ଗୋଟେ ସମୟ ଥିଲା ଯେବେ ଡଲାର ଭାରାତୀୟ୍ ଟଙ୍କାରେ ଅଧିକା ଭାଲ୍ୟୁ ଥିଲା । କିନ୍ତୁ ଆଜିର ସମୟରେ ୭୪ ଟଙ୍କା ସହ ବରାବର ୧ ଡଲାର ହୋଇସାରିଛି । ଦୁନିଆଁରେ ଏମିତି ବହୁତ ସୁନ୍ଦର ଦେଶ ଅଛି । ଯାହାର ମୁଦ୍ରା ଭାରତ ଟଙ୍କାର ମୁକାବଲାରେ ଦୂର୍ବଳ ଅଟେ ଓ ସେହି ଜାଗାକୁ ଆରାମରେ ବୁଲିଯାଇଆସି ପାରିବ । ଆଜି ଆମେ ୬ ଟି ଦେଶ ବିଷୟରେ କହିବାକୁ ଯାଉଛୁ । ଯେଉଁଠି ଭାରତୀୟ ମୁଦ୍ରାର ଭାଲ୍ୟୁ ବହୁତ ଅଧିକ ଅଛି ।
ଗୋଟେ ଦେଶ ଏମିତି ଅଛି ଯେଉଁଠି ଏକ ଟଙ୍କା ବରାବର ୩୫୦ ଟଙ୍କା ଅଛି । ଯଦି ଆପଣ ଏହି ଦେଶଗୁଡିକର ଯାତ୍ରା କରିବାକୁ ଯାଉଛନ୍ତି । ତେବେ ଅଧିକା ଖର୍ଚ୍ଚ ହେବ ନାହିଁ । ଆମେ ଆପଣଙ୍କୁ ୬ଟି ଦେଶ ବିଷୟରେ କହିବାକୁ ଯାଊଛୁ ।
ହଂଗରିୟାଇ ଫରେଣ୍ଟ – ୧ ଟଙ୍କା= ୩,୯୯ ହଂଗରିୟାଇ ଫରେଣ୍ଟ । ହଂଗରୀରେ ଏକ ଦରଗାହ ବିହିନ ଦେଶ ଅଟେ । ଏହାର ବାସ୍ତୁକଳା ଓ ତାଙ୍କର ସଂସ୍କୃତି ବହୁତ ଲୋକପ୍ରିୟ ଅଟେ । ହଂଗରିର ରାଜଧାନୀ ବୁଦ୍ଧ ପେଟା ଦୁନିଆଁର ସବୁଠାରୁ ରୋମାଣ୍ଟିକ ଜାଗା ଅଟେ ।
ଇଣ୍ଡୋନେସିଆ – ୧ ଟଙ୍କା= ୨୦୭,୭୮ ଇଣ୍ତୋନେସିଆନ୍ ରୁପିଆ । ଇଣ୍ତୋନେସିଆରେ ସେହି ଦେଶରୁ ଗୋଟେ ଅଟେ । ଯେଉଁଠି ଭାରତୀୟ ମୁଦ୍ରା ଭାଲ୍ୟୁ ଅଧିକ ଅଟେ । ଆପଣ ଅଧିକା ଖର୍ଚ୍ଚ ନକରି ଏହି ସୁନ୍ଦର ଦେଶରେ ବୁଲି ପାରିବେ ।
ଶ୍ରୀଲଙ୍କା – ୧ ଟଙ୍କା= ୨, ୩୯ ଶ୍ରୀଲଙ୍କା ଟଙ୍କା । ସମୁଦ୍ର ତଟ । ପାହାଡ । ସବୁଜ ବନଲତା ଓ ଐତିହାସିକ ସ୍ମାରକରେ ସଜ୍ଜିତ ଶ୍ରୀଲଙ୍କାରେ ଭାରତୀୟଙ୍କ ଗ୍ରୀଷ୍ମଦିନର ଛୁଟି କଟାଇବାରେ ସବୁଠାରୁ ଲୋକପ୍ରିୟ ଜାଗା ଅଟେ ।
ଭିଏତନାମ – ଭାରତର ୧ ଟଙ୍କା=୩୫୫,୦୪ ଭିଏତନାମୀ ଡୋଙ୍ଗ୍ । ଇଣ୍ତୋନେସିଆ ସେହି ଦେଶ ମଧ୍ୟରୁ ଗୋଟେ ଅଟେ । ଯେଉଁଠି ଭାରତୀୟ ମୁଦ୍ରା ଅଧିକା ଭାଲ୍ୟୁ ଅଛି । ଏହାର ଅତିରିକ୍ତ ଏଠାରେ ଭାରତୀୟମାନଙ୍କ ପାଇଁ ଭିଜା ଫ୍ରୀ ଅଛି ।
ଆଇସଲେଡିକ୍ କ୍ରୋନା – ୧ ଟଙ୍କା = ୧ ,୬୫ ଆଇସଲେଡିକ୍ କ୍ରୋନା । ଦ୍ୱୀପରେ ହୋଇଥିବା ଏହି ଦେଶ ଦୁନିଆଁରେ ସବୁଠାରୁ ସୁନ୍ଦର ଜାଗା ଭିତରୁ ଗୋଟେ ଅଟେ । ଗ୍ରୀଷ୍ମଦିନରେ ଏଠାକୁ ଛୁଟି କାଟିବାକୁ ଆସିପାରିବେ ।
ନେପାଳି – ୧ ଟଙ୍କା=୧,୬୦ ନେପାଳି ଟଙ୍କା । ନେପାଳରେ ମାଉଣ୍ଟ ଏଭରେଷ୍ଟ ଓ ସାତ ଅନ୍ୟ ଉଚ୍ଚତା ବିଶିଷ୍ଟ ପର୍ବତ ଶିଖର ଅଛି । ଭାରତୀୟଙ୍କ ଗୋଟେ ଫାଇଦା ଏହା କି ସେମାନଙ୍କୁ ନେପାଳ ନେବାପାଈଁ ଭିଜାର ଆବଶ୍ୟକତା ପଡେ ନାହିଁ ।