ଆଦର୍ଶ ସ୍ତ୍ରୀ ର ଏହି 4ଟି ଗୁଣ ନିହାତି ରହିବା ଆବଶ୍ୟକ, ଏମାନଙ୍କୁ କୁହନ୍ତି ପତିବ୍ରତା ପତ୍ନୀ

ବନ୍ଧୁଗଣ ସ୍ତ୍ରୀ କୁ ସ୍ବାମୀର ଅର୍ଦ୍ଧାଙ୍ଗିନି ବୋଲି କୁହାଯାଇଥାଏ ଅର୍ଥାତ ସ୍ଵାମୀ ଶରୀରର ଅଧା ଅଙ୍ଗ । ମହାଭାରତରେ କୁହାଯାଇଛି ସ୍ତ୍ରୀଙ୍କୁ ସର୍ବଦା ଖୁସି ରଖିବା ଉଚିତ କାରଣତାଙ୍କ ଠାରୁ ବଂଶ ବୃଦ୍ଧି ହୋଇଥାଏ । ସେ ସାକ୍ଷାତ ଲକ୍ଷ୍ମୀ ସ୍ଵରୁପା ହୋଇଥାନ୍ତି । ଆଜି ଆମେ ଆପଣଙ୍କୁ ଗରୁଡ ପୁରାଣ ଅନୁଯାୟୀ ଆଦର୍ଶ ସ୍ତ୍ରୀ ର ଏମିତି ୪ଟି ଲକ୍ଷଣ ବିଷୟରେ କହିବାକୁ ଯାଉଛୁ ଯାହା ସଂସାରରେ ପ୍ରତେକ ସ୍ତ୍ରୀ ଙ୍କ ମଧ୍ୟରେ ରହିବା ଉଚିତ । ଏହି ୪ଟି ଲକ୍ଷଣ ଥିବା ସ୍ତ୍ରୀ ଯେଉଁ ଠାରେ ରହିଥାନ୍ତି ସେଠାରେ ଖୁସି ର ପରିବାର ସୃଷ୍ଟି ହୋଇଥାଏ । ତେବେ ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବିବରଣୀ ।

୧- ଆଦର୍ଶ ସ୍ତ୍ରୀ ର ହେବାର ପ୍ରଥମ ଲକ୍ଷଣ ହେଉଛି ଘର ର ସବୁ କାମ କରିବାରେ ମାହିର ହୋଇଥିବ । ଏମିତି ନୁହେଁ କୁ କୌଣସି ନାରୀକୁ ଚାହା ବା ରୋଟି ତିଆରି କରି ଆସେ ନାହି । କିନ୍ତୁ ଆଦର୍ଶ ସ୍ତ୍ରୀ ଠାରେ ଯେ କୌଣସି କାମକୁ ଭଲ ଭାବେ ସୁଚାରୁରୂପେ କରିବାର କ୍ଷମତା ଥିବା ଦରକାର । ଗରୁଡ ପୁରନା ଅନୁଯାୟୀ ସ୍ତ୍ରୀ କୁ ଗୃହ କାମରେ ଦକ୍ଷ ହେବା ସହ ସେହି କାମକୁ ସଠିକ ଭାବେ ନିଭାଇବା । ଉଦାହରଣ ସ୍ତ୍ରୀ ଏମିତି ଖାଦ୍ୟ ତିଆରି କରିବା ଠାରୁ ଆରମ୍ଭ କରି ଘରର ପୁରା ଦାୟିତ୍ଵ ନିଭାଇବା ।

୨- ଆଦର୍ଶ ସ୍ତ୍ରୀର ଦ୍ଵିତୀୟ ଲକ୍ଷଣ ହେଉଛି ସ୍ତ୍ରୀକୁ ସର୍ବଦା ନିଜ ସ୍ଵାମୀ ସହ ସଂଯମ ଭାଷାରେ କଥା ହେବା ଉଚିତ । ଧୀରେ ଧୀରେ ବା ପ୍ରେମ ପୂର୍ବକ ସ୍ତ୍ରୀ ସ୍ଵାମୀ ସହ କଥା ହେବା ଉଚିତ । ଏମିତି କଥା ହେବା ଦ୍ଵାରା ସ୍ଵାମୀ ସ୍ତ୍ରୀର ସବୁ କଥା ଶୁଣିବା ସହ ତାର ସବୁ କଥା ପୁରା କରିବାକୁ ପ୍ରୟାସ କରିଥାଏ । ଏମିତିକି ସ୍ତ୍ରୀ ନିଜର ପୁରା ପରିବାର ସହ ମଧ୍ୟ ମଧୁର ବଚନ କହିବା ଉଚିତ ଯାହା ଦ୍ଵାରା ସେମାନେ ତା ଉପରେ ଖୁସି ହେବେ ।

୩- ଆଜିର ସମୟରେ ମଣିଷ ପାଖରେ ପାଶ୍ଚାତ୍ୟ ସଭ୍ୟତାର ପ୍ରଭାବ ଆବଶ୍ୟକତା ଠାରୁ ଅଧିକ ଦେଖିବାକୁ ମିଳୁଛି ଯାହା ପାଇଁ ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ବିବାଦ ସୃଷ୍ଟି ହେଉଛି । ହିନ୍ଦୁ ଧର୍ମ ଅନୁଯାୟୀ ସ୍ଵାମୀ ସ୍ତ୍ରୀଙ୍କ ବିବାହ ସାତ ଜନ୍ମର ହୋଇଥାଏ । ଗରୁଡ ପୁରାଣ ଅନୁଯାୟୀ ସ୍ତ୍ରୀକୁ ପାତୀବ୍ରତା ହେବା ହେବ ସହ ସ୍ବାମୀର ଆଦେଶ ପାଳନ କରିବା ଉଚିତ । ପାତୀବ୍ରତା ସ୍ତ୍ରୀ ସର୍ବଦା ସ୍ବାମୀର ସେବାରେ ନିଯୋଜିତ ହେବା ସହ ଅପ୍ରିୟ କଥା ହେଲେ ବି ଗମ୍ଭୀରତାର ସହ କରିଥାଏ ।

୪- ଜଣେ ସ୍ତ୍ରୀର ପ୍ରଥମ ଧର୍ମ ହେଉଛି ସ୍ଵାମୀ ଓ ପରିବାରର ହିତ ର ଧ୍ୟାନ ରଖିବା ଉଚିତ । ଗରୁଡ ପୁରାଣ ଅନୁଯାୟୀ ପ୍ରତେକ ସ୍ତ୍ରୀ ସ୍ନାନ ପରେ ସ୍ଵାମୀ ପାଇଁ ସଜବାଜ ହେଉଥାଏ, ଉପବାସ କରୁଥାଏ, କମ କଥା କହିଥାଏ, ଧର୍ମର ପାଳନ କରିଥାଏ । ଅନ୍ୟ ପୁରୁଷ ପ୍ରତି ଆସକ୍ତ ନ ଥିବ ସେ ଆଦର୍ଶ ସ୍ତ୍ରୀ ହୋଇଥାଏ । ସ୍ବାମୀର କର୍ତ୍ତବ୍ୟ ହେଉଛି ସ୍ତ୍ରର ସବୁ କଥା ଶୁଣିବା ସହ ଇଜ୍ଜତ ଦେବା ଉଚିତ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *