ACF ସୋମ୍ୟରଞ୍ଜନଙ୍କ କେସରେ ବଡ ଖୁଲାସା: ଦିବ୍ୟାଭାରତୀ “ସବୁଠୁ ଅଧିକ ତୁମକୁ ଘୃଣା କରେ” କାହିଁକି କହିଲେ ଏମିତି ଦେଖନ୍ତୁ Video

ବର୍ତ୍ତମାନ ସୂଚନା ଅନୁସାରେ ACF ସୋମ୍ୟରଞ୍ଜନଙ୍କ ମୃ-ତ୍ୟୁ ମାମଲାକୁ ଏକ ବଡ ଖୁଲାସା ସାମନାକୁ ଆସିଛି । ଏହି ମାମଲାରେ ଏକ ଚିଠି ସାଇଣ୍ଟିଫିକ ଟିମ ହାତରେ ଲାଗିଛି ଯାହାକୁ ତାଙ୍କ ସ୍ତ୍ରୀ ବିଦ୍ୟାଭାରତୀ ଲେଖିଛନ୍ତି ।

ଏହି ଚିଠିରେ ଲେଖା ଯାଇଛି ଯେ ” ପୃଥିବୀରେ ମୁଁ ଅଧିକ ତମକୁ ଘୃଣା କରେ, ହେ ପ୍ରଭୁ ସବୁ ଭୁଲକୁ କ୍ଷମା କର, ମୋ ଜୀବନକୁ ଆଉ ନଷ୍ଟ ହେବାକୁ ଦିଅ ନାହି, କେମିତି ଆଉ ତିନି ଦିନ କଟିବ, ୧୨ରୁ ୧୫ ତାରିଖ ପରେ ମୁଁ ଶାନ୍ତିରେ ରହିବି , ମୋ ନାଁକୁ ଏ ଲୋକ ସହ ଯୋଡିବାକୁ ମତେ ଖରାପ ଲାଗୁଛି, ଗୋଟିଏ ଭୁଲ ନିଷ୍ପତି କେମିତି ଜୀବନ ନଷ୍ଟ କରିଦିଏ, ପ୍ଳିଜ ମତେ କ୍ଷମା କରିଦିଅ ।

ଜୀବନ ସାରା ପାଇଁ କଷ୍ଟ ଦେଖି ପାରିବି ନାହି, ମୁଁ କାହାର କେବେ କ୍ଷତି କରିନି ବା କାହାର କ୍ଷତି ଚାହିଁନି” ବୋଲି ଏହି ଚିଠିରେ ଉଲ୍ଲଖେ ରହିଛି । ନିଜ ସ୍ଵାମୀ ସୌମ୍ଯଙ୍କ ସହ କ-ଳ-ହ ହେବା ପରେ ନିଜର ମନ କଥାକୁ ଏହି ଚିଠିରେ ବିଦ୍ୟାଭାରତୀ ଲେଖିଛନ୍ତି ବୋଲି ନିଜ ରାଏରେ କହିଛନ୍ତି । ବିଦ୍ୟାଭାରତୀ କହିଛନ୍ତି ଯେ ଯେଉଁ ସମୟରେ ତାଙ୍କ ସ୍ଵାମୀ ଓ ଅନ୍ୟ ଝିଅର ସ-ମ୍ପ-ର୍କ-କୁ ନେଇ କ-ଳ-ହ ହୋଇଥିଲା ସେହି ସମୟରେ ସେ ୧୨ରୁ ୧୫ ତାରିଖ ମଧ୍ୟରେ ଶାନ୍ତିରେ ରହିଭି ବୋଲି ଏଭଳି କିଛି ଶବ୍ଦର ପ୍ରୟୋଗ ଚିଠିରେ କରିଥିଲେ ଯାହା ଗୋଲାପି କାଗଜରେ ଲେଖା ଯାଇଛି ।

ଏଭଳି ସେ କଣ ପାଇଁ ଲେଖିଛନ୍ତି ତାହା ନିଜେ ମଧ୍ୟ ଜାଣି ନାହାନ୍ତି ବୋଲି ବିଦ୍ୟାଭାରତୀ ନିଜ ରାଏରେ କହିଛନ୍ତି । ଯେଉଁ ସମୟରେ ବିଦ୍ୟାଭାରତୀ ନିଜ ସ୍ବାମୀଙ୍କର ଅନ୍ୟ ଝିଅ ସହ ଖ-ରା-ପ ସ-ମ୍ପ-ର୍କ ରହିଛି ବୋଲି ଜାଣିବା ପରେ ତାଙ୍କ ସ୍ଵାମୀ ସତ ମାନି ନ ଥିଲେ ।

ଏହା ସହ ସୌମ୍ୟ ନିଜ ଫୋନ ମଧ୍ୟ ବିଦ୍ୟାଭାରତୀଙ୍କୁ ଦେଖାଉ ନ ଥିଲେ । ଏହି କାରଣରୁ ବିଦ୍ୟାଭାରତୀ ଏହିଭଳି ଚିଠି ଲେଖିଥିଲେ ବୋଲି କହିଛନ୍ତି । ଏହି ଚିଠି ସାମନାକୁ ଆସିବା ପରେ ଏମିତି ଲାଗୁଛି ଯେ ୧୨ରୁ ୧୫ ତାରିଖ ଯାଏଁ ଯେଉଁ ସମୟ ଧାର୍ଯ୍ୟ କରା ଯାଇଛି ସେଥି ମଧ୍ୟରେ ୧୨ରେ ସୋମ୍ୟ ପୋଡି ହୋଇଥିଲେ ଓ ୧୩ରେ ତାଙ୍କର ମୃ-ତ୍ୟୁ ହୋଇଥିଲା ।

୧୫ ତାରିଖରେ ବିଦ୍ୟା ନିଜ ବାପାଙ୍କ ଘରକୁ ଚାଲି ଆସିଥିଲେ । ଏହି ଚିଠି ସାମନାକୁ ଆସିବା ପରେ ଏହା ଏକ ସଂଯୋଗ ବା ଯୋଜନା ବୋଲି ସ-ନ୍ଦେ-ହ ହେଉଛି । ବର୍ତ୍ତମାନ ଏହି ଚିଠି ବିଦ୍ୟାଭାରତୀ ପାଇଁ ଏକ ସମସ୍ଯା ସୃଷ୍ଟି କରିପାରେ । କ୍ରାଇମବ୍ରାଞ୍ଚ ଏହାର ତଦନ୍ତ ଜାରି ରଖିଛି । ଯାଞ୍ଚ ମଧ୍ୟରେ ବିଦ୍ୟାଭାରତୀ ଓ ଡ଼ିଓଏଫ ଫୋନରେ କଣ ଆଲୋଚନା ହେଉଥିଲେ ତାହା ଜଣା ପଡିବ । ଏହା ସହ ଦିବ୍ୟାଙ୍କ ପାଖରେ ରହୁଥିବା ଏସଏଫ ମଧ୍ୟ ସ-ନ୍ଦେ-ହ ଘେରରେ ଆସି ପାରନ୍ତି ।

ଏହା ସହ ମମତା ସାହୁ ଯିଏ ଓଏସଏଫ ଅଛି ଯିଏ କପ୍ତିପଦାର ବୋହୁ ଅଟନ୍ତି ଯିଏ ଘଟଣା ଦିନ ବିଦ୍ୟାଙ୍କ ପାଖରେ ପହଞ୍ଚି କଣ କରୁଥିଲେ ତାହା ମଧ୍ୟ ସ-ନ୍ଦେ-ହ ଘେରରେ ରହିଛି । ମମତା ସାହୁ ଅନ୍ୟ ଏକ ଥାନାରା ଅଧିକାରୀ ହୋଇ କଣ ପାଇଁ ବିଦ୍ୟାଙ୍କ ପାଖରେ ମେଡିକାଲରେ ପହଞ୍ଚି ଥିଲେ ତାହା ଏବେ ପ୍ରଶ୍ନ ଉଠୁଛି ।

ବନ୍ଧୁଗଣ ଏହାକୁ ନେଇ ଆପଣଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟରେ ଜଣାଇବେ । ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *