କାଉ ବାରମ୍ବାର ଘରର ଛାତ ଉପରେ ଆସି ବସିଲେ ଏଭଳି ସୂଚକ ମିଳିଥାଏ ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ! Vaastu Tips

ବନ୍ଧୁଗଣ କାଉ କୁ ସାମାନ୍ୟତା ଅତିଥିଙ୍କ ଆଗମନର ସୂଚନା ଓ ପିତୃ ପୁରୁଷଙ୍କ ଆଶ୍ରୟ ସ୍ଥଳ ମାନା ଯାଇଥାଏ । ପୁରାଣରେ କୁହାଯାଇଛି କାଉ ଅମୃତର ସ୍ଵାଦ ଚାଖିଥିଲା ତେଣୁ ମାନ୍ୟତା ଅନୁଯାୟୀ କାଉ କୁ କେବେ ସ୍ଵାଭାବିକ ମୃତ୍ୟୁ ଆସେ ନାହି । କୌଣସି ରୋଗ ବା ବୃଦ୍ଧାବସ୍ଥାରେ ବି ମୃତ୍ୟୁ ହୁଏ ନାହି । ଏହାର ମୃତ୍ୟୁ ଆକସ୍ମିକ ରୂପରେ ହୋଇଥାଏ । କାଉ କୁ ଶନି ଓ ପୂର୍ବଜଙ୍କ ପ୍ରତୀକ ମାନା ଯାଇଥାଏ । ଶନି ଦୋଷରୁ ରକ୍ଷା ପାଇବାକୁ କାଉ କୁ କେବେ ବି ମାରିବା ଉଚିତ ନୁହେଁ ବୋଲି କୁହାଯାଏ । ଆଜି ଆମେ ଆପଣଙ୍କୁ ଘରକୁ ବାରମ୍ବାର କାଉ ଆସିଲେ କେଉଁ ସୂଚନା ମିଳିଥାଏ ସେହି ବିଷୟରେ କହିବାକୁ ଯାଉଛୁ ।

୧- ଯଦି ଘରର ଆଖାପାଖରେ କାଉ ଆସି କୌଣସି ପାତ୍ରରେ ଥିବା ପାଣି ପିଉଥାଏ ତେବେ ଧନ ଲାଭର ସଂକେତ ମିଳିଥାଏ । ନିକଟ ଭବିଷ୍ୟତରେ ଆୟର ଶ୍ରୋତ ମିଳିବାକୁ ଯାଉଛି ।

୨- ମୁହଁରେ ରୋଟି ଖଣ୍ଡ ବା କୌଣସି ଖାଦ୍ଯ ନେଇ କାଉ ଘରର ଆଖପାଖରେ ବା ଛାତରେ ବସିଥାଏ ତେବେ ବହୁତ ଜଲ୍ଦି ମନସ୍କାମନା ପୂରଣ ହେବାକୁ ଯାଉଛି ।

୩- କାଉ ଯଦି ସାନ୍ତ ସ୍ଵରରେ କହିଥାଏ ତେବେ ଜୀବନ ସତହୀଙ୍କ ଶ ସମ୍ପର୍କରେ ମଧୁରତା ଆସିଥାଏ । କିନ୍ତୁ କାଉ କର୍କଶ ସ୍ଵର କରିଲେ ଆସୁଥିବା ସମସ୍ୟାର ସୂଚନା ମିଳିଥାଏ ।

୪- ମାନାଯାଏ କାଉ ଏକତ୍ର ହୋଇ କଳହ କରିଥାନ୍ତି ତେବେ ଘରର ମାଲିକ ଉପରେ ବିପଦ ଆସିବାକୁ ଯାଉଛି । ଯଦି କାଉ ସକାଳୁ ବ୍ୟକ୍ତି ଆଗରେ ନାଲି ରଙ୍ଗର ବସ୍ତୁ ପକାଇଥାଏ ତେବେ ଜେଲ ହୋଇପାରେ ।

୫- ଯଦି କାଉ ଗୋଟେ ଅଣ୍ଡା ଦେଇଥାଏ ତେବେ ଭଲ ବର୍ଷା ହେବାର ସୂଚନା ମିଳିଥାଏ । ଯଦି ଦୁଇଟି ଅଣ୍ଡା ଦେଇଥାଏ ତେବେ ଆଲୋ ବର୍ଷା ହେବା ସହ କ୍ଷେତରେ ଫସଲ ଭଲ ହୁଏ ନାହି ।

୬- ଗଧ ପିଠି ଉପରେ ବସିଥିବା କାଉ ଶତ୍ରୁ ଭୟର ସୂଚକ ହୋଇଥାଏ । ଗାଈ ଲାଞ୍ଜରେ ବସିଥିବା କାଉ ମୁଣ୍ଡ ବିନ୍ଧର କାରଣ ହୋଇଥାଏ । କାଉ ଏକତ୍ର ହେବାର ଲଢେଇ କରିବାର ଦେଖିଲେ ଆଖାପାଖରେ କାହାର ହତ୍ୟା ହେବାର ସୂଚନା ମିଳିଥାଏ ।

୭- କାଉ ଶୁଖିଲା ଗଛରେ ବସିବାର ଦେଖାଗଲେ କାମ ଅଟକି ଯିବାର ସୂଚକ ହୋଇଥାଏ । ଗଛର ଭଙ୍ଗା ଡାଳରେ ବସିଥିବା କାଉ କାହାର କାରାଗାର ରେ ବନ୍ଦୀ ହେବାର ସୂଚନା ମିଳିଥାଏ । କାଉ କୌଣସି ବ୍ଯକ୍ତିର ମୁଣ୍ଡ ରେ ହାଡ ପକାଇ ଦେଲେ ମୃତ୍ୟୁ ନିଶ୍ଚିନ୍ତ ହୋଇଥାଏ ।

୮- ପରାଟ କାଳରେ କୌଣସି କୁଆଁରୀ କନ୍ଯାର ମୁଣ୍ଡ ଉପରେ କାଉ ଉଡିଯାଏ ତେବେ ବିବାହ ଜଲ୍ଦି ହେବାର ସୂଚନା ମିଳିଥାଏ । କୌଣସି ସ୍ତ୍ରୀ ସକାଳୁ ମୃତ କାଉକୁ ଦେଖନ୍ତି ତେବେ ସେ ବିଧବା ହେବାର ସୂଚନା ମିଳିଥାଏ ।

୯- କୌଣସି ବ୍ୟକ୍ତି ଜୁଆ ବା ମୁକାବିଲା ଖେଳିବା ପାଇଁ ଯାଉଥାଏ ତା ମୁଣ୍ଡ ଉପରେ କାଉ ଉଡିବାକୁ ଲାଗିଥାଏ ତେବେ ହାର ନିଶ୍ଚୟ ହେବାର ସୂଚକ ମିଳିଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *