ଏହି କଢା ଭଲକରେ ସ୍ୱାସ୍ଥ୍ୟ ସମ୍ବନ୍ଧିତ 5ଟି ସମସ୍ଯା- ଆଜି ହିଁ ପିଇକି ଦେଖନ୍ତୁ ଦୂର ହେବ ଡାଇବେଟିଜ ଭଳି ଭୟଙ୍କର ରୋଗ

ଏହି କୋରନା ସମୟରେ ସମସ୍ତଙ୍କ ମନରେ ସଜାଗ ଭାବନା ଆସିଯାଇଛି । ସମସ୍ତେ ଏବେ ସୁସ୍ଥ ଓ ରୋଗରୁ ମୁକ୍ତ ହେବାକୁ ଚାହୁଞ୍ଚନ୍ତି । ଏମିତିରେ କାଢାର ପିଇବାର ମହତ୍ଵ ବଢିଯାଇଛି । ଆୟୁର୍ବେଦୀରେ ସ୍ୱାସ୍ଥ୍ୟ ଦୃଷ୍ଟରେ କାଢାକୁ ବହୁତ ମହତ୍ଵ ପୂର୍ଣ କୁହାଯାଇଛି । ଇମ୍ୟୁନିଟି ବଢାଇବାରୁ ଆରମ୍ଭକରି ଖାସୀ ଓ ଥଣ୍ଡା ଭଳି ସମସ୍ୟାକୁ ଦୂର କରିବାରେ କାଢା ବହୁତ ଉପଯୋଗୀ ହୋଇଥାଏ । ଘର ମସାଲାରେ ବନାଯାଇଥିବା କାଢାକୁ ପିଇବା ଦ୍ଵାରା ଭଲ ହଜମ ହୋଇଥାଏ । ଜୁଆଣିର ଫାଇଦାରେ ସମସ୍ତେ ପରିଚିତ ସ୍ଵାଦ ବଢିବାଠୁ ଆରମ୍ଭ କରି ସ୍ୱାସ୍ଥ୍ୟକୁ ଭଲ ରଖିବା ପର୍ଯ୍ୟନ୍ତ ପ୍ରଭାବ ଦେଖାଇଥାଏ ।

Image Courtesy: Google

ଆସନ୍ତୁ ଜାଣିବା ଘରେ କେମିତି ବନେଇବା ଜୁଆଣୀ ର କାଢା – କେଉଁ ଜିନିଷର ଆବଶ୍ୟକ ରହିଛି :

ଗୋଟେ ଚାମଚ ଜୁଆଣୀ

ଅଧା ଲିଟର ପାଣି

ଗୋଟେ ଲେମ୍ବୁ କି ଗୋଟେ ଚାମଚ ସେଉର ଶିର୍କା

ଗୋଟେ ଚାମଚ ହଳଦୀ

ଟିକେ କଳା ଲୁଣ

ଗୋଟେ ଚାମଚ  ମହୁ

Image Courtesy: Google

କେମିତି ବନେଇବା :- ଗ୍ୟାସରେ ଗୋଟେ ପାତ୍ରରେ ପାଣି, ହଳଦୀ, ଓ ଜୁଆଣୀ ପକାଇ ଗରମ କରନ୍ତୁ । ସେ ପର୍ଯ୍ୟନ୍ତ ପାଣିକୁ ଫୁଟାନ୍ତୁ, ଯେ ପର୍ଯ୍ୟନ୍ତ ପାଣି ଅଧା ନହୋଇଛି । ଗୋଟେ ଗ୍ଲାସରେ ଏହି ପାଣିକୁ ଛାଣି ବାହାର କରନ୍ତୁ । ଏବେ ଏହି ପାଣିରେ ଲେମ୍ବୁ ବା ସେଉର ଶିର୍କା, ମହୁ, ଓ କଳା ଲୁଣ ମିଶାନ୍ତୁ । ଏହାକୁ ପିଇ ଏହାର ଆନନ୍ଦ ନିଅନ୍ତୁ ।

ନିୟମିତ ରୂପରେ ପିଇଲେ ଏହା ଫାଇଦା ହେବ :-

ଜୁଆଣିରେ ଏଣ୍ଟି- ସେପ୍ଟିକ, ଏଣ୍ଟି – ମାଇକ୍ରୋବିୟଲ  ଓ ଏଣ୍ଟି ପୌରାସେଟିକ ଗୁଣ ରହିଛି । ଥଣ୍ଡା, କାସ ବା କାନ ଓ ମୁହଁରେ ଅନ୍ୟ ସମ୍ବଧିତ ସଂକ୍ରମଣକୁ ଦୂର କରିଥାଏ । ଏହି ଘରୋଇ କଢା ଫୁସଫୁସକୁ ସଫା ରଖିବାରେ ସାହାର୍ଯ୍ୟ କରିଥାଏ, ଯେଉଁଥିରେ ବ୍ଲୋକଜେ ହୋଇନଥାଏ । ସବୁ ଘରେ ମିଳୁଥିବା ଏହି ମସଲା ନିଶ୍ଵାସ ନେବା ସମ୍ବଧିତ ସମସ୍ୟାକୁ ଦୂର କରିଥାଏ । ଗଣ୍ଠି ସମସ୍ୟା ଥିବା ଲୋକଙ୍କ ପାଇଁ ବହୁତ ଲାଭକରି ହୋଇଥାଏ । ଏହାର ସେବନ ଦ୍ଵାରା ଆଣ୍ଠୁଗଣ୍ଠି ଦରଜରୁ ମୁକ୍ତି ମିଳିଥାଏ ।

Image Courtesy: Google

ପେଟ ଦରଜ, ଗ୍ୟାସ, ଖାଦ୍ଯ ହଜମ ନହେଲେ, ଆସିଡିଟି, ଭଳି ପେଟ ଜନିତ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଜୁଆଣିର କାଢା ଲାଭଦାୟକ ହୋଇଥାଏ । ଓଜନ ହ୍ରାସ ପାଇଁ ମଧ୍ୟ ଜୁଆଣିର କାଢା ସାହାର୍ଯ୍ୟ କରିଥାଏ । ଏହାର ସେବନ କରିବା ଦ୍ଵାରା କୋଲେଷ୍ଟ୍ରୋଲ କଣ୍ଟ୍ରୋଲରେ ରହିଥାଏ । ଏହା ସହିତ ଡାଇବେଟିସ ଓ ହୃଦୟ ରୋଗ ପାଇଁ ମଧ୍ୟ ଜୁଆଣୀ ବହୁତ ଫାଇଦା ଦେଇଥାଏ ।

ଇଣ୍ଟରନେଟରେ ଥିବା ବିଷୟବସ୍ତୁ ଉପରେ ଆଧାର କରି ଏହି ସୂଚନା ଦିଆଯାଇଛି । ଏହାର ସଠିକତା, ସମୟାନୁବର୍ତ୍ତୀତା ଏବଂ ବାସ୍ତବତା ପାଇଁ ଆମେ ଦାୟିତ୍ଵ ଗ୍ରହଣ କରୁନାହୁଁ । ଏହା ଆପଣଙ୍କୁ ଆମର ଅନୁରୋଧ ଯେ କୌଣସି ପ୍ରତିକାର ଚେଷ୍ଟା କରିବା ପୂର୍ବରୁ ପ୍ରଥମେ ଡାକ୍ତରୀ ପରାମର୍ଶ ନେବା ଆବଶ୍ୟକ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *