ଆଜି ପବିତ୍ର ରଥଯାତ୍ରା (12 July): ଭୁଲରେ କରନ୍ତୁ ନାହିଁ ଏହି 5ଟି କାମ, ନଚେତ ହେବ ସର୍ବନାଶ

ବନ୍ଧୁଗଣ, ପବିତ୍ର ରଥଯାତ୍ରା ଉପଲକ୍ଷେ ଆପଣ ମାନଙ୍କୁ ଅନେକ ଅନେକ ଶୁଭେଛା ଏବଂ ଶୁଭ କାମନା । ଆଜି ଆମ୍ଭେ ଆପଣ ମାନଙ୍କ ନିମନ୍ତେ କିଛି ବିଶେଷ ବିଷୟ ବସ୍ତୁ ନେଇ ଆସିଛୁ ତାହା ହେଉଛି ରଥଯାତ୍ରା ଦିନ କେଉଁ କେଉଁ କାର୍ଯ୍ୟ କରିବା ଉଚିତ ନୁହେଁ ?

ଏହା ସହିତ ଗୁ-ଣ୍ଡି-ଚା ଠାରୁ ସୁନାବେଶ ପର୍ଯ୍ୟନ୍ତ ଏହି ଗୋଟିଏ କାର୍ଯ୍ୟ କରିବା ଦ୍ଵାରା ଆପଣ ମାନେ ସବୁ ପା-ପରୁ ନିଜକୁ ମୁ-କ୍ତ କରିପାରିବେ । ଓଡିଶା ର ଧ-ର୍ମ କହିଲେ ଜଗନ୍ନାଥ ଧ-ର୍ମ । ସଂସ୍କୃତି କହିଲେ ଜଗନ୍ନାଥ ସଂସ୍କୃତି । ଇତିହାସ କହିଲେ ଜଗନ୍ନାଥ ଙ୍କ ଇତିହାସ କୁ ବୁଝା ଯାଇଥାଏ । ସମଗ୍ର ବିଶ୍ଵ ରେ ଶ୍ରୀ ଜଗନ୍ନାଥ ଙ୍କ ରଥଯାତ୍ରା ପାଳିତ ହେଉଥିବାରୁ ସେଥିପାଇଁ ସେ ସମସ୍ତ ବିଶ୍ଵ ର ସାର୍ବଭୌମ୍ୟ ଦେବତା ଅଟନ୍ତି । ଜଗନ୍ନାଥ ଙ୍କର ଘୋ-ଷ-ଯା-ତ୍ରା ଅତୁଳନୀୟ ଅଟେ ।

ଗୁ-ଣ୍ଡି-ଚା ଠାରୁ ସୁନାବେଶ ପର୍ଯ୍ୟନ୍ତ କିଛି ଛୋଟ ଛୋଟ ଭୁଲ ମାନ ରହିଅଛି ଯାହା କରିବା ଦ୍ଵାରା ବହୁତ ଅଶୁଭ ହୋଇଥାଏ । ଏହାକୁ ଅଶୁଭ କାର୍ଯ୍ୟ ବୋଲି କୁହାଯାଇଥାଏ ।

୧- ଦୁଇ ହାତରେ ମୁ-ଣ୍ଡ କୁ-ଣ୍ଡା-ଇ-ବେ ନାହିଁ ।

୨- ଦାନ୍ତରେ ନ-ଖ, କେ-ଶ, ଅଥବା ଲୋମ ଛିଣ୍ଡାଇବେ ନାହିଁ ।

୩- ଖୋ-ଦା-ଣ-ରେ ମାଟି ଖୋଳିବେ ନାହିଁ ।

୪- ନଖରେ ନଖକୁ କାଟିବେ ନାହିଁ ।

୫- ପୂଜା କରିବା ସମୟରେ ଯେଉଁ ଆସନରେ ଲେଖୁଛନ୍ତି ସେ ଆସନ କୁ କେବେ ନିଜ ଗୋଡରେ ଟାଣି ଆଣିବେ ନହିଁ ।

୬- ମୁଣ୍ଡ ର କେଶ କୁ ହାତରେ ଧରି ଟାଣିବେ ନାହିଁ ।

୭- ଭୋଜନ, ଦେବ ପୂଜା, ମାଙ୍ଗଳିକ କର୍ମ ଏବଂ ବଡଲୋକ ଙ୍କ ସାମ୍ନା ରେ ଛିଙ୍କିବା ଆଦି କୁ ଅଶୁଭ କର୍ମ ବିଚାର କରାଯାଇଥାଏ ।

୮- ଜୋରରେ ହସିବା ତଥା ଜୋରରେ କଥା କହିବା ତଥା ଗୁରିଜନ ଙ୍କ ସାମ୍ନା ରେ ବଡ ପା-ଟି କରିବା । ଏହାମଧ୍ୟ ଅଶୁଭ କାର୍ଯ୍ୟ ବିଚାର କରାଯାଏ ।

୯- ଆକାରଣରେ ଫୁଙ୍କିବା ଅଥବା ନିଜ ହାତ କୁ ପଛପଟ କରି ରଖିବା ଆଦୌ ଭଲ ନୁହେଁ ।

ଧ୍ୟାନ ରଖନ୍ତୁ ଏହିସବୁ କାର୍ଯ୍ୟ କୁ ଆପଣ କରିବେ ନାହିଁ । ଏହା ସହିତ ଆପଣ ମାନେ ନିଜକୁ ସଂପୂର୍ଣ୍ଣ ପବିତ୍ର ରଖିବେ । ଏହାଥିଲା ଅଶୁଭ କଥା ବର୍ତ୍ତମାନ ଶୁଭକଥା ଜାଣିନେବା ଆସନ୍ତୁ । ଯଦି ଆପଣ ମାନେ ଏହି ଦିନ ମାନଙ୍କରେ ସକାଳୁ ଉଠି ଗୋ-ମାତା ଙ୍କୁ ସ୍ପର୍ଶ କରିଥାନ୍ତି, ତେବେ ଆପଣ ନିଶ୍ଚିନ୍ତ ରୂପେ ପା-ପ-ମୁ-କ୍ତ ହୋଇଥାନ୍ତି । ଅଇଁଠା ହାତରେ ଗାଈ, ବ୍ରାହ୍ମଣ, ଅଗ୍ନି, ଦେବା ପ୍ରତିମା, ବୃକ୍ଷ, ଯଜ୍ଞକାଠ ତଥା ନିଜର ମସ୍ତକ ସ୍ପର୍ଶ କରିବା ଅନୁଚିତ ହୋଇଥାଏ ।

ଏହା ପ୍ରତ୍ୟକ ସମୟରେ ଅଶୁଭ ବୋଲି ବିଚାର କରାଯାଏ । ମାତ୍ର ବିଶେଷ କରି ରଥଯାତ୍ରା କୁ ବହୁତ ପବିତ୍ର ମାନାଯାଇଥାଏ । ଏଣୁ ବିଶେଷ କରି ଆପଣ ଏହି ଦିନ ମାନଙ୍କରେ ଏଭଳି ଭୁଲ କରନ୍ତୁ ନାହିଁ । ବନ୍ଧୁଗଣ ଆପଣଙ୍କୁ ଏହି ବିବରଣୀ ଟି କିଭଳି ଲାଗିଲା ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *