ଦୀପାବଳି ଆଲୋକର ପର୍ବ ହୋଇଥାଏ ବୋଲି ସମସ୍ତଙ୍କ ପ୍ରିୟ ହୋଇଥାଏ, ଏହି ଦିନେ ଭଗବାନ ଶ୍ରୀରାମ ନିଜ ୧୪ ବର୍ଷ ବନବାସ ପରେ ଅୟୋଧ୍ୟା ଫେରିଥିଲେ । ତେବେ ଏହି ଖୁସି ଦିନ ପାଇଁ ସମସ୍ତେ ଦୀପ ଜଳାଇ ତାଙ୍କର ସ୍ଵାଗତ କରିଥିଲେ ଓ ଏହି ଦିନ କାର୍ତିକ ଅମାବସ୍ୟା ହୋଇଥାଏ ତେବେ ଅନ୍ଧାରକୁ ଆଲୁଅରେ ପରିଣତ କରିବା ପାଇଁ ସମସ୍ତେ ଦୀପ ଲଗାନତି ।
ବଡ ଲୋକ ମାନଙ୍କ କହିବା ଅନୁଯାଇ ଏହା ଭୁଲ ଉପରେ ଠିକର ବିଜୟ ଦିନ ଅଟେ । ଏହି ଦିନ ଭଗବାନ ରାମ ରାବଣକୁ ମାରି ସିତାଙ୍କୁ ମୁକୁଳେଇଥିଲେ । ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ଉପାୟ କହିବାକୁ ଯାଉଛୁ ଯାହା ଦ୍ଵାରା ମା ଲକ୍ଷ୍ମୀ ଆପ୍ପାନାଙ୍କ ଘରେ ପ୍ପ୍ରାବେଶ କରିବେ ଓ ଆପାନଙ୍କୁ ଏହି ଉପାୟ ଗୁଡିକ ଦୀପାବଳି ପର୍ଯ୍ୟନ୍ତ କରିବାକୁ ହବ ।

୧. ଆଜି ଠାରୁ ଆପପାନ ନିଜ ଘର ମୁଖ୍ୟ କବାଟ ପାଖରେ ଦୀପ ପ୍ରଜ୍ଵଳିତ କରନ୍ତୁ । ଯଦି ଆପାନ ମାତା ଲକ୍ଷ୍ମୀଙ୍କୁ ନିଜ ଘରକୁ ଡାକିବାକୁ ଇଛା ରଖନ୍ତି ତେବେ ଆପଣ ନିଜ ମୁଖ୍ୟ ଦ୍ଵାର ପାଖରେ ସନ୍ଧ୍ୟା ଧୂପ ସମୟରେ ଦୀପ ଲଗାନ୍ତୁ ।
୨. ଆଜି ଠାରୁ ନିଜ ଘରେ ଗଙ୍ଗା ଜଳ ଛିଞ୍ଚନ୍ତୁ, ତେବେ ହିନ୍ଦୁ ଶାସ୍ତ୍ର ଅନୁଯାଇ ଗଙ୍ଗା ଜଳ ବହୁତ ପବିତ୍ର ଅଟେ ଓ କୌଣସି ପୂଜା ପର୍ବାଣି ଆଗରୁ ସେହି ଘର ବା ଜାଗାକୁ ସୁଧ କରିବା ପାଇଁ ଗଙ୍ଗା ଜଳ ଚିଞ୍ଚା ଯାଇଥାଏ । ଆପଣ ଆଜି ଠାରୁ ଘରେ ଗଙ୍ଗା ଜଳ ଛିଞ୍ଚି ଦିଅନ୍ତୁ ।

୩. ଶାସ୍ତ୍ର ଅନୁଯାଇ ଯେଉଁ ମଣିଷ ଶିବଲିଙ୍ଗ ପାଖରେ ସବୁଦିନ ଦୀପ ଜଳାନ୍ତି ତାଙ୍କୁ କୌଣସି ଦୁଃଖ କଷ୍ଟ ଭୋଗିବାକୁ ପଡିନଥାଏ । ତେବେ ଆପଣ ସବୁଦିନ ସନ୍ଧ୍ୟାରେ ଶିବଲିଙ୍ଗ ପାଖରେ ଦୀପ ଜଳାନ୍ତୁ ।
୪. ଯଦି ଆପଣ ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବାକୁ ଇଛା କରନ୍ତି ତେବେ ଆପଣଙ୍କୁ ଆଜି ଠାରୁ ନିଜ ମୁଖ୍ୟ ଦ୍ଵାର ଆଗରେ ରଙ୍ଗୋଲି କରିବା ଉଚିତ ଓ ଏହା ସହ ମାତା ଲକ୍ଷ୍ମୀଙ୍କୁ ପାଦ ଚିହ୍ନ ଅବଶ୍ୟ କରନ୍ତୁ ଦେଖିବେ ମା ଆପଣଙ୍କ ଘରକୁ ଅବଶ୍ୟ ଆସିବେ ।

୫. ଘରକୁ ସୁଗନ୍ଧିତ ରଖନ୍ତୁ, ଯେଉଁ ଘରେ ସକାଳେ ସନ୍ଧ୍ୟାରେ ସୁଗନ୍ଧିତ ଧୂପ ଦୀପ ଓ ଫୁଲ ଅର୍ପଣ ହୋଇଥାଏ ସେହି ଘରେ କେବଳ ମାତା ଲକ୍ଷ୍ମୀ ନୁହ ସବୁ ଦେବୀ ଦେବତା ବାସ କରନ୍ତି ବୋଲି କୁହା ଯାଇଛି ।
୬. ଘରକୁ ସଫା ସୁଥୁରା ରଖିବା ବହୁତ ଆବଶ୍ୟକ ଅଟେ କାହିଁକିନା ଅସନା ଘରେ କୌଣସି ଭଗବାନ ପ୍ରବେଶ କରନ୍ତି ନାହିଁ ସେଥିପାଇଁ ଆଜି ଠାରୁ ଘର ସଫା କରନ୍ତୁ ।
ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।