ସରକାରଙ୍କ ବଡ ନିଷ୍ପତ୍ତି- April 1 ରୁ ନିଶ୍ଚୟ କରନ୍ତୁ ଏହି କାମ, ନଚେତ ପରେ ପସ୍ତେଇବେ

ହାତରେ ଆଉ ମାତ୍ର କେଇଟା ଦିନ ଏପ୍ରିଲରୁ  ଆରମ୍ଭ ହେବାକୁ ଯାଉଛି ଆର୍ଥିକ ବର୍ଷ । ଯଦି କିଛି ପୁରୁଣା କାମ ବାକି ଅଛି ତେବେ ସାରି ଦିଅନ୍ତୁ । ସେ ଇନକାମ ଟାକ୍ସ ହେଉକି ଆଧାର କି ପ୍ୟାନ କାମ ହେଉ । ଏମିତିକି ଘର କିଣିବା ପାଇଁ ଚାହୁଁ ଥିଲେ ଶସ୍ତା ହୋମ ଲୋନର ଲାଭ ଉଠାଇ ପାରିବେ । ଅମିତି ଆହୁରି ଅଧିକ ଫାଇଡା ପାଇଁ ଚାହୁଁଥିଲେ ଏପ୍ରିଲ ପହିଲା ପୂର୍ବରୁ ସାରି ଦିଅନ୍ତୁ ଏହି ସବୁ କାମ ।ଯଦି ଆପଣ ଟାକ୍ସରୁ ଆଶ୍ଵସ୍ତି ପାଇବା ପାଇଁ ନିବେଶ କରିବାକୁ ଚାହୁଁ ଛନ୍ତି ତେବେ ୩୧ ମାର୍ଚ ଭିତରେ କରିଦିଅନ୍ତୁ ।ଅଙ୍କୋମେ ଟ୍ଯାକ୍ସର ବହୁତ ଆକ୍ଟ  ସେକ୍ସନ ଯଥା ୮ ସି ଓ  ୮ ଡି କରାଯାଇଥିବା ନିବେଶରେ ଟ୍ଯାକ୍ସର ଫାଇଦା ମିଳିଥାଏ ।

ଇନକାମ ଟାକ୍ସ ଆକ୍ଟ ସେକ୍ସନ ୮ ସି ଅନୁସାରେ ୧.୫ ଲକ୍ଷ ଟଙ୍କା ନିବେସରେ ଟାକ୍ସ ରିହାତି ନେଇ ହେବ । ପ୍ୟାନ ସହିତ ଆଧାରରେ ଲିଙ୍କ କରାଇବାର ସେସ ତାରିଖ ହେଉଛି ୩୦ ମାର୍ଚ । ଯଦି ଆପଣ ୩୧ ମାର୍ଚ ଭିତରେ ପ୍ୟାନକୁ ଆଧାର ସହିତ ଯୋଡି ନାହାନ୍ତି ତେବେ ତାହା ଅବୈଧ ହୋଇଯିବ । ଏଥିରୁ ରକ୍ଷା ପାଇବା ପାଇଁ ଏହି ସବୁ କାମ ୩୧ ମାର୍ଚ ଭିତରେ ସାରି ଦିଅନ୍ତୁ ।

ଶସ୍ତା ହୋନ ଲୋନ :- ଏସବିଆଇ, ଏଚ ଡି ଏଫ ସି, କୋଟାକ ମହିନ୍ଦ୍ରା,  ଆଇ ସି ଆଇସି ବ୍ୟାଙ୍କର ହୋମ ଲୋନର ସୁଧ ହାର ବହୁତ କମ ରହିଛି ।  ଯଦି ଆପଣ କମ ଲୋନରେ ସୁଧହାର ନେବାକୁ ଚହୁଁଛନ୍ତି ତେବେ ଆପନ୍ନକୁ ୩୧ ମାର୍ଚ ଭିତରେ ଆବେଦନ କରିବାକୁ ହେବ ।  ଏହି ସ୍କିମ ଅନୁସାରେ ଏସବିଆଇ, ଏଚ ଡି ଏଫ ସି, ଆଇସି ଆଇ ସି ବ୍ଯାଙ୍କ ୬.୭୦ ସୁଧ ହାରାରେ ଲୋନ ଦେଉଛନ୍ତି । କେବଳ କୋଟାକ ମହିନ୍ଦ୍ରା ବ୍ଯାଙ୍କ ୬। ୬୫ ପ୍ରତିଶତ  ସୁଧ ହାରରେ ହୋମ ଲୋନ ଦେଉଛି ।

ପିଏମ କିଶାନ ରେଜିଷ୍ଟ୍ରେସେନ :- ଏ ହି ଯୋଜନା ଅନୁସାରେ ଏପର୍ଯ୍ୟନ୍ତ ସାତ କିସ୍ତି ଚାଷୀଙ୍କ ଖାତାକୁ ପଠା ଯାଇଛି । ଯେଉଁ ମାନେ ପିଏମ କିଶାନ ଯୋଜନା ରେଜିଷ୍ଟ୍ରେସେସନ କରି ନାହାନ୍ତି ସେମାନେ ୩୧ ମାର୍ଚ ଆଗରୁ ଆବେଦନ କରିପାରିବେ ।

କିଶାନ କ୍ରେଡିଟ କାର୍ଡ :- ଆପଣ ଚାଷୀ ହୋଇଥିଲେ ଏପର୍ଯ୍ୟନ୍ତ ଆପଣଙ୍କ ପାଖରେ କିଶାନ କ୍ରେଡିଟ କାର୍ଡ ନହିଁ ତେବେ ନିରାଶ ହୁଅନ୍ତୁ ନହିଁ । ଯେଉଁ ଚାଷୀ ମାନେ ଏବେ ସେହି କାର୍ଡ ପାଇନାହାନ୍ତି  ସେମାନେ ତାଙ୍କ ଟିକଟସ୍ଥ ବ୍ଯାଙ୍କ ସଖାକୁ ସମ୍ପର୍କ କରିପାରିବେ ।  ସରକାର ଏହି ପ୍ରକ୍ରିୟାକୁ ଅତି ସହଜ କରିଦେଇଛନ୍ତି ।ଚାଷୀଙ୍କୁ ଏବେ ଗୋଟିଏ  ଫର୍ମ ଭରିବାକୁ ପଡିବ ଏବଂ ପନ୍ଦର ଦିନ ଭିତରେ କ୍ରେଡିଟ କାର୍ଡ ମିଳିଯିବ ।

Leave a Reply

Your email address will not be published. Required fields are marked *