ଆପଣଙ୍କ ଜନ୍ମ ସମୟ ଆପଣଙ୍କ ବିଷୟରେ କହିଥାଏ ସବୁ କିଛି, ଜାଣନ୍ତୁ

ଏହା ଆମେ ସମସ୍ତେ ଜାଣିଥାଊ ଯେ ଭାରତୀୟ ଜ୍ଯୋତିଷ ଶାସ୍ତ୍ରରେ ଜନ୍ମ ସମୟକୁ ବହୁତ ମହତ୍ଵପୂର୍ଣ କୁହା ଯାଇଛି, ଜନ୍ମ ସମୟ ହିସାବ ବହୁତ ମହତ୍ବପୂର୍ଣ ଅଟେ, ଏହା ହିସାବ ଦ୍ଵାରା କୁଣ୍ଡଳୀ ବା ଜାତକ ତିଆରି କରା ଯାଇଥାଏ, ତେବେ ଜାତକ ଆମ ଜୀବନରେ ବହୁତ ମହତ୍ବପୂର୍ଣ ହୋଇଥାଏ କାହିଁକିନା ଏହା ଆମ ଭବିଷ୍ୟରେ ଆସୁଥିବା ଘଟଣା ବିଷୟରେ କହିଥାଏ, ତେବେ ଆସନ୍ତୁ ଜାଣିବା ଜାତକ ଦ୍ଵାରା ଆମ ଜୀବନ ଉପରେ କଣ ପ୍ରଭାବ ପଡିଥାଏ ଓ ଆପଣଙ୍କ ଜନ୍ମ ସମୟ ଆପଣଙ୍କ ଉପରେ ଓ ଆପଣଙ୍କ ଭବିଷତ ଉପରେ କେମିତି ପ୍ରଭାବ ପକାଇଥାଏ ।

Image Courtesy: Google

ଜନ୍ମ ସମୟ ସକାଳ ୪ରୁ ୬ ମଧ୍ୟରେ :

ଯେଉଁ ଲୋକଙ୍କ ଜନ୍ମ ସମୟ ୪ରୁ ୬ ମଧ୍ୟରେ ହୋଇଥାଏ ସେହି ଲୋକ ବହୁତ ଭାଗ୍ୟଶାଳି ହୋଇଥାନ୍ତି, ଆପଣଙ୍କ ସୂର୍ଯ୍ୟ ପ୍ରଥମ ଘରେ ରହିଥାନ୍ତି, ଏହା ଦ୍ଵାରା ଆପଣଙ୍କୁ ଭଲ ସ୍ୱାସ୍ଥ୍ୟ ଏବଂ ଆତ୍ମବିଶ୍ଵାସ ପ୍ରାପ୍ତ ହୋଇଥାଏ, ଆପଣ କୌଣସି କଥା ପାଇଁ ଦୃଢ ସଂକଲ୍ପ କରି ପାରନ୍ତି ଓ ଆପଣଙ୍କ ଭବିଷ୍ୟ ଭଲ ରହିବ ।

ଜନ୍ମ ସମୟ ସକାଳ ୬ରୁ ୮ ମଧ୍ୟରେ :

ଯେଉଁ ଲୋକଙ୍କ ଜନ୍ମ ୬ରୁ ୮ରେ ହୋଇଥାଏ ସେହି ଲୋକଙ୍କ ସୂର୍ଯ୍ୟ ୧୨ ନଂ ଘରେ ରହିଥାନ୍ତି, ଏହି ଭଳି ଲୋକଙ୍କ ଜୀବନ ରହସ୍ୟପୂର୍ଣ ହୋଇଥାଏ, ଆପଣଙ୍କ ଜୀବନରେ ଏମିତି ମିଛି ପରିବର୍ତନ ହବ ଯାହା ବ୍ୟାଖ୍ୟା କରି ହବ ନାହିଁ । ଆପଣ ନିଜ ପ୍ରତିଦିନ କାମ ସଜାଡି ରଖନ୍ତୁ ଓ ମୁଣ୍ଡ ଥଣ୍ଡା ରଖନ୍ତୁ ।

Image Courtesy: Google

ଜନ୍ମ ସମୟ ସକାଳ ୮ରୁ ୧୦ ମଧ୍ୟରେ :

ଯେଉଁ ଲୋକଙ୍କ ଜନ୍ମ ସମୟ ୮ରୁ ୧୦ ମଧ୍ୟରେ ହୋଇଥାଏ ସେହି ଲୋକ ବହୁତ ସାଙ୍ଗ ସାଥି ବନେଇ ଥାନ୍ତି, ଆପଣଙ୍କ ସୂର୍ଯ୍ୟ ୧୧ ନଂ ଘରେ ଅଛନ୍ତି । ଆପଣଙ୍କୁ ସାମାଜିକ ସମ୍ବନ୍ଧ ସ୍ଥାପନା କରିବା ପାଇଁ ଆପଣଙ୍କୁ ଟଙ୍କାବଶ୍ୟକ ହବ ।

ଜନ୍ମ ସମୟ ଦିପହର ୧୨ରୁ ୨ ମଧ୍ୟରେ :

ଯେଉଁ ଲୋକଙ୍କ ଜନ୍ମ ସମୟ ଦିପହର ୧୨ରୁ ୨ ମଧ୍ୟରେ ହୋଇଥାଏ ସେହି ଲୋକଙ୍କ ଜୀବନ ଯାତ୍ରା ପୂର୍ଣ ହୋଇଥାଏ, ତାଙ୍କ ବୁଦ୍ଧି ପ୍ରଖର ହୋଇଥାଏ ଓ ସ୍ଵଭାବ ପରୋପକାରୀ ହୋଇଥାଏ, ଏମିତି ଲୋକ ସମସ୍ତଙ୍କ ବିଷୟରେ ଭଲ ଚିନ୍ତା ରଖନ୍ତି କେବେ କାହାକୁ କିଛି ଖରାପ କୁହନ୍ତି ନାହିଁ ।

ଜନ୍ମ ସମୟ ଦିପହର ୨ରୁ ୪ ମଧ୍ୟରେ :

ଯେଉଁ ଲୋକଙ୍କ ଜନ୍ମ ସମୟ ୨ରୁ ୪ ମଧ୍ୟରେ ହୋଇଥାଏ ସେହି ଲୋକଙ୍କୁ ବ୍ଯାଙ୍କ ବା ଆର୍ଥିକ ଜିନିଷ ପାଇଁ ଅସୁବିଧା ହୋଇପାରେ ଏହି ଭଳି ଲୋକଙ୍କୁ କୌଣସି ଜାଗା ନିବେଶ କରିବା ଆଗରୁ ଭାବି ଚିନ୍ତି କାମ କରିବା ଉଚିତ । ତେବେ ପ୍ରୟାସ ଏବଂ ସାବଧାନ ରହିଲେ ଆପଣ ଏହି ଭଳି ସମସ୍ଯା ଠାରୁ ମୁକ୍ତି ପାଇ ପାରିବେ ।

ଜନ୍ମ ସମୟ ସନ୍ଧ୍ଯା ୪ରୁ ୬ ମଧ୍ୟରେ :

ଯେଉଁ ଲୋକଙ୍କ ଜନ୍ମ ସମୟ ୮ରୁ ୧୦ ମଧ୍ୟରେ ହୋଇଥାଏ ସେହି ଲୋକଙ୍କୁ ଜ୍ଯୋତିଷ ଶାସ୍ତ୍ର ଅନୁଯାଇ ଭାବି ଚିନ୍ତି ବିବାହ କରିବା କଥା କାହିଁକିନା ଆପଣଙ୍କ ଦାମ୍ପତ୍ୟ ଜୀବନ କିଛି କଷ୍ଟପୂର୍ଣ ହୋଇପାରେ ତେବେ ସମ୍ଭାଳିଲେ ଆପଣ ଏହାକୁ ସମ୍ଭାଳି ପାରିବେ ।

ଜନ୍ମ ସମୟ ରାତି ୬ରୁ ୮ ମଧ୍ୟରେ :

ଯେଉଁ ଲୋକଙ୍କ ଜନ୍ମ ସମୟ ୬ରୁ ୮ ମଧ୍ୟରେ ହୋଇଥାଏ ସେହି ଲୋକଙ୍କ ଜୀବନରେ ବହୁତ ଭଲ ସାଥି ପ୍ରାପ୍ତ ହୋଇଥାନ୍ତି ଏହା ସହ ଏହି ଭଳି ଲୋକ ସମାଜ ସେବକ ହୋଇଥାନ୍ତି, ଏହି ଲୋକ ଅତ୍ୟଧିକ ପରିଶ୍ରମ କରନ୍ତି ।

Image Courtesy: Google

ଜନ୍ମ ସମୟ ରାତି ୮ରୁ ୧୦ ମଧ୍ୟରେ :

ଯେଉଁ ଲୋକଙ୍କ ଜନ୍ମ ସମୟ ୮ରୁ ୧୦ ମଧ୍ୟରେ ଜନ୍ମ ହୋଇଥିବା ଲୋକ ବହୁତ ଆଶାପୂର୍ଣ ହୋଇଥାନ୍ତି ଏହି ଭଳି ଲୋକ କେବେ ଆଶା କରିବା ଛାଡନ୍ତି ନାହିଁ ।

ଜନ୍ମ ସମୟ ରାତି ୧୨ରୁ ୨ ମଧ୍ୟରେ :

ଯେଉଁ ଲୋକଙ୍କ ଜନ୍ମ ସମୟ ୧୨ରୁ ୨ ମଧ୍ୟରେ ଜନ୍ମ ହୋଇଥିବା ଲୋକ ଭୌତିକ କ୍ଷମତା ଯାତ୍ରା ଓ ଉଚ୍ଚ ସ୍ତର ପ୍ରାପ୍ତ କରିଥାନ୍ତି । ଏହି ଭଳି ଲୋକ ନିଜ ଜୀବନରେ ବୁଲା ବୁଲି କରିବା ବହୁତ ପସନ୍ଦ କରନ୍ତି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *