ଆଜି ରାତିରେ ଘରର ଏହି ଜାଗାରେ ବନାନ୍ତୁ ସ୍ଵସ୍ତିକର ଚିହ୍ନ- ରାତାରାତି ହୋଇଯିବେ କୋଟିପତି

ଏହି ଶରଦ ପୁର୍ଣିମା ବର୍ଷର ସବୁଠୁ ବଡ ପୁର୍ଣିମା ଅଟେ । ଏହାର ବହୁତ ଗୁରୁତ୍ଵ ରହିଛି । କିଛି ଧାର୍ମିକ ମାନ୍ୟତା ହିସାବରେ ଏହି ଦିନ ମାତା ଲକ୍ଷ୍ମୀଙ୍କ ଜନ୍ମ ଦିନ ଭଳି ମନାଯାଇଥାଏ । କିଛି ମାନ୍ୟତା ହିସାବରେ ଦେବୀ ଲକ୍ଷ୍ମୀ ପୃଥିବୀ ଉପରେ ବିଚରଣ କରିଥାନ୍ତି ।

କୁହାଯାଏକି ରାତିସାର ଜାଗିକି ମାତା ଲକ୍ଷ୍ମୀଙ୍କ ପୂଜା ଅର୍ଚନା କରିବା ଦ୍ଵାରା ବ୍ୟକ୍ତିକୁ ବର୍ଷ ସାରା କେବେ ଧନର କମି ହୋଇନଥାଏ । ଯେଉଁ ମାନେ ଦେବୀ ଲକ୍ଷ୍ମୀଙ୍କ ପୂଜାର୍ଚନା କରିଥାନ୍ତି ସେଇ ଦିନ ମାତା ଲକ୍ଷ୍ମୀ ତାଙ୍କ ଉପରେ କୃପା ବର୍ଶାଇଥାନ୍ତି ।

Image Courtesy: Google

ଏମିତି କିଛି ଲୋକ ଅଛନ୍ତି ଏହି ଦିନର ମହତ୍ଵ ବିଷୟରେ ଜଣା ଅଛିନା ଏହା ଉପରେ କିଛି ବିଶ୍ଵାସ ଥାଏ । ଏହି ଦିନରେ ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କେମିତି କରିପାରିବେ । ଏହାକୁ ହିନ୍ଦୁ ଧର୍ମରେ ବହୁତ ବଡ ବୋଲି କୁହାଯାଇଛି । ଦୀପାବଳି ଓ ତାର ପାଖାପାଖି ପୂଜାର ବହୁତ ଗୁରୁତ୍ଵ ରହିଥାଏ । ସେ ମଧ୍ୟରୁ ଗୋଟେ ଅଟେ ଶରଦ ପୁର୍ଣିମା । ଆଜି ଆମେ କିଛି ଜ୍ୟୋତିଶ ଉପାୟ କହିବୁ ଯାହା ଆପଣ କାଲେ ଧାନ ସମ୍ବନ୍ଧୀୟ କିଛି ସମସ୍ୟା ରହିବ ନାହିଁ । ଏଥିରେ ମା ଲକ୍ଷ୍ମୀଙ୍କ କୃପା ହେବ କେତେବୀ ଅସୁବିଧା ଥିଲେ ମଧ୍ୟ ସବୁ ଠିକ ହୋଇଯିବ ।

Image Courtesy: Google

ଶରଦ ପୁରଣିମା ରାତିରେ ଯଦି କିଛି ଉପାୟ କରାଯିବ ତାହେଲେ ଦେବୀ ମହାଲକ୍ଷ୍ମୀ ଓ କୁବେରଙ୍କ ଆଶୀର୍ବାଦ ରହିବ ଓ କେବେବି ଧନର କମି ହେବନି । ଏହାକୁ କରିବା ଦ୍ଵାରା ଲକ୍ଷ୍ମୀ ମାର କୃପା ରହିଥାଏ ଓ କୁଣ୍ଡଳୀରେ  ବୃହସ୍ପତି ଗ୍ରହ ମଜଭୁତ ରହିଥାଏ । ବୃହସ୍ପତି ଗ୍ରହ ଯାହାର ଜାତକରେ ମଜଭୁତ ହୋଇଥାଏ ତାଙ୍କୁ କେବେବି ଧନର କମି ହୋଇନଥାଏ । ଶେଠୀ ଲାଗି ଏହି ଉପାୟ ବହୁତ ଖାସ ହୋଇଥାଏ । ଏହି ମୟୂର ପଙ୍ଖର ଉପାୟ ବହୁତ ଖାସ ହୋଇଥାଏ ।

Image Courtesy: Google

ଶରଦ ପୁର୍ଣିମା ଦିନ ଆପଣଙ୍କୁ ଅଖଣ୍ଡ ଦୀପ ଜଳେଇବା ଉଚିତ ଯାହାକୁ ପୁରା ରାତି ଜଳିବ । ସେଥିରେ ଚାରୋଟି ଲବଙ୍ଗ ଅବଶ୍ୟ ରଖନ୍ତୁ । ଆପଣଙ୍କୁ ଏମିତି ଫଳର ପ୍ରାପ୍ତି ହେବ ଏବେ ପର୍ଯ୍ୟନ୍ତ ଯାହା ଆପଣଙ୍କର ପୁରା ହୋଇନି । ସ୍ଵସ୍ତିକ ଚିହ୍ନ ଆପଣଙ୍କ ଘରେ ବନାନ୍ତୁ ଏହା ବହୁତ ପବିତ୍ର ଚିହ୍ନ ହୋଇଥାଏ । ଯେଉଁଠି ସ୍ଵସ୍ତିକ ଚିହ୍ନ ଥାଏ ସେଠି ମା ଲକ୍ଷ୍ମୀ ବିଦ୍ୟମାନ ହୋଇଥାନ୍ତି । ଯେତେବେଳେ ରାତିରେ ସୋଇବେ ଗୋଟେ ତାମ୍ବର ଜାଗାରେ ପଣି ଫୁଲ ରଖନ୍ତୁ ଯେଉଁଠି ଆପଣ ଥୋଇବେ ଶେଠୀ ହଲଦିରେ ସ୍ଵସ୍ତିକ ବନାନ୍ତୁ ।

Image Courtesy: Google

ଯେଉଁ ତମ୍ବା ପାତ୍ରରେ ପାଣି ରଖିଥିଲେ ତାକୁ ସେହି ଚିହ୍ନ ଉପରେ ରଖନ୍ତୁ । ତା ପରଦିନ ନିତ୍ୟ କର୍ମ ସାରି ସେହି ପାଣିକୁଆ ଗ୍ରହଣ କରନ୍ତୁ ଓ ଆଉ କିଛି ଘର ଦୁଆର ମୁହଁରେ ପକାନ୍ତୁ ।  ଏହି ସ୍ଵସ୍ତିକ ଯେତେ ପର୍ଯ୍ୟନ୍ତ ରହିଥିବ ବହୁତ ଭଲ ଅଟେ ଯେବେ ସେ ନେଜେ ଲିଭି ଯାଇଥାଏ । ବୁଝି ଜାଆନ୍ତୁକି ମାତା ଲକ୍ଷ୍ମୀର ଆପଣଙ୍କ ଘରେ ସ୍ଥାଇ ବାସ ରହିଛି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *