ଇରା ଖାନ୍ ଭାଇ କୁ ଭରପୁର ଭଲ ପାଇବା ସହ ଦେଲେ ଜନ୍ମ ଦିନ ର ଅଭିନନ୍ଦନ

୨୫ ନଭେମ୍ବର ରେ ଅମିର ଖାନ୍ ଙ୍କ ଝିଅ ଇରା ଖାନ୍ ତାଙ୍କର ସାବତ ଭାଇ ଆଜଦ କୁ  ଜନ୍ମ ଦିନ ର ଅଭିନନ୍ଦନ ସହ ଗୋଟେ ସନ୍ଦେଶ ଦେଇଥିଲେ , ଆଜାଦ ୮ ବର୍ଷ ର ହୋଇଗଲେଣି  । ସୋମବାର ଦିନ ଇରା ତାଙ୍କ ଇନଷ୍ଟାଗ୍ରାମ୍ ରେ ଆଜଦ ଙ୍କ ଫଟୋ ପୋଷ୍ଟ କରିଥିଲେ ଓ ଲେଖିଥିଲେ ଜନ୍ମ ଦିନ ର ହାର୍ଦିକ ଅଭିନନ୍ଦନ ଆଜାଦ, ତୁ ବହୁତ ଭଲ ଭାଇ ମୋର, ଯେମିତି ମୁ ଜୁନେଦ କୁ ଭଲ ପାଉଛି ସେତିକି ତତେ ବି, ତତେ ମୋର ଭଲ ଢେରସରା ସ୍ନେହ ।

ଅମିର ଖାନ୍ ଓ କିରଣ ରାଓ ୨୦୦୫ ରେ ବିବାହ କରିଥିଲେ ଏବଂ ତାଙ୍କର ପ୍ରଥମ ସନ୍ତାନ ଆଜାଦ ୨୦୧୧ ରେ ହୋଇଥିଲେ । ବର୍ତ୍ତମାନ ସେ ୮ ବର୍ଷର ହୋଇଗଲାଣି ।

ଯେଉଁଠି ସମସ୍ତେ ଭାବନ୍ତି କି ସାବତ ଭାବି ଭଉଣୀ ଙ୍କର ସମ୍ପର୍କ ଏତେ ଭଲ ରୁହେନି ସେଇଠି ଇରାଙ୍କର ଏହି ସନ୍ଦେଶ ତାଙ୍କ ସାବତ ଭାଇ ଆଜଦ ପାଇଁ ବହୁତ ଲୋକପ୍ରିୟ ହୋଇଛି । ସମସ୍ତେ ଏହାକୁ ଖୁବ ପ୍ରଶଂସା କରୁଛଣିତ ଓ କହୁଛନ୍ତି କି ଭାଇ ଭଉଣୀ ସମ୍ପର୍କ ହେବ ତ ଏମିତି ।

ତେବେ ଇରା ଓ ଜୁନେଦ ଆମିର ଓ ତାଙ୍କ ପ୍ରଥମ ପତ୍ନୀ ରିନା ଦତ୍ତଙ୍କ ସନ୍ତାନ । ସେମାନେ ଅଲଗା ହୋଇଯାଇଛନ୍ତି କିନ୍ତୁ ସେମାନଙ୍କ ମଧ୍ୟରେ ଏବେବି ଭଲ ସମ୍ପର୍କ ଅଛି  । ଏମିତି କି ଇରା ମଧ୍ୟ ତାଙ୍କ ସାବତ ଭାଇ କୁ ବହୁତ ସ୍ନେହ କରନ୍ତି ।

 

Leave a Reply

Your email address will not be published. Required fields are marked *