟାଇଗର ଶ୍ରଫ ଓ ଦିଶା ପଟାନୀର ଯୋଡି ବଲିଉଡରେ ସବୁଠାରୁ ବେଷ୍ଟ ଯୋଡି ଭାବେ ଜଣାଶୁଣା । ଦିଶା ପଟାନି ଲକ ଡାଉନରେ ଟାଇଗର ଶ୍ରଫ ଙ୍କ ଘରେ ରହି ତାଙ୍କ ସହ ମଜାମସ୍ତି କରୁଥିବାର ଭି-ଡି-ଓ ସୋସିଆଲ ମିଡିଆରେ ଶେୟାର କରିଛନ୍ତି ।

୩- ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ବଲିଉଡ ଦବଙ୍ଗ ସଲମାନ ଖାନ । ସେ ଲକ ଡାଉନ ହେବା ପର ଠାରୁ ନିଜର ଫାର୍ମ ହାଉସ ପଣ୍ଡଲରେ ରହୁଛନ୍ତି । ସେଠାରେ ତାଙ୍କ ସହ ୩ ଅଭିନେତ୍ରୀ ଜ୍ୟାକଲିନ ଫର୍ନାଣ୍ଡିଜ, ୟୁଲିସା ଡିସୋଜା, ତାଙ୍କର ଗେଲଫ୍ରେଣ୍ଡ ଯୁଲିୟା ବନ୍ତୁର ଅଛନ୍ତି । ଏମାନଙ୍କ ସହ ଟାଇମ ସ୍ପେନ୍ଡ କରୁଥିବାର ଭି-ଡି-ଓ ଭାଇଜାନ ସୋସିଆଲ ଆକାଉନ୍ଟରେ ଶେୟାର କରିଛନ୍ତି ।

୪- ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ଅଭିନେତା ରଣବିର କପୁର ଯିଏ ଅଭିନେତ୍ରୀ ଆଲିୟା ଭଟ୍ଟଙ୍କ ସହ ନଜର ଆସିଛନ୍ତି । ଲକ ଡାଉନରେ ଦୁହେଁ ହନିମୁନ ପିରିଏଡ ଏଞ୍ଜଏ କରିବାର ଏହି ଭି-ଡି-ଓ ରେ ନଜର ଆସୁଛନ୍ତି ।

୫- ବଲିଉଡରେ “ସ୍ଳିଙ୍ଗ ଇଜ ବ୍ଲିଙ୍ଗ” ଫିଲ୍ମରେ ନିଜର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ଆମି ଜ୍ୟାକସନ ନିଜର ସୁନ୍ଦରତାରେ ସମସ୍ତଙ୍କୁ ଦିୱାନା କରିଛନ୍ତି । ସେ ତାଙ୍କ ବଏଫ୍ରେଣ୍ଡ ଜର୍ଜ ଙ୍କ ସହ ଲିଭିଙ୍ଗ ରିଲେଶନସିପରେ ରହୁଥିବାର ଖବର ମିଳିଛି । ଏ ଯାଏଁ ସେ ମ୍ୟାରେଜ କରି ନାହାନ୍ତି । ଦୁହିଙ୍କର ଗୋଟେ ପିଲା ମଧ୍ୟ ଅଛି । ବହୁତ ଜଲ୍ଦି ଦୁହେଁ ମ୍ୟାରେଜ କରିବେ ବୋଲି ସୂଚନା ମିଳିଛି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ଲେଖା ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *