Bollywoodରୁ ଆସିଲା ଆଉ ଏକ ଦୁଃଖ ଖବର, ଏବେ ଏବେ ଆଖି ବୁଜିଲେ ଆଉ ଏକ ମହାନ ବ୍ୟକ୍ତି

କିଛି ଦିନ ତଳେ ହିଁ ହିନ୍ଦୀ ସିନେମାର ଅଭିନେତା ଦିଲୀପ କୁମାରଙ୍କ ଦେ-ହା-ନ୍ତର ଖବର ଆସିଥିଲା । ବର୍ତ୍ତମାନ ପୁଣି ଥରେ ବଲୀଉଡରୁ ଆହୁରି ଏକ ଦୁଃଖ ଖବର ସାମ୍ନାକୁ ଆସୁଛି । ପ୍ରସିଦ୍ଧ ଅଭିନେତା ଚଙ୍କି ପାଣ୍ଡେଙ୍କ ମା ଓ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ଜେଜେମା ବର୍ତ୍ତମାନ ଏହି ଦୁନିଆରେ ଆଉ ନାହାନ୍ତି ।

ଏହି ଖବର ଗତକାଲି ସାମ୍ନାକୁ ଆସିଥିଲା । ସମସ୍ତେ ଲୁହ ଭରା ଆଖିରେ ସ୍ନେହଲତା ପାଣ୍ଡେଙ୍କୁ ବିଦାଇ ଦେଇଛନ୍ତି । ଚଙ୍କି ପାଣ୍ଡେଙ୍କ ମା ସ୍ନେହଲତା ପାଣ୍ଡେଙ୍କୁ ଅନ୍ତିମ ବିଦାୟ ଦେବା ପାଇଁ କେତେକ ବଲୀଉଡ ଷ୍ଟାର ବି ପହଞ୍ଚି ଥିଲେ । ସ୍ନେହଲତା ପାଣ୍ଡେଙ୍କ ମୃ-ତ୍ୟୁର କାରଣ ହୃଦଘାତ ବୋଲି କୁହାଯାଉଛି । ପରିବାରର ଜଣେ ସମ୍ପର୍କୀୟ ଚଙ୍କି ପାଣ୍ଡେଙ୍କ ମାଙ୍କ ଦେ-ହା-ନ୍ତ ଖବର ବିଷୟରେ ମିଡିଆକୁ କହିଥିଲେ । ସ୍ନେହଲତା ପାଣ୍ଡେଙ୍କ ବୟସ ୮୫ ବର୍ଷ ଥିଲା ।

ସ୍ନେହଲତା ନିଜ ଖାର ସ୍ଥିତ ଘରରେ ଅନ୍ତିମ ନିଶ୍ଵାସ ନେଇଛନ୍ତି । ତାଙ୍କର ନିଧନ ଶନିବାର ଦିନ ଦ୍ଵିପହର ୧୨ ଟା ରେ ହୋଇଥିଲା । ଘରରେ ଯେତେବେଳେ ସ୍ନେହଲତାଙ୍କ ସ୍ୱାସ୍ଥ୍ୟ ଖରାପ ହେଲା ତେବେ ସେହି ସମୟରେ ଚଙ୍କି ଓ ତାଙ୍କର ଭାଇ ଚିକ୍କିଙ୍କ ପୁଅ ଆହାନ ଘରେ ହିଁ ଉପସ୍ଥିତ ଥିଲେ । ଚଙ୍କି ନିଜ ମାଙ୍କ ଅନ୍ତିମ ସଂସ୍କାରର ସମସ୍ତ ନିୟମ କରିଲା ପରେ ମାକୁ ଶେଷ ବିଦାୟ ଦେଲେ । ଚଙ୍କି ପାଣ୍ଡେଙ୍କ ମା ଓ ଅନନ୍ୟା ପାଣ୍ଡେଙ୍କ ଜେଜେମାଙ୍କୁ ଶେଷ ବିଦାୟ ଦେବା ପାଇଁ ବହୁତ ଷ୍ଟାର ତାଙ୍କ ଘରକୁ ପହଞ୍ଚିଥିଲେ ।

ନିଲମ କୋଠରୀ ନିଜର ସ୍ଵାମୀ ସମୀର ସୋନି, ଶବିନା ଖାନ, ସୋହେଲ ଖାନଙ୍କ ପୁଅ ନିର୍ବାଣ, ବାବା ସିଦ୍ଦିକ ସହିତ କେତେକ ଷ୍ଟାର ସ୍ନେହଲତା ପାଣ୍ଡେଙ୍କ ଅନ୍ତିମ ଦର୍ଶନ ପାଇଁ ଆସିଥିଲେ । ସମୀର ସୋନି ତ ଚଙ୍କିଙ୍କ ମାଙ୍କୁ କାନ୍ଧ ବି ଦେଲେ । ଯେଉଁ ସମୟରେ ଅନନ୍ୟା ପାଣ୍ଡେଙ୍କୁ ତାଙ୍କର ଜେଜେ ମାଙ୍କ ମୃ-ତ୍ୟୁ ଖବର ତାଙ୍କୁ ମିଳିଲା ତେବେ ସେହି ସମୟରେ ଅନନ୍ୟା ପାଣ୍ଡେ ଗୋଟିଏ ଟକ ଶୋର ଶୁ-ଟି-ଙ୍ଗରେ ବ୍ୟସ୍ତ ଥିଲେ । ଶୁ-ଟି-ଙ୍ଗ ଶେଷ କରି ସେ ସିଧା ଜେଜେ ମାଙ୍କ ଅନ୍ତିମ ଦର୍ଶନ ପାଇଁ ପହଞ୍ଚିଲେ ଓ ଏହି ସମୟରେ ସେ କାନ୍ଦି ପକାଇଲେ ।

ଅନନ୍ୟା ଜେଜେ ମାଙ୍କ ଶେଷ ବିଦାୟ ସମୟରେ କାନ୍ଦି ପକାଇଲେ । କୁହାଯାଉଛି କି ଅନନ୍ୟା ନିଜର ଜେଜେମା ଙ୍କ ବହୁତ ପାଖାପାଖି ଥିଲେ । ଜେଜେ ମା ଓ ନାତୁଣୀ ମଧ୍ୟରେ ଗଭୀର ସମ୍ପର୍କ ବି ଥିଲା । ଅନନ୍ୟା ଏହି ସମୟରେ ଧଳା ରଙ୍ଗର ଚୁଡିଦାରରେ ନଜର ଆସିଥିଲେ । କହିଦେଉଛୁ କି କିଛି ଦିନ ତଳେ ସ୍ନେହଲତା ପାଣ୍ଡେ ନିଜର ୮୫ ତମ ଜନ୍ମଦିନ ପାଳନ କରିଥିଲେ । ଏହି ସମୟରେ ଅନନ୍ୟା ବି ନିଜର ଜେଜେମାଙ୍କୁ ଜନ୍ମଦିନର ଶୁଭକାମନା ଦେଇଥିଲେ ଓ ତାଙ୍କ ସହିତ ନିଜର ପିଲାଦିନର ଏକ ସ୍ପେଶାଲ ଫଟୋ ସୋ-ସି-ଆ-ଲ ମି-ଡି-ଆରେ ଶେୟାର କରିଥିଲେ ।

କହିଦେଉଛୁ କି ସ୍ନେହଲତା ପାଣ୍ଡେଙ୍କ ବିବାହ ଜଣା ଶୁଣା ସର୍ଜନ ଶରଦ ପାଣ୍ଡେଙ୍କ ସହ ହୋଇଥିଲା । ସେ ଜଣେ ଫିଜିୟସନ ରହିସାରିଛନ୍ତି । ଶରଦ ପାଣ୍ଡେଙ୍କ ନିଧନ ୨୦୦୪ରେ ହୋଇଥିଲା । ବର୍ତ୍ତମାନ ସ୍ନେହଲତା ବି ଦୁନିଆ ଛାଡି ଦେଇଛନ୍ତି । ଶରଦ ଓ ସ୍ନେହଲତାଙ୍କ ଦୁଇ ପୁଅ ଚଙ୍କି ଓ ଚିକ୍କି ପାଣ୍ଡେ ଅଟନ୍ତି । ଦୁଇ ପୁଅ ନି ମା ର ଅନ୍ତିମ ସଂସ୍କାର ସମୟରେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *