ଆଠ ମାସ ଭିତରେ ପ୍ରଥମ ଥର କମ ହୋଇଛି ଘରୋଇ ଗ୍ୟାସ ସିଲିଣ୍ଡର ର ଦାମ ,ଏବେ ଏତିକି ଟଙ୍କାରେ ମିଳିବ

ଆଠ ମାସରେ ପ୍ରଥମ ଥର ଘରୋଇ ଗ୍ୟାସ ସିଲିଣ୍ଡର ର ଦାମ କମିଛି । ଏଥିରେ ଉପଭୋକ୍ତା ମାନଙ୍କଉ ଟିକେ ସାହାଯ୍ୟ ମିଳିବ । ଅବଏ ସିଲିଣ୍ଡର ୮୧୬.୫୦ ଟଙ୍କାରେ ମିଳିବ ,ଖାତାରେ ସବସିଡ ଅଲଗା ପହଞ୍ଚିବ । ଏହା ପୂର୍ବରୁ ଗତ ବର୍ଷ ଅଗଷ୍ଟରେ ଦାମ କମ ହୋଇଥିଲା । ଗତ ବର୍ଷ ଜୁଲାଇ ରେ ୬୪୯ ଟଙ୍କା ଘରୋଇ ସିଲିଣ୍ଡର ର ଦାମ ଥିଲା । ଏଥିରେ ୧୫୭.୪୧ ଟଙ୍କା ସବସିଡ ଗ୍ରାହକଙ୍କ ଖାତାରେ ପହଞ୍ଚୁଥିଲା । ଅଗଷ୍ଟରେ ୬୨.୫୦ ଟଙ୍କା କମ କରି ସିଲିଣ୍ଡର ର ଦାମ ୫୮୬.୫୦ ଟଙ୍କା କରିଦେଲେ । ପୂର୍ବ ବର୍ଷ ଅଗଷ୍ଟରେ କରିଥିଲେ ୬୨.୫୦ ଟଙ୍କା କମ

ଏହାପରେ ପ୍ରତି ମାସରେ ସିଲିଣ୍ଡର ର ଦାମ ବଢାଇ ଦିଆଗଲା । ଗତ ବର୍ଷ ସେପ୍ଟେମ୍ବର ରୁ ଏହି ବର୍ଷ ଫେବୃୟାରୀ ପର୍ଯ୍ୟନ୍ତ ସିଲିଣ୍ଡର ର ଦାମରେ ୨୬୭ ଟଙ୍କା ବଢିଛି । ଏହି ବର୍ଷ ମାର୍ଚରେ ୫୨.୫୦ ଟଙ୍କା କମ କରାଯାଇଛି । ଯଦି ଏଲପିଯି ଗ୍ୟାସ ଡିଷ୍ଟ୍ରିବ୍ୟୁଟର ଏସୋସିଏସନ ର ଜିଲ୍ଲାଅଧକ୍ୟ ସନ୍ତୋଷ ସୀକରବାର କହିଛନ୍ତି କି ଲଗାତାର ବଢୁଥିବା ଟଙ୍କା ଭିତରେ ଏହି ମାସରେ ସରକାର ୫୨ଟଙ୍କା ରୁ ଅଧିକ ଟଙ୍କା କମ କରି ଦେଇଛନ୍ତି ।

ଗତ ବର୍ଷରେ ସିଲିଣ୍ଡର ର ଦାମ

ମାସ                ଦାମ             ସବସିଡ

ଫେବୃୟାରୀ         ୮୬୯          ୩୦୩.୮୬

ଜାନୁୟାରୀ         ୭୨୪.୫୦      ୧୭୦.୨୪

ଡିସେମ୍ବର          ୭୦୫.୫୦      ୧୫୬.୧୪

ନଭେମ୍ବର          ୬୯୨            ୧୪୭.୭୬

ଅକ୍ଟୋବର         ୬୧୫.୫୦       ୭୮.୪୩

ସେପ୍ଟେମ୍ବର        ୬୦୨            ୭୩.୩୮

ଅଗଷ୍ଟ              ୫୮୬.୫୦      ୬୫.୪୮

ଜୁଲାଇ            ୬୪୯            ୧୫୭.୪୧

Leave a Reply

Your email address will not be published. Required fields are marked *