ପପୁ- ମମି କାଲି ବାପା କାମବାଲି ସହ ସୋଫା ଉପରେ…ମମି- ଏବେ ନୁହ ପୁଅ ବାପା ଆସିଲେ କହିବୁ

ଆଜିକା ସମୟରେ ଲୋକଙ୍କୁ ହସିବା ବହୁତ ବଡ କଥା, ତେବେ ଡକ୍ଟର ମଧ୍ୟ କୁହନ୍ତି ଖୁସି ରହିଲେ ଶରୀର ୫୦% ସମସ୍ଯା ସମାଧାନ ହୋଇଥାଏ, ଖୁସି ରୁହନ୍ତୁ ଓ ଅନ୍ୟ ଲୋକଙ୍କୁ ମଧ୍ୟ ଖୁସି ବାଣ୍ଟିବା ପାଇଁ ଚେଷ୍ଟା କରନ୍ତୁ । ତେବେ ଆସନ୍ତୁ ଏମିତି କିଛି ଚୁତକୁଲା ଶୁଣିବା ଯାହା ପରେ ଆପଣଙ୍କ ଦୁଃଖୀ ମନ ମଧ୍ୟ ଭଲ ହୋଇଯିବ ଏବଂ ଆପଣଙ୍କୁ ଖୁସି ପ୍ରାପ୍ତ ହବ ।

୧. ପୁଷ୍ପା ନିଜ ଅନ୍ତିମ ସମୟରେ ବେଡରେ ଥିଲା

ଆନନ୍ଦ ବାବୁ – ଆରେ ଓ ପୁଷ୍ପା !!

ଆନନ୍ଦ ବାବୁ – ଯିବା ଆଗରୁ ଗୋଟେ ସତ କଥା କହିଜା ଲୋ ଆମ ୫ଟି ପୁଅଙ୍କ ମଝିରୁ ୪ଟି ପୁଅ ଲମ୍ବା ଓ ସୁନ୍ଦର ଅଟନ୍ତି ଏହି ସବା ସାନ ପୁଅ ଛୋଟ ଓ କଳା ଅଟେ ସତ କହ ଯେ କାହା ପୁଅ ।

ପୁଷ୍ପା – ଅନ୍ତିମ ସମୟରେ ମିଛ କହିବି ନାହିଁ ଏହି ଗୋଟେ ପୁଅ ତମର ଅଟେ!!

ଏହା ଶୁଣି ପୁଷ୍ପା ଜାଗାରେ ଆନନ୍ଦ ବାବୁ ଆର ପାରିକୁ ଚାଲି ଗଲେ ।

୨. ପୋଲିସ କାଲୁରାମକୁ – ତମ ଗର୍ଲଫ୍ରେଣ୍ଡ ହଜି ଗଲା ତମେ ଏପର୍ଯ୍ୟନ୍ତ ପୋଲିସକୁ କାହିଁକି କହିଲନି ।

କାଲୁରାମ – କାହିଁକିନା ଯେତେବେଳେ ମୋ ବାଇକ ହଜିଥିଲା ପୋଲିସ ମୋ ବାଇକ ୧୦ – ୧୫ ଦିନ ଚଲେଇକି ପଠେଇଥିଲେ ।

୩. ରାହୁଲ ଗାନ୍ଧୀ – ଈଦ ମହାଭାରତ ଠାରୁ ବି ପୁରୁଣା ପର୍ବ ଅଟେ ।

ପତ୍ରକାର – ଅର୍ଥ

ରାହୁଲ ଗାନ୍ଧୀ – ମହାଭାରତରେ ମଧ୍ୟ ଭୀଷ୍ମ ପିତାମହ କହିଥିଲେ ଆଓ ଉଷ୍ମାନ ଭାଇ

ପତ୍ରକାର (ନିଜ ମୁଣ୍ଡ ବାଡେଇ) – ହେ ଜନେୟୁଧାରୀ ସେ ଆଓ ଉଷ୍ମାନ ଭାଇ କହୁନଥିଲେ ଆୟୁଷମାନ ଭବ କହୁଥିଲେ ।

Image Courtesy: Google

୪. ଗୋଟେ ଝିଅକୁ ମୁଁ କହିଲି ସ୍ୟାଣ୍ଡଲ ବହୁତ ସୁନ୍ଦର ଲାଗୁଚି ।

ଝିଅ – ଓଲ୍ହେଇବି କି

ମୁଁ – ତମ ସଲବାର ବହୁତ ଭଲ ଲାଗୁଚି

କିନ୍ତୁ କିଛି ଉତ୍ତର ପାଇଲି ନାହିଁ ।

୫. ସେ କହୁଥିଲା ତମ ଭଲପାଇବା ରେ ସବୁ କଷ୍ଟ ସାହି ଜୀବି

ମୁଁବି ଲୁହା ଗରମ କରି ହାତରେ ଲଗେଇ ଦେଲି

ଦି ଦିନ ଭିତରେ କଥା ବାର୍ତା ବନ୍ଦ ହୋଇଗଲା ।

Image Courtesy: Google

୬. ପପୁ ପ୍ରଥମ ଥର ସ୍ତ୍ରୀକୁ ନବା ପାଇଁ ସାସୁ ଘରକୁ ଗଲା, ତା ପାଇଁ ବହୁତ ପ୍ରକାର ରୋଷେଇ ହେଇଥିଲା

ସାସୁ ମା ପଚାରିଲେ : ଆପଣଙ୍କୁ କେଉଁ ଡିଶ ପସନ୍ଦ ?

ପପୁ – ଲାଜେଇ ଯାଇ ଟାଟା ସ୍କାୟ

୭. ତିନି ଅଳସୁଆ ଏକା ସହ ଖାଉଥିଲେ ।

ଖାଇବାରେ ଲୁଣ କମ ଥିଲା ତେବେ ପ୍ରଶ୍ନ ଉଠିଲା ଲୁଣ କିଏ ଆଣିବ ।

ଗୋଟେ ଅଳସୁଆ କହିଲା : ଯିଏ ଆଗ କହିବ ସେ ଆଣିବ ।

ସବୁ ବସି ରହିଲେ ନା କେହି କହିଲେ ନା ଖାଇଲେ । ୩ ଦିନ ପଳେଇଲା ଓ ୩ ଜଣ ଦୁର୍ବଳ ହୋଇ ବେହୋଶ ହୋଇଗଲେ । ଲୋକ ଭାବିଲେ ୩ ଜଣ ମରିଗଲେ ଓ ଅନ୍ତିମ ସଂସ୍କାର ଆରମ୍ଭ କଲେ ପ୍ରଥମକୁ ପୋଡିବାକୁ ଯାଉଥିଲେ ଯେ ସେ ଉଠି ଯାଇ କହିଲା ମୁଁ ବଞ୍ଚିଚି ଏହା ପରେ ଦୁଇ ଅଳସୁଆ ଉଠି କହିଲେ ଜା ଲୁଣ ଆଣିବୁ ।

Image Courtesy: Google

୮. ପପୁ – ମମି କାଲୀ ବାପା କାମବାଲି ସହ ସୋଫା ଉପରେ

ମମି – ଏବେ ନୁହ ପୁଅ ଯେତେବେଳେ ବାପା ରାତିରେ ଆସିବେ ସେତେବେଳେ କହିବ

ବାପା ଆସିଲା ପରେ

ମମି : ହଁ ପୁଅ କଣ କହୁଥିଲୁ ?

ପପୁ – ବାପା କାମବାଲିକୁ ସୋଫା ଉପରେ ସୁଆଇ ଯାହା ଶର୍ମା ଅଙ୍କଲ ଆପଣଙ୍କ ସହ କରନ୍ତି ତାହା କରୁଥିଲେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *