ଆସିଲା କ୍ରିକେଟ ଭଗବାନ Sachin Tendulakrଙ୍କୁ ନେଇ ବଡ ଖବର, ଏହି କାମ କରି ଫସିଲେ ସଚିନ!

ପାଣ୍ଡୋରା ପେପରରେ ଆସିଲା କ୍ରିକେଟ ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କ ନାମ । ପାଣ୍ଡୋରା ପେପର ଲିକରେ ତାଙ୍କ ସମ୍ପୃକ୍ତିକୁ ନେଇ ଏବେ ରି-ପୋ-ର୍ଟ ପ୍ରକାଶ ପାଇବା କଥା ସାମନାକୁ ଆସିଛି । ପାଣ୍ଡୋରା ପେପରରେ ଭାରତ ସମେତ ୯୧ ଟି ଦେଶର ଓୟାର୍ଲ୍ଡ ଲିଡର ରାଜନେତା ପ୍ରମୁଖ ଅଫିସର ତଥା ଦେଶର ମାନ୍ୟଗଣ୍ୟ ଲୋକଙ୍କ ନାମ ରହିଥିଲା ।

ପ୍ରାୟ ୧୨ ମିଲିୟନ ଦସ୍ତାବାଜକୁ ଦିନ ରାତି ଚେକ କରି ଦେଶର ବିଭିନ୍ନ ମନି ଲ-ଣ୍ଡେ-ରି-ଙ୍ଗ ଟ୍ୟା-କ-ସ ଚୋ-ରୀ- ଆୟ ବଇର୍ଭୂତ ସମ୍ପତି ଠୁଳ ଭଳି କାରବାରର ପ-ର-ଦା ଫା-ଶ ହୋଇଥିଲା । ତେବେ ପେପର ଅନେକ ଧନି ଲୋକଙ୍କ ନାମ ମଧ୍ୟ ରହିଛି । ୧୧୭ ଟି ଦେଶରେ ୬ ସହରୁ ଅଧିକ ସାମ୍ବାଦିକ ୧୪୦ ଟି ମିଡିଆ ଅର୍ଗାନାଇଜେସନ ଅନେକ ପରିଶ୍ରମ କରି ତାକୁ ବନାଇ ତାକୁ ଖୁଲାସା କରିଛନ୍ତି ।

ଏହି ଖୁଲାସା ଇଣ୍ଟରନାସନାଲ କନ୍ସେଟେରୀୟମ ଅଫ ଇନଭେଷ୍ଟିଗେଟିଙ୍ଗ ଜର୍ନାଲିଜିମ କରିଛି । ତେବେ ଭାରତରୁ ସଚିନ ତେନ୍ଦୁଲକର ଓ ପାକିସ୍ଥାନର ଇମ୍ରାନ ଖାନଙ୍କ ନାମ ମଧ୍ୟ ସାମ୍ନାକୁ ଆସିଛି । ଏମିତିକି ଗୋଟିଏ ଜାତୀୟ ଗଣ ମାଧ୍ୟମ ଆଧାରରେ ଭାରତର ଗୋଟିଏ ବୃହତ କମ୍ପାନୀର ମାଲିକଙ୍କ ନାମ ମଧ୍ୟ ଏଥିରେ ସାମିଲ ରହିଛି ।

ସଚିନଙ୍କ ସମେତ ତାଙ୍କ ପତ୍ନୀ ଅଞ୍ଜଳି ତେନ୍ଦୁଲକର ଓ ଶଶୁର ଆନନ୍ଦ ମେହତାଙ୍କ ନାମ ମଧ୍ୟ ସାମନାକୁ ଆସିଛି । ତେଣୁ ୟା ଉପରେ ଆଗକୁ କଣ ପଦକ୍ଷେପ ନିଆଯାଉଛି ଏବେ ତାକୁ ହିଁ ଅପେକ୍ଷା । ଆଗକୁ ଏହି ଭଳି ଭଲ ଭଲ ନ୍ଯୁଜ ଦେଖିବା ପାଇଁ ଆମ ସହିତ ଏମିତି ଯୋଡି ହୋଇ ରହିଥାନ୍ତୁ ଓ ଆମ ପେଜ କୁ ଲାଇକ ସେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *