ଆପଣ କେତେ ବୁଦ୍ଧିମାନ, ଏହା ଆପଣଙ୍କ ମାଆଙ୍କ ଦ୍ଵାରା ନିର୍ଦ୍ଧାରିତ ହୋଇଥାଏ- ପିତାଙ୍କ ଦ୍ଵାରା ନୁହେଁ , ଜାଣନ୍ତୁ କେମିତି

ଆଜି ଆମେ ଆପଣଙ୍କୁ ଏକ ଏମିତି ଯାନକାରୀ ଦେବୁ ,ଯାହା ବିଷୟରେ ଖୁବ କମ ଲୋକ ଜାଣିଥିବେ । ଏହାକୁ ପଢିଲେ ଆପଣ ଆପେଆପେ ବୁଝିଯିବେ କି ଆପଣ କେତେ ବୁଦ୍ଧିମାନ ଅଟନ୍ତି । ଏହି ଦୁନିଆରେ ସବୁ ଲୋକ ନିଜକୁ ବହୁତ ବୁଦ୍ଧିମାନ ବୋଲି ଭାବିଥାନ୍ତି । କିନ୍ତୁ କଣ ଆପଣ ଜାଣିଛନ୍ତି ସତରେ ଆପଣ ବୁଦ୍ଧିମାନ କି ନୁହେଁ ,ଏହି କଥା ଆପଣଙ୍କ ମାଆଙ୍କ ଆନୁବାଂଶିକ ଗୁଣ ଦ୍ଵାରା ଠିକ ହୋଇଥାଏ ।

ଏହାକୁ ମେଡିକାଲ ସାଇନ୍ସରେ କ୍ରୋମୋଜୋମ ବି କୁହାଯାଇଥାଏ ।

ମହିଳାମାନଙ୍କ ଭିତରେ ଦୁଇଟି ଏକ୍ସ କ୍ରୋମୋଜୋମ ଥାନ୍ତି । ଯେତବେଳେ ପୁରୁଷ ମାନନଭିତରେ ଗୋଟିଏ ଏକ୍ସ କ୍ରୋମୋଜୋମ ଥାଏ । ଯଦି ଆମେରିକା ର ବଂଶଗଠନ ୟୁନିଭର୍ରସିଟିରେ କରାଯାଇଥିବା ରିସର୍ଚକୁ ମାନିବା ତାହେଲେ ଜାଣିବା ଗୋଟେ ପିଲା ମଧ୍ୟରେ ତା ମାଆ ଦ୍ଵାରା ହିଁ ବୁଦ୍ଧିମତା ଗୁଣ ସୃଷ୍ଟି ହୋଇଥାଏ । ଆପଣ ସବୁବେଳେ ଶୁଣିଥିବେ କି ପିଲା ଭିତରେ ତା ମାଆ ଠାରୁ ଅଧିକ ତା ପିତାର ଗୁଣ ରହିଥାଏ ,କିନ୍ତୁ ଏହି ମାମଲା ଟିକେ ଓଲଟା ଅଟେ । ସାଇନ୍ସ ଆନୁସାରେ ଶରୀରରେ ଏକ ଏମିତି ଜିନ୍ସ ଅଛି ଯାହା ସକ୍ରିୟ ସେତବେଳେ ହୋଇଥାଏ ଯତେବେଳେ ତାହା ମାଆ ଠାରୁ ଛୁଆ ଭିତରକୁ ଆସିଥାଏ । ଆପଣଙ୍କର ବୁଦ୍ଧିମତା ଏହି ଜିନ୍ସ ଉପରେ ନିର୍ଭର କରିଥାଏ ।

ଯଦି ଆପଣ ଜରୁରତ ଠାରୁ ଅଧିକ ବୁଦ୍ଧିମାନ ଅଟନ୍ତି ତେବେ ଏହାର ଶ୍ରେୟ କେବଳ ତା ମାଆକୁ ହିଁ ଦିଆଯିବା ଦରକାର । ଏହି ଗୁଣ ଆପଣଙ୍କୁ ଆପଣଙ୍କ ମାଆଙ୍କ ଠାରୁ ହିଁ ହାସିଲ ହୋଇଥାଏ । ବିଜ୍ଞାନ ଦ୍ଵାରା ପରୀକ୍ଷା କରାଯାଇଛି କି ଏହି ଜିନ୍ସ ଯଦି ମାଆ ଠାରୁ ତା ପିଲା ପାଖକୁ ଯାଇଥାଏ ତାହେଲେ ସେ ପିଲା ବହୁତ ବୁଦ୍ଧିମାନ ହୋଇଥାଏ କିନ୍ତୁ ଯଦି ଏହି ଜିନ୍ସ ତା ପିତା ଫରୁ ତା ପାଖକୁ ଯାଏ ତାହେଲେ ସେ ପିଲାର ମୁଣ୍ଡର ଆକାର ଛୋଟ ହୋଇଥାଏ ।

ଏହି ଜିନ୍ ଦ୍ଵାରା ଖାଇବା ପିଇବା ର ଆଦତ ଉପରେ ଏବଂ ଆପଣଙ୍କର ଭାବିବା ଶକ୍ତି ଉପରେ ନିୟନ୍ତ୍ରଣ ରଖିଥାଏ । ମୁଣ୍ଡର ଏହି ଜିନସ ଦ୍ଵାରା ଆପଣଙ୍କର ଯୋଜନା ଏବଂ ଭାଷା ନିୟତ୍ରଣରେ ରହିଥାଏ । ଏହି ମାମଳାକୁ ବୈଜ୍ଞାନିକ ରୂପରେ ବୁଝିବା ବହୁତ ମୁସ୍କିଲ ଅଟେ । ତେଣୁ ଆମେ ପ୍ରଥମରୁ ଆପଣଙ୍କୁ କହିଛୁକି ଆପଣଙ୍କର ବୁଦ୍ଧିମତା ଆପଣଙ୍କର ବଂଶାନୁଗତ ଉପରେ ନିର୍ଭର କରିଥାଏ ।

ଯଦି ଆପଣ ଏହି ବିଷୟରେ କିଛି ଅଧିକ ଜାଣିବା ପାଇଁ ଚାହୁଁଛନ୍ତି ତାହେଲେ ଏହାର ସୂଚନା ଆପଣଙ୍କୁ ସହଜରେ ଇନ୍ଟାରନେଟ ଏବଂ ସୋସିଆଲ ମିଡିଆରେ ମିଳିଯିବ । ଆମେ ଏତିକି କହିବୁ କି ପିଲାର ବୁଦ୍ଧିମତା ପାଇଁ ତାର ପିତା ନୁହେଁ ବରଂ ତା ମାଆ ଜିମେଦାର ହୋଇଥାଏ ।

Leave a Reply

Your email address will not be published. Required fields are marked *