ଆପଣଙ୍କ ମୃତ୍ୟୁ କେବେ ହେବ କିପରି ଜାଣିବେ ? Ajira Anuchinta

ମୃତ୍ୟୁ ଏକ ଏମିତି ଶବ୍ଦ ଯାହା ସମସ୍ତଙ୍କୁ ଡରାଇଥାଏ, କିନ୍ତୁ ଏକା ଏକ କଟୁ ସତ୍ୟ ଅଟେ । ଦିନେ ନା ଦିନେ ସମସ୍ତଙ୍କୁ ଯିବାର ଅଛି ତେବେ ସମସ୍ତଙ୍କ ମନରେ ଗୋଟେ ପ୍ରଶ୍ନ ନିଶ୍ଚିନ୍ତ ଆସିଥାଏ ଯେ ମୁଁ କେମିତି ମୃତ୍ୟୁ ବରଣ କରିବି ବା ମୁଁ କେବେ ମରିବି ଏହି ପ୍ରଶ୍ନ ସମସ୍ତେ ନିଜକୁ ପ୍ପଚାରନ୍ତି କିନ୍ତୁ କିଛି ଉତ୍ତର ପାଇ ନଥାନ୍ତି । ତେବେ ଆଜି ଆମେ ଆପଣଙ୍କୁ କିଛି ଅଙ୍କ ମାଧ୍ୟମରେ ଏହି କଥା କହିବାକୁ ଯାଉଛୁ । ଆଜି ଆମେ ଆପଣଙ୍କୁ କିଛି ଅଙ୍କ ଦବାକୁ ଯାଉଛୁ ଯେଉଁଥିରୁ ଆପଣଙ୍କୁ ଆଖି ବନ୍ଦ କରି ଗୋଟେ ଅଙ୍କ ଉପରେ ଆଙ୍ଗୁଳି ରଖିବାକୁ ହବ ଓ ଆମେ ଆପଣଙ୍କୁ ଆପଣଙ୍କ ପ୍ରଶ୍ନ ଉତ୍ତର କହିବୁ ।

Image Courtesy: Google

୧.  ଯେଉଁ ମାନେ ୧ ଉପରେ ଆଙ୍ଗୁଳି ରଖିଛନ୍ତି ସେ ମାନେ ୯୩ ବର୍ଷରେ କାରତିକ ମାସ ଅମାବାସ୍ୟା ଦିନ ମୃତ୍ୟୁ ବରଣ କରିବେ ଓ ନାଳ ରକ୍ତ ଚାଡା ରୋଗରେ ମୃତ୍ୟୁ ପାଇବେ ।

୨. ଯେଉଁ ମାନେ ୨ ଉପରେ ଆଙ୍ଗୁଳି ରଖିଛନ୍ତି ସେ ମାନେ ୮୫ ବତ୍ର୍ଶ ଆରମ୍ଭ ମାର୍ଘସିର ମାସରେ ନିମୋନିଆ ରୋଗରେ ମୃତ୍ୟୁ ବରଣ କରିବେ ।

୩. ଯେଉଁ ମାନେ ୩ ଉପରେ ଆଙ୍ଗୁଳି ରଖିଛନ୍ତି ସେ ମାନେ ୮୮ ବର୍ଷରେ ପୋଶ ମାସରେ କୌଣସି ପ୍ରକାର ପୀଡାରେ ମୃତ୍ୟୁ ପାଇବେ ।

୪. ଯେଉଁ ମାନେ ୪ ଉପରେ ଆଙ୍ଗୁଳି ରଖିଛନ୍ତି ସେ ମାନେ ୯୫ ବର୍ଷ ପାର କରି ମାର୍ଘସିର ମାସରେ ଆରାମ ମୃତ୍ୟୁ ପାଇବେ ଆପନାଙ୍କୁ କୌଣସି ପ୍ରକାର କଷ୍ଟ ହବ ନାହିଁ ।

Image Courtesy: Google

 

୫. ଯେଉଁ ମାନେ ୫ ଉପରେ ଆଙ୍ଗୁଳି ରଖିଛନ୍ତି ସେ ମାନେ ୭୫ ବର୍ଷ ପରେ ଫାଲ୍ଗୁନ ମାସରେ କୌଣସି ଗମ୍ଭୀର ରୋଗ ଦ୍ଵାରା ଆକ୍ରାନ୍ତ ହୋଇ ମୃତ୍ୟୁ ପାଇବେ ।

୬. ଯେଉଁ ମାନେ ୬ ଉପରେ ଆଙ୍ଗୁଳି ରଖିଛନ୍ତି ସେ ମାନେ ୮୫  ବର୍ଷ ପରେ ଚୈତ୍ର ମାସରେ ନିଶ୍ଵାସ ରୋଗରୁ ମୃତ୍ୟୁ ବରଣ କରିବେ ।

୭. ଯେଉଁ ମାନେ ୭ ଉପରେ ଆଙ୍ଗୁଳି ରଖିଛନ୍ତି ସେ ମାନେ ୭୨ ବର୍ଷ ପୂର୍ଣ କରି ବୈଶାଖ ମାସରେ ପାଣି ରୋଗରେ ମୃତ୍ୟୁ ପାଇବେ ।

୮. ଯେଉଁ ମାନେ ୮ ଉପରେ ଆଙ୍ଗୁଳି ରଖିଛନ୍ତି ସେ ମାନେ ୮୦ ବର୍ଷ ଭୋଗ କରି ପୁଷ ମାସରେ ସାମାନ୍ଯ ରୋଗରେ ପୀଡିତ ହୋଇ ମୃତ୍ୟୁ ବରଣ କରିବେ ।

୯. ଯେଉଁ ମାନେ ୯ ଉପରେ ଆଙ୍ଗୁଳି ରଖିଛନ୍ତି ସେ ମାନେ ୬୨ ବର୍ଷରେ କୌଣସି ମୁତ୍ର ରୋଗ ବା ଜର ବା ବାତ ଭଳି ରୋଗରେ ପୀଡିତ ହୋଇ ଦେହ ତ୍ୟାଗ କରିବେ ।

Image Courtesy: Google

୧୦.  ଯେଉଁ ମାନେ ୧୦ ଉପରେ ଆଙ୍ଗୁଳି ରଖିଛନ୍ତି ସେ ମାନେ  ୭୦ ବର୍ଷ ବୟସରେ କୌଣସି ଅମାବାସ୍ୟାରେ ଆପାନାଙ୍କୁ ହଟାତ ଛାତିରେ ଯନ୍ତ୍ରଣା ଦ୍ଵାରା ମୃତ୍ୟୁ ପାଇବେ ।

୧୧. ଯେଉଁ ମାନେ ୧୧ ଉପରେ ଆଙ୍ଗୁଳି ରଖିଛନ୍ତି ସେ ମାନେ ୫୦ରୁ ୬୦ ମଧ୍ୟରେ ଶୁକ୍ଳ ପକ୍ଷ ଏକାଦଶୀ ଦିନ କୌଣସି ପ୍ରକାରରେ ମୃତ୍ୟୁ ପାଇବେ ।

୧୨. ଯେଉଁ ମାନେ ୧୨ ଉପରେ ଆଙ୍ଗୁଳି ରଖିଛନ୍ତି ସେ ମାନେ ୯୨ ବର୍ଷରେ କାରତିକ ମାସରେ ସାଧାରଣ ଜର ଦ୍ଵାରା ଦେହ ତ୍ୟାଗ କରିବେ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *