ଦେଖନ୍ତୁ Video, କର୍ବାଚୌଥ ରେ ସବ୍ୟ ଓ ଅର୍ଚ୍ଚିତାଙ୍କ ରୋମାଣ୍ଟିକ ଭିଡିଓ….

ଓଡିଆ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା କଳାକାର ମାନେ ନିଜର ଜବରଦସ୍ତ ପର୍ଫୋମାଂସ ପାଇଁ ଲୋକପ୍ରିୟତା ହାସଲ କରିଛନ୍ତି । କିଛି କଳାକାର ମାନେ ପରସ୍ପରକୁ ପ୍ରେମ କରି ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ଏମିତିକି ନିଜର ମ୍ୟାରେଡ ଲାଇଫରେ ବେଶ ହସ ଖୁସିରେ ସମୟ ଅତିବାହିତ କରୁଛନ୍ତି । କିଛି କଳାକାର ମାନେ ସୋସିଆଲ ମିଡିଆରେ ନିଜର ବୈବାହିକ ଜୀବନକୁ ନେଇ ବେଶ ଚର୍ଚ୍ଚା ରେ ରହିଥାନ୍ତି । ଆଜି ଆମେ ଆପଣ ମାନଙ୍କୁ ଅଭିନେତ୍ରୀ ଅର୍ଚ୍ଚିତା କିପରି ଭାବେ କରୱା ଚୌଥ ବ୍ରତ ସ୍ଵାମୀ ସବ୍ୟଙ୍କ ସହ ପାଳନ କରିଛନ୍ତି ସେହି ବିଷୟରେ କହିବାକୁ ଯାଉଛୁ ।

ଆପଣ ମାନେ ଓଡିଆ ଜଗତର ସୁପର ଷ୍ଟାର ସବ୍ୟସାଚୀ ମିଶ୍ର ଓ ଅଭିନେତ୍ରୀ ଅର୍ଚ୍ଚିତା ସାହୁଙ୍କୁ ବେଶ ଭଲ ଭାବେ ଜାଣିଥିବେ । ଦୁହେଁ ଓଡିଆ ଫିଲମରେ ଜବରଦସ୍ତ ଅଭିନୟ କରି ଦର୍ଶକ ମାନଙ୍କ ହୃଦୟ ଜିଣିଛନ୍ତି । ତେବେ ଦୁହେଁ ଶୁ-ଟି-ଙ୍ଗ ସେ-ଟରୁ ପରସ୍ପରକୁ ଭଲ ପାଇଁ ଗତ କିଛି ଦିନ ତଳେ ବିବାହ ବ-ନ୍ଧ-ନରେ ବା-ନ୍ଧି ହୋଇଛନ୍ତି ।

ବିବାହ ପରେ ଏହି ଦୁଇ ଯୋଡି ବେଶ ହସ ଖୁସିରେ ଥିବାର ନଜର ଆସୁଛନ୍ତି । ଦୁହେଁ ନିଜର କିଛି ପର୍ଶନାଲ ଭିଡିଓ ଓ ଫୋଟୋ ସୋସିଆଲ ମିଡିଆରେ ସେୟାର କରୁଛନ୍ତି ଯାହା ଦର୍ଶକ ମାନେ ବହୁତ ପସନ୍ଦ କରୁଛନ୍ତି । ତେବେ ଅର୍ଚ୍ଚିତା ବିବାହ ପରେ ପ୍ରଥମ ଥର ପାଇଁ ସ୍ଵାମୀ ସବ୍ୟଙ୍କ ପାଇଁ କରୱା ଚୌଥ ବ୍ରତ ରଖିଛନ୍ତି ।

ପୁରା ନୀତି ନିୟମ ଓ ନିଷ୍ଠା ସହକାରେ ଅର୍ଚ୍ଚିତା ସବ୍ୟଙ୍କ ପାଇଁ ବ୍ରତ ରଖି ପୂଜା ପାଠ କରିଛନ୍ତି । ଏହି ପୂଜାରେ ସବ୍ୟ ମଧ୍ୟ ଅର୍ଚ୍ଚିତାଙ୍କ ସାଥ ଦେଇ ଥିବର ନଜର ଆସିଛନ୍ତି । ଦୁହେଁ ବହୁତ ଧୂମଧାମରେ ଏହି ବ୍ରତ ପାଳନ କରିଛନ୍ତି । ବିଧି ବିଧାନ ଅନୁଯାୟୀ ଅର୍ଚ୍ଚିତା ବ୍ରତ ରଖି ସବ୍ୟଙ୍କ ପୂଜା କରିବା ସହ ଭଲ ସ୍ତ୍ରୀ ହେବାର କର୍ତ୍ତବ୍ୟ ପୁରା କରିଛନ୍ତି । ଦୁହେଁ କରୱା ଚୌଥ ବ୍ରତ ପାଳନ କରିଥିବା କିଛି ଭିଡିଓ ଓ ଫୋଟୋ ସୋସିଆଲ ଆକାଉଣ୍ଟ ରେ ସେୟାର କରିଛନ୍ତି ।

ଏହି ଭିଡିଓ ରେ ଅର୍ଚ୍ଚିତା ପିନ୍ଧିଥିବା ଶାଢୀରେ ବେଶ ସୁନ୍ଦର ଲାଗୁଛନ୍ତି । ଏଥିରୁ ଲାଗୁଛି କି ଦୁହିଙ୍କ ମଧ୍ୟରେ ପରସ୍ପର ପ୍ରତି ଭଲ ପାଇବା ରହିବା ସହ ସମ୍ମାନ ମଧ୍ୟ ରହିଛି । ଦୁହେଁ ଓଡିଆ ଜଗତରେ ଜବରଦସ୍ତ ଯୋଡି ଭାବେ ପରିଚିତ ଥିବା ବେଳେ ରିୟଲ ଲାଇଫରେ ମଧ୍ୟ ବେସ୍ତ ଯୋଡି ଭାବେ ପରିଚୟ ଦେଇଛନ୍ତି । ଆଶା ଅକରୁଛୁ ଏହି ଦୁଇ ଯୋଡି ଏମିତି ହସ ଖୁସିସରେ ନିଜର ବୈବାହିକ ଜୀବନ ଅତିବାହିତ କରିବେ । ଆଗକୁ ଦୁହେଁ ଓଡିଆ ଜଗତରେ ଏମିତି ସୁନ୍ଦର ଅଭିନୟ କରି ହିଟ ଫିଲ୍ମ ଦେବେ ବୋଲି ଆଶା କରୁଛୁ ।

ବନ୍ଧୁଗଣ ଆପଣ ମାନଙ୍କୁ ସବ୍ୟ ଓ ଅର୍ଚ୍ଚିତାଙ୍କ ଯୋଡି କିପରି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ପୋଷ୍ଟ ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *