Special Report: ଏବେ ସୀମାରେ ଶତ୍ରୁର ଶିକାର କରିବ ଶିକାରୀ Drone, ଦେଖନ୍ତୁ କଣ ସମ୍ପୁର୍ଣ୍ଣ ଖବର

ଭାରତ ଆମରିକା ସହ ପୁଣି ଥର ଏକ ବଡ ଡି-ଲ କରିବାକୁ ଯାଉଛି । ଯେଉଁଥିରେ ସେ ଆମେରିକା ଠାରୁ ୩୦ ଟି ଡ୍ରୋ-ନ କିଣିବ । ଆମେରିକାର ଏହି ଡ୍ରୋ-ନ ସ୍ଥଳ ହେଉ କିମ୍ବା ଜଳ ସବୁ ସ୍ଥାନରେ କାମ କରି ପାରିବ । ଏହା ଶ-ତ୍ରୁକୁ ଖୋଜିବାରେ ବହୁତ ସାହାର୍ଯ୍ୟ କରିବ । କହିବାକୁ ଗଲେ ଏହା ଶ-ତ୍ରୁର କାର୍ଯ୍ୟକଳାପ ଉପରେ ଗୁ-ପ୍ତ ରୂପରେ ନଜର ରଖିବାରେ ଭାରତକୁ ବହୁତ ସାହାର୍ଯ୍ୟ କରିବ । ସମୁଦ୍ର ହେଉ କିମ୍ବା ପାହାଡ ଯେଉଁଠି ବି ଶ-ତ୍ରୁ ଲୁଚି ବସିଥିବେ ସେହି ସ୍ଥାନକୁ ଏହି ଡ୍ରୋ-ନ ଖୋଜି ବାହାର କରି ପାରିବ । ଏହି ଡ୍ରୋ-ନର ନାଁ ହେଉଛି RNQ9B Predator Drone ।

ଭାରତର ସେ-ନାକୁ ଆମେରିକା ଓ ରୁସ ଭଳି ବହୁତ ବଡ ବଡ ଦେଶ ବି ସ୍ଵୀକାର କରିଛନ୍ତି । ଚୀନ ଓ ପାକିସ୍ତାନ ସହ ବି-ବା-ଦ ମଧ୍ୟରେ ଭାରତ ନିଜର ସୁରକ୍ଷାକୁ ଅଧିକ ଗୁରୁତ୍ଵ ଦେବା ସହ ଶ-ତ୍ରୁକୁ ମା-ତ ଦେବା ପାଇଁ ଚେଷ୍ଟା କରୁଛି ।

ଏହି କ୍ରମରେ ଭାରତ ଆମେରିକା, ରୁସ ଓ ଇଜରାଇଲ ଭଳି ଦେଶ ସହ ମିଶି ନିଜର ସେ-ନା ଶକ୍ତିକୁ ମଜବୁତ କରିବାରେ ଲାଗିଛି । ଭାରତ ସରକାର ଏହାରି ମଧ୍ୟରେ ଏକ ବଡ ନିଷ୍ପତି ନେଇଛନ୍ତି । ରୁସ ର ଏସ୪୦୦ ପରେ ଆମେରିକାର ଏହି ଖାସ ଡ୍ରୋ-ନ କିମ୍ବା ଆପଣ ତାକୁ ହ-ତି-ୟା-ର ବି କହି ପାରିବେ ଯାହାକୁ ଭାରତ ବର୍ତ୍ତମାନ କିଣିବାକୁ ଯାଉଛି । ଆସନ୍ତା ବର୍ଷ ମଧ୍ୟରେ ଆମେରିକା ଠାରୁ ୩୩ ଟି Predator Drone କିଣିବା ପାଇଁ ଭାରତ ଲକ୍ଷ ରଖିଛି ।

ଆକାଶ ମାର୍ଗରୁ ଆ-କ୍ର-ମ-ଣ କରୁଥିବା ଏହି ଡ୍ରୋ-ନ କିଣିବା ପାଇଁ ଭାରତ ସରକାର ବହୁତ ଜଲ୍ଦି ମଞ୍ଜୁରୀ ଦେବେ । ଭାରତୀୟ ସେ-ନା ଏହି ଡ୍ରୋ-ନକୁ କିଣିବା ପାଇଁ ସରକାରଙ୍କୁ ପ୍ରସ୍ତାବ ଦେବା ପରେ ସରକାର ଏହାର ଜ୍ଞାନ କୌଶଳ କ୍ଷମତା ଓ ବଜେଟ ଉପରେ ବହୁତ ବିଚାର ବିମର୍ଶ କରିବା ପରେ ଏହି ଡ୍ରୋ-ନକୁ କିଣିବା ପାଇଁ ମଞ୍ଜୁରୀ ଦେବାକୁ ଯାଉଛନ୍ତି । ଏହି ଡି-ଲ ହୋଇଗଲେ ଭାରତର ସ୍ଥଳ ସେ-ନା, ବାୟୁ ସେ-ନା ଓ ଜଳ ସେ-ନାଙ୍କୁ ୧୦ ଟି ଲେଖାଏଁ ଡ୍ରୋ-ନ ମିଳିବ ।

କହିଦେଉଛୁ କି ଏହି ଡ୍ରୋ-ନର ଲମ୍ବ ହେଉଛି ୩୬.୧ ଫୁଟ, ଉଚ୍ଚ ୧୨.୬ ଫୁଟ ଓ ୨୨୨୩ କିଲୋ ଓଜନ । ଏହା ଘଣ୍ଟା ପ୍ରତି ୪୮୨ କିଲୋ ମିଟର ବେଗରେ ଯାଇ ପାରିବ । ଏହି ଡ୍ରୋ-ନ ୫୦,୦୦୦ ଫୁଟ ଉଚ୍ଚତାରୁ ଶ-ତ୍ରୁ ଉପରେ ମିସାଇଲ ଆ-କ୍ର-ମ-ଣ କରି ପାରେ । ଏହି ଡ୍ରୋ-ନ ୩୫ ଘଣ୍ଟାରୁ ବି ଅଧିକ ସମୟ ଉଡିପାରିବ । ଏହି ଡ୍ରୋ-ନରେ ଏକ ସ୍ଵତନ୍ତ୍ର ରାଡ଼ାର ବି ଲାଗିଛି । ଯାହାକି ସମୁଦ୍ରର ମଧ୍ୟରେ ଥିବା ଶ-ତ୍ରୁର ବୁଡା ଜାହାଜକୁ ବି ଖୋଜି ବାହାର କରିବା ସହ ତାକୁ ଟାର୍ଗେଟ ବି କରି ପାରିବ ।

ଏଥିରେ ଲାଗିଥିବା କ୍ୟାମେରା ରାତିର ଅନ୍ଧକାରରେ ବି ଶ-ତ୍ରୁକୁ ଖୋଜି ପାରିବ । ଏହି ଡ୍ରୋ-ନକୁ ଦୁଇ ଜଣ ପାଇଲଟ ଗ୍ରାଉଣ୍ଡରେ ରହି ସହଜରେ ଚଳାଇ ପାରିବେ ।

Leave a Reply

Your email address will not be published. Required fields are marked *