November ମାସରେ କୁମ୍ଭ ରାଶି ବ୍ୟକ୍ତି ରୁହନ୍ତୁ ସାବଧାନ! ଘଟୁଛି ଚାଣ୍ଡାଳ ଦୋଷ

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ନଭେମ୍ବର ମାସରେ କୁମ୍ଭ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ସମୟ କେମିତି ରହିବ ସେହି ବିଷୟରେ କହିବାକୁ ଯାଉଛୁ । ଏହି ମାସତି ଆପଣଙ୍କ ପାଇଁ ବହୁତ ପ୍ରଭାବଶାଳୀ ରହିବ । ଆପଣଙ୍କୁ ଶୁଭ ଫଳାଫଳ ମିଳିବ । ଏହି ମାସଟି ଆପଣଙ୍କୁ ଚମକାଇ ଦେଇ ରଖିବ । ଅକ୍ଟୋବର ମାସର ଆପଣ କିଛି ନା କିଛି ସମସ୍ଯା ଦେଇ ଗତି କରୁଥିଲେ । କିନ୍ତୁ ମଙ୍ଗଳ ଆପଣଙ୍କର ନବମ ଭାଗରେ ପ୍ରବେଶ କରିବାର ଭାଗ୍ଯର ବହୁତ ବଡ ପରିବର୍ତ୍ତନ ହେବ ।

ଯାହା କାରଣରୁ ଆପଣ ଅଧିକରୁ ଅଧିକ ଧନ ରୋଜଗାର କରିବେ । ଏହି ସମୟରେ ତେଜସ୍ବୀ ଶରୀର ଓ ପରାକ୍ରମ ଦ୍ଵାରା ଧନ ରୋଜଗାର କରିବେ । ପ୍ରତେକ କାର୍ଯ୍ୟକୁ ନ୍ୟାୟ ପୁର୍ବକ କରିବେ । ବିଦ୍ୟାରେ ରୁଚି ରଖିବେ । ଭାଇ ମାନଙ୍କର ସହଯୋଗ ମିଳିବ । ଯାହା ବି ମନାନ୍ତର ରହିଥିଲା ତାହା ଦୂର ହେବ । ସମ୍ପର୍କରେ ମଧୁରତା ଆସିବ । ସ୍ୱାସ୍ଥ୍ୟ ରେ ସୁଧାର ଆସିବ । ଶାରୀରିକ ଊର୍ଜା ବଢିବ । ରୋଗଙ୍କର ନାସା ହେବ । ଆପଣଙ୍କର ସ୍ଵାଭିମାନ ଉଚ୍ଚ ସ୍ତରରେ ରହିବ । କାହା ଠାରୁ ସାହାଯ୍ୟରେ ଆଶା ରଖିବେ ନାହି ।

ମିତ୍ରଙ୍କ ଠାରୁ ଲାଭ ମିଳିବ । ରାଜନୀତିରେ ଆଗ୍ରହୀ ଥିଲେ ମଙ୍ଗଳ ଆପଣଙ୍କୁ ଉଚ୍ଚ ଫଳ ପ୍ରଦାନ କରିବେ । ଯାତ୍ରା ଠାରୁ ବିଶେଷ ଲାଭ ମିଳିବ । ଧାର୍ମିକ କାର୍ଯ୍ୟରେ ରୁଚି ବଢିବ । ଶତ୍ରୁଙ୍କ ଠାରୁ ବିଜୟ ପ୍ରାପ୍ତ ହେବ । ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ନିଚ୍ଚ ରାଶିରୁ ବାହାରି ବିଛା ରାଶିକୁ ଦଶମ ଭାବରେ ହେବ । କର୍ମ କ୍ଷେତ୍ରରେ ଉପଲବ୍ଢି ଓ ନାମ ପ୍ରାପ୍ତ ହେବ । ସରକାରୀ କାର୍ଯ୍ୟରେ ନାମ ଓ ଧନ ରୋଜଗାର କରିବେ । ପୈତୃକ ସମ୍ପତିର ରାସ୍ତା ଖୋଲିବ । ଅଟକି ରହିଥିବା ସରକାରି କାର୍ଯ୍ୟ ସହଜରେ ପୂର୍ଣ୍ଣ ହେବ ।

ଏହି ସମୟରେ ମାତା ପିତାଙ୍କ ସୁଖ ପ୍ରାପ୍ତ ହେବ । ଆଳସ୍ୟକୁ ତ୍ୟାଗ କରି କାମରେ ଧ୍ୟାନ ଦିଅନ୍ତୁ । ତିଚିଙ୍ଗ ଲାଇନରେ ପ୍ରମୋଶନ ହେବ । ଏହି ସମୟରେ ଯଦି ଟେସନାରୀ, ସୁନା ଚାନ୍ଦି ବ୍ୟାପାରୀଙ୍କୁ ଅଧିକରୁ ଅଧିକ ଲାଭ ମିଳିବ । କିଛି ନା କିଛି ବୃହସ୍ପତି ଆପଣଙ୍କୁ ଭଲ ରେଜଲ୍ଟ ପ୍ରଦାନ କରିବେ । ପଞ୍ଚମ ଭାବରେ ଦ୍ରୁଷ୍ଟି ବିଦ୍ୟାର୍ଥୀଙ୍କ ଜୀବନରେ ଖୁସି ନେଇକି ଆସିବ । ବୃହସ୍ପତିଙ୍କ କୃପା କାରଣରୁ ପ୍ରେମୀ ଯୁଗଳଙ୍କ ପାଇଁ ସମୟ ଭଲ ରହିବ । ପ୍ରତେକ କାର୍ଯ୍ୟକୁ ନିଖୁଣ ଓ ସଠିକ ଭାବେ କରିବେ ।

ଯେଉଁ ସ୍ତ୍ରୀ ମାନେ ଆଭୂଷଣ କିଣିବାକୁ ଚାହୁଛନ୍ତି ସେମାନଙ୍କର ଇଚ୍ଛା ଏହି ମାସରେ ପୂରଣ ହୋଇପାରେ । ଗୃହରେ କଳହ ଘଟିପରେ । ତେଣୁ କ୍ରୋଧ ଉପରେ ସଂଯମ ରଖନ୍ତୁ । କଳା କାଉକୁ ଖାଇବାକୁ ଦିଅନ୍ତୁ । ମଙ୍ଗଳଙ୍କର ଉପାୟ ପାଇଁ ମିଠା ପିଲାଙ୍କୁ ଖାଇବାକୁ ଦିଅନ୍ତୁ । ଏପରି କରିଲେ ନେଗେଟିଭ ଊର୍ଜା ଶେଷ ହେବ । ପକ୍ଷୀଙ୍କୁ ଖାଇବାକୁ ଦିଅନ୍ତୁ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *