କଦଳୀ ଚୋପାର ଆଶ୍ଚର୍ଯ୍ୟ କରିଦେଲାଭଳି ଫାଇଦା- କେବଳ ୭ଦିନ ବାନ୍ଧନ୍ତୁ ପାଦରେ ତା’ପରେ ଦେଖନ୍ତୁ ଆପଣଙ୍କ ଶରୀରରେ କ’ଣ ଘଟୁଛି

କଦଳୀ ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭକାରୀ ଖାଦ୍ଯ ହୋଇଥାଏ ବହୁତ ଲୋକଙ୍କୁ କଦଳୀ ବହୁତ ପସନ୍ଦ ହୋଇଥାଏ କିନ୍ତୁ କିଛି ଏମିତି ଲୋକ ମଧ୍ୟ ଅଛନ୍ତି ଯାହାକୁ କଦଳୀ ଏତେ ପସନ୍ଦ ନୁହ, ତେବେ ଆଜି ଆମେ ଆପଣଙ୍କୁ କଦଳୀ ବିଷୟରେ ଏମିତି କିଛି ବିଶେଷ କଥା କହିବାକୁ ଯାଉଛୁ ଯାହା ଆପଣଙ୍କ ସାମାନ୍ଯ ଜୀବନ ବହୁତ ଭଲ କରି ଦବ, ତେବେ ବୈଜ୍ଞାନିକମାନଙ୍କ କହିବା ଅନୁଯାଇ କଦଳୀ ଠାରୁ ମହତ୍ଵପୂର୍ଣ କାର୍ଯ୍ୟ କଦଳୀ ଚୋପା କରିଥାଏ ଏବଂ କଞ୍ଚା କଦଳୀ ପାକଳ କଦଳୀ ଠାରୁ ଅଧିକ ଲାଭକାରୀ ହୋଇଥାଏ, ଆଜି ଆମେ ଏହା ବିଷୟରେ ଆପଣଙ୍କୁ କହିବାକୁ ଯାଉଛୁ ।

Image Courtesy: Google

୧.କଦଳୀ ଚୋପା :

କଦଳୀ ଚୋପାରେ ବିଟାମିନ ବି ୧୨ ଏବଂ ବିଟାମିନ ବି ୬ ହୋଇଥାଏ, ଏହି ବିଟାମିନ ଦ୍ଵାରା ଆମ ଶରୀରକୁ କୌଣସି ପ୍ରକାର ଥକା ଲାଗି ନଥାଏ ଏବଂ ବୁଢା ହେଲା ପରେ ମଧ୍ୟ ଆମ ହାଡ ସ୍ଵସ୍ଥ ରହିଥାଏ, କଦଳୀରେ ମେଗନେସିଅମ ଏବଂ ପୋଟେସିଅମ ନାମକ ପୋଶତିକ ପଦାର୍ଥ ଥାଏ ଯାହା ସେବନ ଦ୍ଵାରା ଆମ ଶରୀର ସ୍ଵସ୍ଥ ରହିଥାଏ, ସପ୍ତାହରେ ଗୋଟେ ଥର କଦଳୀ ଚୋପା ସେବନ ଫୁଟେଇକି ବା ଘିଅରେ ଫ୍ରାୟ କରି କରିବା ବହୁତ ଆବଶ୍ୟକ ଅଟେ ।

Image Courtesy: Google

୨. ସ୍କିନ କୋର୍ନ :

ଆମ ପୁରା ଶରୀର ଭାର ଆମ ପାଦ ଉପରେ ହୋଇଥାଏ ତେବେ ସବୁବେଳେ ଜୋତା ବା ଷେଣ୍ଡଲ ପିନ୍ଧିବା ଦ୍ଵାରା ଆମ ପାଦ କଠୋର ଏବଂ ପାଦରେ ଘା ହୋଇଥାଏ, ଏହି ସମସ୍ଯା ପାଇଁ ମଧ୍ୟ କଦଳୀ ଚୋପା ବହୁତ ଲାଭକାରୀ ହୋଇଥାଏ ରାତିରେ ଶୋଇବା ଆଗରୁ କଦଳୀ ଚୋପା ସେଣ୍ଡେଲ ଭଳି ପାଦ ତଳ ଭାଗରେ କୌଣସି ଟେପ ଦ୍ଵାରା ଚିପକେଇ ନିଅନ୍ତୁ ଏହା ପରେ ସକ୍ସ ପିନ୍ଧି ନିଅନ୍ତୁ ସକାଳେ ଆପଣ ନିଜେ ଫରକ ଅନୁଭବ କରି ପାରିବେ, ଏହାକୁ ପ୍ରତି ଦିନ କଲେ କିଛି ଦିନ ଭିତରେ ଆପଣଙ୍କ ପାଦ କୋମଳ ହୋଇଯିବ ଏବଂ ଆପଣଙ୍କୁ ନିଜ ପାଦ ଦେଖି ଖୁସି ଲାଗିବ ।

Image Courtesy: Google

୩. ପିମ୍ପଲ୍ସ :

କଦଳୀ ଚୋପା ଆମ ଚେହେରାରେ ହୋଇଥିବା ପିମ୍ପଲ ଏବଂ ଅନ୍ୟ ଘାକୁ ମଧ୍ୟ ଭଲ କରିଥାଏ କଦଳୀ ଚୋପାରେ ଲୁଟେନ ଆଣ୍ଟିଆକ୍ସିଡେଣ୍ଟ ଏବଂ ଆଣ୍ଟି ଇନଫ୍ଲାମେଟ୍ରି ନାମକ ତତ୍ଵ ହୋଇଥାଏ ଯାହା ଆମ ଚେହେରାରୁ ସବୁ ପ୍ରକାର ଅସନା ଦୂର କରିଥାଏ ଏବଂ ଆମ ଚେହେରାକୁ ସଫା ସୁନ୍ଦର ବନେଇଥାଏ, କଦଳୀ ଚୋପା ପ୍ରତିଦିନ ସକାଳେ ହାଲ୍କା ହାତରେ ଚେହେରାରେ ରଗଡିବା ଉଚିତ ଏହା ଦ୍ଵାରା ଆମ ଚେହେରାକୁ ପୋଶତିକ ଖାଦ୍ଯ ପ୍ରାପ ହେଇଥାଏ ଏବଂ ପିମ୍ପଲ ମଧ୍ୟ ସଫା ହୋଇଥାଏ ।  ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

ବିଦ୍ର:- ଇଣ୍ଟରନେଟରେ ଥିବା ବିଷୟବସ୍ତୁ ଉପରେ ଆଧାର କରି ଏହି ସୂଚନା ଦିଆଯାଇଛି । ଏହାର ସଠିକତା, ସମୟାନୁବର୍ତ୍ତୀତା ଏବଂ ବାସ୍ତବତା ପାଇଁ ଆମେ ଦାୟିତ୍ଵ ଗ୍ରହଣ କରୁନାହୁଁ । ଏହା ଆପଣଙ୍କୁ ଆମର ଅନୁରୋଧ ଯେ କୌଣସି ପ୍ରତିକାର ଚେଷ୍ଟା କରିବା ପୂର୍ବରୁ ପ୍ରଥମେ ଡାକ୍ତରୀ ପରାମର୍ଶ ନେବା ଆବଶ୍ୟକ ।

Leave a Reply

Your email address will not be published. Required fields are marked *