ଏହି ପ୍ରଖ୍ୟାତ ବାବା ଙ୍କର ହେଲା ପରଲୋକ, ଏହି ବଡ ଧର୍ମର ଥିଲେ ପ୍ରଚାରକ- ଶେଷ ଦର୍ଶନ ପାଇଁ ଲାଗିଲା ହଜାର ହାଜର ଭକ୍ତଙ୍କ ଭିଡ

ଆପଣମାନେ ସମସ୍ତେ ଅଲେଖ ବାବାଙ୍କ ନାଁ ଶୁଣିଥିବେ କିମ୍ବା ତାଙ୍କୁ ସ୍ଵ ଚକ୍ଷୁରେ ଦେଖିଥିବେ । ସେ ମହିମା ଧର୍ମର ପ୍ରଚାର ଓ ପ୍ରସାର କରୁଥିଲେ । ସେ ଓଡିଶାର ବହୁତ ପ୍ରଖ୍ୟାତ ବାବା ଅଟନ୍ତି । ତାଙ୍କର ଶ୍ରଦ୍ଧାଳୁମାନଙ୍କ ସଂଖ୍ୟା ଲକ୍ଷ ଲକ୍ଷ ଅଟେ । କିନ୍ତୁ ଦୁଃଖର କଥା ଏହା ଅଟେ କି ଅଲଖେ ବାବାଙ୍କ ଦେ-ହା-ନ୍ତ ହୋଇ ଯାଇଛି ।

ଏହି ଖବର ଶୁଣିବା ପରେ ବହୁତ ଭକ୍ତ ତାଙ୍କୁ ଦେଖିବା ପାଇଁ ତାଙ୍କର ଆଶ୍ରମକୁ ପହଞ୍ଚିଛନ୍ତି । ସେ ମହିମା ଧର୍ମର ବରିଷ୍ଠ ପ୍ରବର୍ତ୍ତକ ଅବଦୁତ କୈଳାସ ବାବାଙ୍କ ନାମରେ ବି ବହୁତ ପ୍ରସିଦ୍ଧ ଅଟନ୍ତି । କୁହାଯାଉଛି କି ସେ ନବରଙ୍ଗପୁର ଝରିଗାଁ ବ୍ଲକ ବେଲଗାଁରେ ଅବସ୍ଥିତ ନିଜ ଆଶ୍ରମରେ ଚଟାଣରେ ଶୋଇଥିଲେ । ସେହି ସମୟରେ ତାଙ୍କୁ ଏକ ସାପ ଆସି ଚୋଟ ମାରି ଥିଲା ।

ଯେଉଁ କାରଣରୁ ତାଙ୍କର ଜୀବନ ଯାଇଛି । ଏହି ଖବର ପ୍ରଚାର ହେବା ପରେ ରାଜ୍ୟ ତଥା ରାଜ୍ୟ ବାହାରୁ ତାଙ୍କର ହାଜର ହଜାର ଶ୍ରଦ୍ଧାଳୁ ତାଙ୍କୁ ଶେଷ ଦର୍ଶନ ନିମନ୍ତେ ବାବାଙ୍କ ସେହି ଆଶ୍ରମକୁ ପହଞ୍ଚି ଥିଲେ । ଯେମିତି କି ଆପଣ ସମସ୍ତେ ଦେଖି ପାରିବେ କି ତାଙ୍କର ମୃ-ତ୍ୟୁ ପରେ ତାଙ୍କର ଅନ୍ତିମ ସଂସ୍କାର ପୂର୍ବରୁ ସମସ୍ତ ପ୍ରକାରର ନିୟମ ଓ ପରମ୍ପରାକୁ ପାଳନ କରାଯାଉଛି ।

କହିଦେଉଛୁ କି ଅଲେଖ ବାବାଙ୍କୁ ବାଉଁଶ ମାଧ୍ୟରେ ବସାଇ ତାଙ୍କର ଅନ୍ତିମ ଯାତ୍ରା କରାଯାଇଥିଲା । ଏହି ସମୟରେ ରାସ୍ତାରେ ଶହ ଶହ ଲୋକମାନେ ତାଙ୍କର ଅନ୍ତିମ ଦର୍ଶନ ନିମନ୍ତେ ଛିଡା ହୋଇଥିଲେ । କହିଦେଉଛୁ କି ଅଲେଖ ବାବଙ୍କ ମହିମା ଅପରମ୍ପରା ଅଟେ । ସେ ବିଭିନ୍ନ ସ୍ଥାନ ବୁଲି ବୁଲି ମହିମା ଧର୍ମର ପ୍ରଚାର ଓ ପ୍ରସାର କରୁଥିଲେ ।

ଓଡିଶା ଓ ଓଡିଶା ବାହାରେ ତାଙ୍କର କେତେକ ଆଶ୍ରମ ବି ଅଛି । ଯେଉଁ ସବୁ ସ୍ଥାନରେ ତାଙ୍କର ଶିଷ୍ୟମାନେ ରହୁଛନ୍ତି । ଅଲେଖ ବାବାଙ୍କ ନୀତି ନିୟମ ସବୁଠୁ ଭିନ୍ନ ଥିଲା । ସେ ଅନ୍ୟ ବାବାଙ୍କ ଭଳି ବଡ ବଡ ଆଶ୍ରମ ଓ ବଡ ବଡ ଗାଡିରେ ବୁଲୁ ନ ଥିଲେ । ସେ ଜଣେ ସାଧାରଣ ଜୀବନ ଶୈଳୀ ମଧ୍ୟରେ ବଞ୍ଚୁଥିଲେ ।

ଯେମିତି କି ସେ ଚାଲ ଘରେ ରହୁଥିଲେ ଓ ସାଧା ଖାଦ୍ୟ ସେବନ କରାଉଥିଲେ ଓ ତଳେ ଶୋଉଥିଲେ । ଆଜି ବି ତାଙ୍କର ହଜାର ହଜାର ଭକ୍ତ ଅଛି ଯେଉଁମାନେ ଅଲେଖ ବାବାଙ୍କୁ ନିଜର ଭଗବାନ ଓ ଗୁରୁ ବୋଲି ମାନନ୍ତି । ଦେଖନ୍ତୁ ଅଲେଖ ବାବାଙ୍କ ଶେଷ ଯାତ୍ରା ସମୟର କିଛି ଦୃଶ୍ୟ ।

Leave a Reply

Your email address will not be published. Required fields are marked *