ହାତର ଏଇଠି ଥାଏ ରାଜଯୋଗର ଚିହ୍ନ, ଦେଖନ୍ତୁ ଆପଣଙ୍କ ହାତରେ ଅଛି କି ?

ହସ୍ତରେଖା ଶାସ୍ତ୍ର ଅନୁସାରେ ପାପୁଲିରେ ଥିବା ବହୁତ ରେଖା ଓ ଚିହ୍ନ ବ୍ୟକ୍ତିର ଭାଗ୍ୟ, ସ୍ଵଭାବ, ଓ ଭବିଷ୍ୟତରେ ତାଙ୍କ ସହିତ ଘଟିବାକୁ ଥିବା ଘଟନା ବିଷୟରେ ସଙ୍କେତ ଦେଇଥାଏ । ହସ୍ତ ରେଖା ଶାସ୍ତ୍ର ହିସାବରେ ପାପୁଲିରେ ଶୁଭ ଅଶୁଭ ଦୁଇ ପ୍ରକାର ରେଖା ବନିଥାଏ । ପାପୁଲିରେ ଶୁଭ ରେଖା ରହିବାର ଅର୍ଥ ଏହା ହୋଇଥାଏ ଜୀବନରେ ସବୁବେଳ ପାଇଁ ପଇସା, ମାନ ସନମାନ, ଓ ସୁଖ ସୁବିଧାରେ ଜୀବନ ଭରା ରହିବ । ପାପୁଲିରେ କିଛି ରେଖା ଏମିତି ରହିଛି ସେଇ ରେଖା ଥିଲେ ବ୍ୟକ୍ତିକୁ କୋଟିପତି ହେବାରୁ କେହି ରୋକିପାରିବେ ନାହିଁ ।

Image Courtesy: Google

ପାପୁଲିରେ ଭାଗ୍ୟରେଖା ବ୍ୟକ୍ତିକୁ ଧନବାନ ଓ ପ୍ରସିଦ୍ଧ ବନେଇଥାଏ । କିନ୍ତୁ ଯାହା ହାତରେ ଭାଗ୍ୟରେଖା ନାହିଁ ତ କିଛି ଅଲଗା ଚିହ୍ନ ରହିଛି ସେଇ ବ୍ୟକ୍ତିକୁ ଭାଗ୍ୟଶାଳୀ ବନେଇଥାଏ । ପାପୁଲିରେ ପର୍ବତ ଥିଲେ ବହୁତ ଶୁଭ ହୋଇଥାଏ । ଯଦି ପାପୁଲିରେ ଗୁରୁ, ଶୁକ୍ର, ବୁଧ, ଓ ଚନ୍ଦ୍ର ପର୍ବତ ଥାଏ, ଆପଣଙ୍କ ହାତରେ ରାଜଲକ୍ଷ୍ମୀ ଯୋଗ ରହିଛି । ଆପଣ ଭାଗ୍ୟ ଓ ପରିଶ୍ରମ ଦ୍ଵାରା ବହୁତ ଧାନ, ଘର ଓ ଗାଡି, ସୁଖ ପ୍ରାପ୍ତ କରିଥାନ୍ତି । ପର୍ବତ ସବୁ ଆଙ୍ଗୁଳିର ତଳ ଭାଗରେ ରହିଥାଏ ।

Image Courtesy: Google

ପାପୁଲିରେ ଯଦି କଇଁଛ ଆକୃତିର କିଛି ଚିହ୍ନ ରହିଛି ତ ଏହା ହଠାତ ଧନବାନ ହେବାର ଯୋଗ ରହିଛି । ଆପଣଙ୍କୁ  ହଠାତ କୌଣସି ସ୍ରୋତରୁ ଧନଲାଭ ହୋଇପାରେ । ଯଦି ଆପଣଙ୍କ ହାତରେ ସ୍ଵସ୍ତିକ ଚିହ୍ନ ରହିଛି ତାହେଲେ ଆପଣ ବହୁତ ଭାଗ୍ୟଶାଳୀ ଅଟନ୍ତି । ସମୁଦ୍ରଶାସ୍ତ୍ର ଅନୁସାରେ ଏମିତି ବ୍ୟକ୍ତି ଜୀବନରେ ବଡ ସଫଳ ଓ ଭବିଷ୍ୟତ ଉଜ୍ଜଳ ହୋଇଥାଏ । ପାପୁଲିରେ ବୁଧ ପର୍ବତ ଓ ମସ୍ତିସ୍କ ରେଖା ଉପରେ ଯାହାର ଧଳା ତିଳ ଚିହ୍ନ ଥାଏ ଓ ଭାଗ୍ୟରେଖା ସ୍ପଷ୍ଟ, ସିଧା ବ ପୁରା ନଥିବା ସେତେବେଳେ କୋଟିପତି ଯୋଗ ବନିଥାଏ । ନିଜ ନାମ ଅନୁସାରେ ଏହିଭଳି ରେଖା ଥିବା ବ୍ୟକ୍ତି କୋଟିପତି ହୋଇଥାଏ ।

Image Courtesy: Google

ପାପୁଲିରେ କିଛି ପର୍ବତ ବାହାରିଛି ଓ ଏହା ସହିତ ପର୍ବତ ଉପରେ କିଛି ରେଖା ସଫା, ସ୍ପଷ୍ଟ, ଓ ବିନା କତିକି ଆସୁଛି ତ ଏହା ରାଜା ଯୋଗାଡ଼ ସୂଚକ ଅଟେ । ଏହିଭଳି ବ୍ୟକ୍ତି ନିଜ ଯୋଗ୍ୟତା ଓ ପରିଶ୍ରମରେ ଧନବନ ହୋଇଥାଏ । ଭାଗ୍ୟରେଖାରୁ ବାହାରି ଗୋଟେ ରେଖା ସିଧା ଓ ସ୍ପଷ୍ଟ ରୂପରେ ସୂର୍ଯ୍ୟ ପର୍ବତ ଉପରେ ପହଞ୍ଚୁଛିତ ଆପଣ ଭାଗ୍ୟଯୋଗ ନେଇ ଜନ୍ମ ହୋଇଛନ୍ତି । ଏମିତି ବ୍ୟକ୍ତି ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ।

ଏମାନଙ୍କ ପୁରା ଜୀବନ ସୁଖ ଓ ଐଶ୍ଵର୍ଯ୍ୟରେ କଟିଥାଏ । ଯଦି କାହାର ପାପୁଲିରେ ମାଧ୍ୟମ ଆଙ୍ଗୁଳି ପାଖରେ ଚକ୍ରର ଚିହ୍ନ ରହିଛି ବୁଝାନ୍ତୁକି ଆପଣଙ୍କ ହାତରେ ଚକ୍ର ଯୋଗ ରହିଛି । ଆପଣ ଉଚ ଅଧିକାରୀ ଓ ବଡ ସମ୍ପତ୍ତି ମାଲିକ ହୋଇବେ । ଆପଣଙ୍କ ଦୁଇହାତର ଭାଗ୍ୟରେଖା ମଣିବନ୍ଧରୁ ନେଇ ଶନି ପର୍ବତ ପର୍ଯ୍ୟନ୍ତ ପହଞ୍ଚୁଛିତ ଆପଣ ଗଜଲକ୍ଷ୍ମୀ ଯୋଗ ନେଇ ଆସିଛନ୍ତି । ସମୁଦ୍ର ଶାସ୍ତ୍ର ହିସାବରେ ଏହିଲୋକ ଗରିବ ଘରେ ଜନ୍ମ ହୋଇ ମଧ୍ୟ ବହୁତ ଧନବାନ ଓ ପ୍ରସିଦ୍ଧ ହୋଇବେ ।

Leave a Reply

Your email address will not be published. Required fields are marked *