ACF Soumya Ranjanଙ୍କ ପରିବାର ନ୍ୟାୟ ପାଇଁ ଗଲେ High Court, ଦେଖନ୍ତୁ Video କଣ କହୁଛନ୍ତି Soumyaଙ୍କ ବାପା ମା’

ହାଇ କୋ-ର୍ଟ ଗଲା ସୌମ୍ଯଙ୍କ ମୃ-ତ୍ୟୁ ମା-ମ-ଲା । ସୌମ୍ୟାଙ୍କ ପରିବାର ହାଇକୋ-ର୍ଟର ଦ୍ଵାରସ୍ଥ ହେଲେ ତାଙ୍କ ପରିବାର । ସିବିଆଇ ତ-ଦ-ନ୍ତ ଦାବିରେ ହାଇ କୋ-ର୍ଟରେ ମା-ମ-ଲା ଦାଏର ହୋଇଛି । ପୋ-ଲି-ସ ଜାଣିଶୁଣି ତ-ଦ-ନ୍ତକୁ ବାଟବଣା କରୁଛି ବୋଲି ସୌମ୍ୟଙ୍କ ପରିବାର ଲୋକ କହିଛନ୍ତି । ମା-ମ-ଲାରେ ପୋ-ଲି-ସ ଡିଜି କ୍ରା-ଇ-ମ ବ୍ରାଞ୍ଚ ଏଡିଯିଙ୍କୁ ପକ୍ଷଭୂତ କରାଯାଇଛି । ସିବିଆଇ ନିର୍ଦେଶକ ଏବଂ ରାଜ୍ୟ ଗୃହ ସଚିବଙ୍କୁ ମଧ୍ୟ ପକ୍ଷଭୂତ କରାଯାଇଛି । ସିବିଆଇ ତ-ଦ-ନ୍ତ ଦାବିରେ ହାଇକୌର୍ଟର ଦ୍ଵାରସ୍ଥ ହୋଇଛନ୍ତି ସୌମ୍ୟଙ୍କ ପରିବାର ଲୋକ ।

ପ୍ରଥମେ ପୋ-ଲି-ସ ତ-ଦ-ନ୍ତ ତାପରେ କ୍ରା-ଇ-ମ ବ୍ରାଞ୍ଚ ତ-ଦ-ନ୍ତ ଏତେ ପରେ ମଧ୍ୟ ସନ୍ତୁଷ୍ଟ ହୋଇପାରୁ ନାହାନ୍ତି ପରିବାର ଲୋକ । ତାଙ୍କୁ ଏତେ ପର୍ଯ୍ୟନ୍ତ ନିଷ୍କର୍ଷ ବା ନ୍ୟାୟ ଏପର୍ଜ୍ଯନ୍ତ ମିଳିପାରୁ ନହିଁ । ସୌମ୍ୟଙ୍କ ବାପା ଆବେଦନ କରିଛନ୍ତିକି ଓଡିଶା ପୋ-ଲି-ସ ଉପରେ ତାଙ୍କର କୌଣସି ଭରସା ପାଉ ନହିଁ । ପ୍ରଥମେ ଯେତେବେଳେ ସ୍ଥାନୀୟ ପୋ-ଲି-ସ ତ-ଦ-ନ୍ତ କରୁଥିଲା ସେତେବେଳେ ମଧ୍ୟ ଅ-ଭି-ଯୋ-ଗ କରିଥିଲେ । ସେ କହିଥିଲେ ପୋ-ଲି-ସ ଜାଣିଶୁଣି ବାଟବଣା କରୁଛି ।


ପ୍ରଥମ କଥାଟି ହେଉଛି ଘଟଣାଟି ପାରିପାର୍ଶିକ କଥା ଉପରେ ନିର୍ଭର କରୁଛି ଆଉ କୌଣସି ସାକ୍ଷୀ ରହୁଛି ବୋଲି ସେ ଅ-ଭି-ଯୋ-ଗ କରୁଛନ୍ତି । ଆଉ ସବୁ ପ୍ରମାଣ ଯୋଗାଡ କରିବା ପରିବର୍ତେ ପୋ-ଲି-ସ ତାକୁ ନଷ୍ଟ କରିବାକୁ ଚାହୁଁ ଛନ୍ତି । ଏବେ ଯେଉଁ ନୂଆ ଭି-ଡି-ଓ ସାମନାଙ୍କୁ ଆସିଛି ସେଥିରେ ଦେଖାଯାଉଛି ସେଇ ସ୍ଥାନୀୟ ଆଇଆଇସି ଓ ମମତା ରାଣୀ ପଣ୍ଡା ଯିଏ ଓଆଇସି ସେହି ଦିନ ଘଟନା ସ୍ଥଳରେ ୧୨ ତାରିଖ ପୋ-ଲି-ସର ଦଳବଳ ଯାଇ ଅନେକ ଗୁଡିଏ ଜିନିଷ ସଂଗ୍ରହ କରୁଛନ୍ତି ।


କିନ୍ତୁ ସେସବୁ କେ-ସ ରେକଡରେ ସ୍ଥାନ ପାଇ ପାରି ନାହାନ୍ତି । ନିଶ୍ଚିତ ଭାବେ ସେମାନେ ଯେଉଁ ଯାଇଥିଲେ ଆଉ ଯାହା ଯାହା ଜିନିଷ ସବୁ କଲେକ୍ଟ କରିଥିଲେ । ଏହାର ଅର୍ଥ ହେଉଛି ସମ୍ପୂର୍ଣ ଭାବେ ପ୍ରମାଣକୁ ନଷ୍ଟ କରିବା ଲାଗି ଏପ୍ରକାର ଗୋଟିଏ ବ୍ୟବସ୍ଥା କରଯାଇଥିଲା ।

ଡି ଏଫଓ ଙ୍କ ସହ ପୋ-ଲି-ସଙ୍କର ବହୁତ ଘନିଷ୍ଠ ସହଯୋଗ ଥିଲା ଓ ତାଙ୍କୁ ବଞ୍ଚାଇବା ଲାଗି ହୁଏତ ଏହି ପ୍ରକାର ପଦକ୍ଷେପ ନିଆଯାଇଛି । ଏହା ତାଙ୍କ ପରିବାର ଲୋକ ସିଧାସଳଖ ଅ-ଭି-ଯୋ-ଗ କରିଛନ୍ତି । ଏହା ମଧ୍ୟ ଦର୍ଶାଇଛନ୍ତି ୮୧ ଦିନ ହୋଇସାରିଛି କିନ୍ତୁ ପୋ-ଲି-ସ କୌଣସି ନ୍ୟାୟ ବା ନିଷ୍ପତିରେ ପହଞ୍ଚି ପାରି ନାହାନ୍ତି ।

Leave a Reply

Your email address will not be published. Required fields are marked *