ସମସ୍ତଙ୍କ ପାଇଁ କିଛି ନିହାତି ଜାଣିବା କଥା- Ajira Anuchinta

ବର୍ଷା ରିତୁରେ ଇଂଦ୍ରଧନୁ ଆକାଶରେ ଚଢିଲେ ଆଉ ବର୍ଷା ହବାର ସମ୍ଭାବନା ନଥାଏ । ତେବେ କଣ ଆପଣ ଏହା ଜାଣିଛନ୍ତି ଯେ ସୂର୍ଯ୍ୟ ଅସ୍ତ ହବା ପରେ ସୂର୍ଯ୍ୟ ଦେଖିଲେ ଘର ମୁରବି ସ୍ୱାସ୍ଥ୍ୟ ଗମ୍ଭୀର ଭାବରେ ଖରାପ ହୋଇଥାଏ । ତେବେ କୁହାଯାଇଛି ଯେ ଦିନ ବେଳେ ଯଦି ବେଙ୍ଗ ରଡି ଛାଡନ୍ତି ତେବେ ବର୍ଷା ହବାର ଆଶଙ୍କା ହୋଇଥାଏ । ତେବେ ଯଦି ଆପଣ ଘରୁ ବାହାରିବା ସମୟରେ ଝୁଣ୍ଟି ପଡନ୍ତି ତେବେ ଏହା ବହୁତ ଅଶୁଭ ଅଟେ ।   ତେବେ ଆପଣଙ୍କୁ କିଛି ସମୟ ପାଇଁ ଜୋତା ଚପଲ ଓଲହାଇ ରଖି ଦବା ଉଚିତ ଓ ଏହା ପରେ ଆଉ ଥରେ ପିନ୍ଧି ଯାତ୍ରା ଆରମ୍ଭ କରିବା ଉଚିତ ।

୧. ଯଦି ଆପଣ କେଉଁ ଜାଗାକୁ ଯିବା ପାଇଁ ଘରୁ ବାହାରୁଛନ୍ତି ଓ ଚୁଡିୱାଲା ବା କାଚୱାଲା ଆପଣଙ୍କ ଆଡକୁ ଆସିଥାଏ ତେବେ ଏହା ଆପଣଙ୍କ ପାଇଁ ବହୁତ ଶୁଭ ସଂକେତ ହୋଇଥାଏ ।

Image Courtesy: Google

୨.  ସବ ଯାତ୍ରା ଆପଣଙ୍କ ବିପରିତ ଦିଗରୁ ଆସିଲେ ବହୁତ ଶୁଭ ହୋଇଥାଏ କିନ୍ତୁ ଏକ ଦିଗରେ ଆସିଲେ ଆପଣଙ୍କ ପାଇଁ ବହୁତ ଅଶୁଭ ହୋଇଥାଏ । ଆପାନ ଯେଉଁ ଦିଗରୁ ଯାଉଛନ୍ତି ତା ଅନ୍ୟ ଦିଗରୁ ଆସୁଛି ତେବେ ଆପଣଙ୍କ ପାଇଁ ବହୁତ ଶୁଭ କିନ୍ତୁ ସମାନ ଦିଗରୁ ଦୁହେଁ ଗଲେ ଏହା ଜମା ବି ଶୁଭ ନୁହ ।

Image Courtesy: Google

୩. କୌଣସି ଆବଶ୍ୟକ ବା ଗୃତ୍ଵପୂର୍ଣ୍ଣ କାମ ପାଇଁ ଘରୁ ବାହାରି ଆସୁଥିବା ସମୟରେ ଯଦି ଆପଣଙ୍କୁ ଭିକାରି ବା ବିକଳାଙ୍ଗ ବ୍ୟକ୍ତି ଦେଖା ଦିଅନ୍ତି ତେବେ ଏହା ବହୁତ ଅଶୁଭ ସଂକେତ ଅଟେ ।

୪. ରାସ୍ତାରେ ଯାଉଥିବା ସମୟରେ କ୍ଷୀର ବା ଦହି ବିକ୍ରି କରୁଥିବା ଲୋକଙ୍କ ଦର୍ଶନ ହେଲେ ଏହା ଆପଣଙ୍କ ପାଇଁ ବହୁତ ଶୁଭ ସମୟ ହୋଇଥାଏ ।

୫.  ଘରୁ କୌଣସି କାର୍ଯ୍ୟରେ ବାହାରିଯିବା ସମୟରେ ଯଦି କେହି ପଚାରିଥାନ୍ତି କୁଆଡେ ଯାଉଛ ତେବେ ଏହା କାର୍ଯ୍ୟରେ ବଡ ବିଘନ ହୋଇଥାଏ ଆପଣଙ୍କ କାର୍ଯ୍ୟ ସଫଳ ହବ ନାହିଁ ।

Image Courtesy: Google

୬. ଜଳା କାଠ ବା ଜଳୁଥିବା ମଶାଲ ନେଇ ଆସୁଥିବା ବ୍ୟକ୍ତିକୁ ଦେଖିଲେ ଏହା ବଡ ଦୁର୍ଘଟଣା ସଂକେତ ଦେଇଥାଏ ସେଥିପାଇଁ ବଞ୍ଚି ରହିବା ଆବଶ୍ୟକ ଅଟେ ।

୭. ଘରୁ ବାହାରି ଆସୁଥିବା ସମୟରେ ଯଦି ଆପଣ ପଡୋଶୀ ମାନଙ୍କ ଝଗଡା ସୁନିଠାନ୍ତି ତେବେ କାର୍ଯ୍ୟରେ ବାଧା ନିଶ୍ଚିନ୍ତ ଆସିବ ଓ କାର୍ଯ୍ୟ ଅସଫଳ ମଧ୍ୟ ହୋଇପାରେ ।

ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ ।  ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *