ବର୍ଷ 2021ରେ ଦୁନିଆକୁ ଅଲବିଦା କହିଲେ ଏହି 6 ଜଣ Bollywood ଷ୍ଟାର

ସବୁ କଳାକାର ନିଜ କଳା ଜରିଆରେ ସବୁବେଳେ ଅମର ହୋଇଥାନ୍ତି । ଏମିତି ଅଭିନୟ ଦୁନିଆରେ ମଧ୍ୟ ହୋଇଥାଏ ଯେଉଁ ସବୁ କଳାକାର ନିକ କାମ ଦ୍ଵାରା ସବୁବେଳେ ଲୋକଙ୍କ ହୃଦୟରେ ରହିଥାନ୍ତି । ଆଜି ଆମେ ଆଲୋଚନା କରିବା ଏମିତି କିଛି କଳାକାରଙ୍କ ବିଷୟରେ ଯେଉଁ ମାନେ ନିଜ ପରିଶ୍ରମ ଆଉ ଅଭିନୟ ଦ୍ଵାରା ନିଜକୁ ଅମର କରିଛନ୍ତି ।

ଆଉ ଆମ ହୃଦୟରେ ସବୁବେଳେ ଜୀବିତ ରହିବେ । ଆସନ୍ତୁ ଜାଣିବା ସେହି ସେଲି ବ୍ରେଟିଙ୍କ ବିଷୟରେ ଯାହାଙ୍କର ରିସେଣ୍ଟ ଡେଥ ହୋଇଛି । ଦିଲୀପ କୁମାର :- ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ଦିଲ୍ଲୀପ କୁମାର 7 ଜୁଲାଇ ୨୦୨୧ କୁ ୯୮ ବର୍ଷ ବୟସରେ ଦୁନିଆକୁ ବିଦାୟ କରିଥିଲେ । ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ଦିଲ୍ଲୀପ ନିଜର ଶେଷ ନିଶ୍ଵାସ ନେଇଥିଲେ ।

ସେ ତାଙ୍କର ଶେଷ ସମୟ ବହୁତ କଷ୍ଟରେ ବିତାଇଥିଲେ । ବହୁତ ଦିନରୁ ତାଙ୍କର ଶରୀର ବହୁତ ଖରାପ ଥିଲା । ତାଙ୍କୁ ନିଶ୍ଵାସ ନେବାରେ ବହୁତ କଷ୍ଟ ହେଉଥିଲା । ତାଙ୍କର ଲଂସ ମଧ୍ୟ ବୟସ ସହିତ ଖତମ ହୋଇଯାଇଥିଲା । ଏହି ଖବର ସୂନୀ ପୁରା ଦୁନିଆ ଏବେ ଦୁଃଖରେ ଭାଙ୍ଗି ପଡିଛନ୍ତି ।

ମିଲଖା ସିଂହ :- ମିଲଖା ସିଙ୍ଘଙ୍କୁ ଦୁନିଆର ” ଦି ଫ୍ଲାଇଂ ଶିଖ ମଧ୍ୟ କୁହାଯାଉଥିଲା । କୋଭିଦ କରଣରରୁ ତାଙ୍କର ୧୮ ଜୁନ ୨୦୨୧ ରେ ମୃ-ତ୍ୟୁ ହୋଇଥିଲା । ପେଷାରେ ଜଣେ ଆଥେଲେଟ ଥିଲେ । ଦୁନିଆର ସବୁଠୁ ବେଷ୍ଟ ଆଥେଲେଟ । ମିଲଖା ସିଂହ କେବଳ ଗୋଟିଏ ଆଥେଲେଟ ନୁହନ୍ତି ସେ ଜଣେ ରାଇଟର ମଧ୍ୟ ଥିଲେ । ସେ ଗୋଟିଏ ବହି ଲେଖିଥିଲେ ତାର ନାମ ହେଉଛି ” ଦି ରେସ ଅଫ ମାଈ ଲାଇଫ ” । ଏହା ସହିତ ସେ ଇଣ୍ଡିଆନ ଆର୍ମିରେ ମଧ୍ୟ ସର୍ଭ କରିଛନ୍ତି ।

ରାଜୀବ କପୁର :- ବହୁତ ଚର୍ଚିତ ଅଭିନେତା ରାଜୀବ କପୁରଙ୍କର ମଧ୍ୟ ଡେଥ ହୋଇଯାଇଛି । ସେ ହେଉଛି ପ୍ରସିଦ୍ଧ ଅଭିନେତା ଆଉ ରାଜ କପୁରଙ୍କର ପୁଅ ଥିଲେ । ସେ ପେଷାରେ ଜଣେ ଅଭିନେତା ଥିଲେ । ତାଙ୍କର ସବୁଠୁ ପ୍ରସିଦ୍ଧ ଫିଲ୍ମ ହେଉଛି ” ରାମ ତେରି ଗଙ୍ଗା ମେଲି ” ୨୫ ଅଗଷ୍ଟ ୧୯୬୫ ରେ ମୁମ୍ବାଇରେ ହୋଇଥିଲା । ଆଉ ଏହି ବର୍ଷ ୯ ଫ୍ରେବୃଆରି ୨୦୨୧ ରେ ୬୦ ବର୍ଷ ବୟସରେ ଦେ-ହା-ନ୍ତ ହୋଇଯାଇଥିଲା । ତାଙ୍କର ମୃ-ତ୍ୟୁ ହୃଦଘାତରେ ହୋଇଥିଲା ।

ବିକ୍ରମ ଜିତ କଂୱାଲପାଲ :- ବିକ୍ରମ ଜିତଙ୍କର ମୃ-ତ୍ୟୁ ୧ ମେ ୨୦୨୧ ରେ କୋଭିଡ କାରଣରୁ ହୋଇଥିଲା । ସେ ବଲିଉଡର ଫିଲ୍ମ ଆଉ ଟିଭି ଅଭିନେତା ଥିଲେ । ସେ ଗୋଟିଏ ଆକ୍ସନ ଥ୍ରୀଲରରେ ଅନିଲ କପୁରଙ୍କ ସହିତ ନଜର ଆସିଥିଲେ । ସେ ଅଭିନୟ ସହିତ ଜଣେ ଆର୍ମୀର ରିଟାଏଡ ଅଫିସର ଥିଲେ ।

ଶଶିକଳା ସଇଗଲ :- ସେ ଜଣେ ଅଭିନେତ୍ରୀ ଅଟନ୍ତି । ସେ ବହୁତ ପୁରୁଣା ଫିଲ୍ମରେ ଅଭିନୟ କରିଛନ୍ତି । ଫିଲ ଗୁଡିକ ହେଉଛି ”ଫୁଲ ଅର ପଥର, ଆଇ ମିଲନ କି ବେଲା, ଗୁମରାହ, ୱକ୍ତ, ଖୁବସୁରତରେ ନଜର ଆସିଥିଲେ । ତାଙ୍କର ମୃ-ତ୍ୟୁ ୪ ଏପ୍ରିଲ ୨୦୨୧ ରେ ହୋଇଥିଲା । ତାଙ୍କର ମୃ-ତ୍ୟୁ କୋଭିଡ କାରଣରୁ ହୋଇଥିଲା ।

ରିଷି କପୁର :- ଋଷି କପୁର ଜଣେ ବହୁତ ପ୍ରସିଦ୍ଧ ଅଭିନେତା ଅଟନ୍ତି । ତାଙ୍କର ମୃ-ତ୍ୟୁ କ୍ୟାନ୍ସର କାରଣରୁ ହୋଇଥିଲା । ତାଙ୍କର ମୃ-ତ୍ୟୁ ଖବର ପୁରା ବଲିଉଡକୁ ହଲାଇ ଦେଇଥିଲା ।

Leave a Reply

Your email address will not be published. Required fields are marked *