କାବୁଲ, ଆଫଗାନିସ୍ତାନ ରେ ଆଫଗାନ ନେସନାଲ ଆର୍ମୀ ର ଏୟାର ଫୋର୍ସ ଟିମ ତାଲିବାନ କୁ କରିଥିଲେ ଆକ୍ରମଣ । କମାଣ୍ଡ ଓଫ ସ୍ପେଶାଲ ଫୋର୍ସେଜ ଏହି ତଥ୍ୟ ରବିବାର ଦିନ ଦେଇଥିଲେ । ସଠିକ ନିର୍ଦେଶ ଅନୁଯାଇ ଏୟାର ଫୋର୍ସ ସକାଳ ୯.୪୮ ରେ ହିରତ ର ସନ୍ଦିଆନ ଜିଲ୍ଲା ରେ ବାୟୁ ପଥ ରେ ଏକ ଆକ୍ରମଣ କରିଥିଲେ ।
ତାଲିବାନ ର ଜଣେ ସ୍ଥାନୀୟ ନେତା ଥିଲେ , ସେ ଆତଙ୍କ ବାଦୀ କୁ ବନ୍ଧୁକ, ଗୁଳି ଏବଂ ବାରୁଦ ଦେଉଥିଲା । ରବିବାର ଦିନ ସକାଳେ 9.48 ରେ ଆଫଗାନ ଏୟାର ଫୋର୍ସ ତାଲିବାନ ଉପରକୁ ଆକ୍ରମଣ କରିଥିଲେ । ଆତଙ୍କବାଦୀ ମାନଙ୍କ ଗୁପ୍ତ ସୁରଙ୍ଗ ମଧ୍ୟ ରହିଥିଲା ସେହି ଆକ୍ରମଣ ରେ ୩ ଟି ଆତଙ୍କବାଦୀ ସହ ଜଣେ ନେତାଙ୍କର ମୃତ୍ୟୁ ହୋଇଛି ।
ଏହିଭଳି ଅନେକ ନ୍ୟୁଜ ପାଇଁ ଆମ ପେଜକୁ ଲାଇକ କରନ୍ତୁ ।