ଆଙ୍ଗୁଠି କାଟିବା ପରେ ଏକଲବ୍ୟର କଣ ହେଲା ?

ଏକଲବ୍ୟ ବାସ୍ତବରେ କିଏ ଥିଲେ ? ଧର୍ମ ଗ୍ରନ୍ଥ ମହାଭାରତ ଅନୁସାରେ ଦ୍ଵାପର ଯୋଗରେ ପ୍ରୟାଗ ରାଜ ନିକଟରେ ଶୃଙ୍ଗବେର ପୁର ନାନକ ଗୋଟେ ରାଜ୍ୟ ଥିଲା । ସେହି ସମୟରେ ସେହି ରାଜା ହିରଣ୍ୟ ଧନୁ ଥିଲେ । ଏକଲବ୍ୟ ହିରଣ୍ୟ ଧନୁଙ୍କ ପୁତ୍ର ଥିଲେ । ମହାଭାରତ କାଳରେ ନିଶାଦ ଜାତିକୁ ଶୂଦ୍ର ମାନୁଥିଲେ ସେଥିପାଇଁ ଶୃଙ୍ଗବିର ପୁର ରାଜ୍ୟର ବେସୀ ପାଠ ପଢିବାକୁ ମିଳୁନଥିଲା । ଏକଲବ୍ୟର ପିଲା ବେଳ ନାମ ଅଭିଦ୍ଯୁଂମ୍ନ ଥିଲା, କିଛି ଲୋକଙ୍କର ଏହା କହିବାର ଥିଲାକିପିଲା ବେଳୁ ଏକଲବ୍ୟ ଅଭୟ ନାମରେ ତାଙ୍କୁ ଜାଣିଥିଲେ ।

ଏକଲବ୍ୟ ବାସ୍ତବରେ ଜଣେ କ୍ଷତ୍ରିୟ ରାଜବଂଶ ଥିଲା । ଅଭୟ ଏକଲବ୍ୟ କେମିତି ବଣିଥିଲେ ଆଶାନୁ ଜାଣିବା । ଏକଲବ୍ୟ ପିଲା ବେଳୁ କୁଶାଗ୍ର ବୁଦ୍ଧିର ଧନୀ ଥିଲା । ଯେତେବେଳେ ପାଞ୍ଚ ବର୍ଷରେ ତାଙ୍କର ଶିକ୍ଷା ଗୁରୁକୁଳରେ ଆରମ୍ଭ ହୋଇଥିଲା ତାଙ୍କର ଲଗନ, ବୁଦ୍ଧି ଓ ନିଷ୍ଠାକୁ ଦେଖି ଗୁରୁ ତାଙ୍କର ନାମ ଏକଲବ୍ୟ ରଖିଥିଲେ ।

ସେହି ଗୁରୁ କୂଳରେ ଠାରେ ପୁଲକ ମୁନିଏକଲବ୍ୟର ଧନୁ ଶିକ୍ଷାର ଲଗନ ଓ ଆତ୍ମବିଶ୍ଵାସ ଭରା ଦେଖିଥିଲେ ସେ ତାଙ୍କ ପିତା ରାଜା ହିରଣ୍ୟ ଧନୁ କହିଥିଲେ କି ଏକଲବ୍ୟକୁ ଭଲ ଗୁରୁର ଆବଶ୍ୟକ ରହିଛି । ତା ପରେ ରାଜା ପୁଲକ ମୁନି କଥାରେ ପ୍ରଭାବିତ ହୋଇକି ରାଜା ହିରଣ୍ୟ ଧନୁ ଏକଲବ୍ୟକୁ ଦ୍ରୋଣଭଳି ମହମ ଗୁରୁଙ୍କ ପାଖକୁ ନେଇକି ଯାଇଥିଲେ । ଆଉ ସେଠାରେ ଏକଲବ୍ୟକୁ ତାଙ୍କ ଶିଷ୍ୟ କରିବାର ଆଗ୍ରହ କରିଥିଲେ । ସେଠାରେ ଏକଲବ୍ୟ ଦ୍ରୋଣାଚାର୍ଜ୍ୟକୁ ତାଙ୍କ ଗୁରୁ ମାନିଥିଲେ କିନ୍ତୁ ଗୁରୁ ଦ୍ରୋଣ ଏହା କହି ଶିକ୍ଷା ଦେବାକୁ ମନ କରିଦେଇଥିଲେକି ସେ ରାଜା ପୁତ୍ରଙ୍କ ଅପେକ୍ଷା ଅଲଗା କାହାକୁ ଶିକ୍ଷା ଦେବେନି ବୋଲି କହିଥିଲେ ।

ଏହା ସୂନୀ ଏକଲବ୍ୟ ଆଉ ତାଙ୍କ ନୀରସ ହୋଇ ଘରକୁ ଫେରିଥିଲେ କିନ୍ତୁ ଏକଲବ୍ୟ ହାର ମାନିନଥିଲେ ସେ ଗୁରୁ ଦ୍ରୋଣାଚାର୍ଜ୍ୟଙ୍କ ପ୍ରତିମା ବନାଇ ଧନୁର୍ବିଦ୍ୟାର ଅଭ୍ୟସ କରିବାକୁ ଲାଗିଥିଲେ । ଏମିତି ବହୁତ ଦିନ ବିତିବା ପରେ ଗୁରୁ ଦ୍ରୋଣ କୌରବ ଆଉ ପାଣ୍ଡବଙ୍କୁ ଧନୁର୍ବିଦ୍ୟା ଶିଖାଉଥିଲେ ସେହି ସମୟରେ ଗୋଟିଏ କୁକୁରର ଭୋକିବା ଶବ୍ଦ ଶୁଭିଲା ଜାଫଳରେ ସମସ୍ତଙ୍କ ଧ୍ୟାନ ଭଙ୍ଗ ହୋଇଥିଲା । ଆଉ କିଛି ସମୟ ପାଡ଼େ କୁକୁରର ଭୋକିବା ଶବ୍ଦ ବନ୍ଦ ହୋଇଯାଇଥିଲା ।

ଗୁରୁଙ୍କ ସହିତ ସବୁ ପାଣ୍ଡବ ଆଉ କୌରବ ଯେଉଁଠି କୁକୁଡ଼ା ଭୋକୁଥିଲା ସେଠାରେ ପହଞ୍ଚି ଦେଖିଲେକି କିଏ କୁକୁଡ଼ା ମୁହଁକୁ ବାଣରେ ଭରି ଦେଇଛି ଆଉ ଗୋଟେ ବୁନ୍ଦାର କ୍ତଝରିନି । ଗୁରୁଦ୍ରୋଣ ବହୁତ ଯୋଜରେ କହିଥିଲେ ଏହା କିଏ କରିଛି ତାପରେ ଏକଲବ୍ୟ ପାଖକୁ ଆସି ପ୍ରଣାମ କରିକହିଲା ଗୁରୁଦେବ ଆପଣଙ୍କ କୃପାରୁ ମୁଁ ହିଁ ସେ କୁକୁରର ଏମିତି ଅବସ୍ଥା କରିଛି । ଏକଲବ୍ୟ ମୁହଁରୁ ଶୁଣି ଗୁରୁ ପଚାରିଲେ ବାଳକ ତୁମେ କିଏ ଆଉ ମୁଁ ତୁମର ଗୁରୁ କେମିତି ହୋଇଲି ।

ଗୁରୁଦେବେ ମୁ ସେହି ଏକଲବ୍ୟ ଅଟେ ଯିଏ ପିତା ନିଶାଦ ରାଜ ହିରଣ୍ୟ ଧନୁଙ୍କ ସହିତ ଧନୁର୍ବିଦ୍ୟା ଶିଖିବାକୁ ଯାଇଥିଲି । କିନ୍ତୁ ଆପଣ ମନା କରିଦେଇଥିଲେ । କିନ୍ତୁ ମୁଁ ହାର ମାନିନଥିଲି ଆପଣଙ୍କ ପ୍ରତିମା ବନାଇ ପ୍ରତିଦିନ ଧନୁର୍ବିଦ୍ୟାର ଶିକ୍ଷା କରିଥିଲି । ଆଉ ତାର ପରିଣାମ ଆପଣଙ୍କ ସାମନ୍ନାରେ ଅଛି । ଆଉ ଗୁରୁ ବହୁତ ଖୁସି ହୋଇ ତାକୁ ଆଲିଙ୍ଗନ କରିବାକୁ ଯାଉଥିଲେ ସେତେବେଳେ ସେ ଅର୍ଜୁନ ଙ୍କୁ ଦେଇଥିବା ବଚନ କଥା ମନେ ପଡିଲା । ସେ ଅର୍ଜୁନଙ୍କୁ ବଚନ ଦେଇଥିଲେକି ସେ ତାଙ୍କୁ ଦୁନିଆରା ସବୁଠୁ ବଡ ଧନୁର୍ଦ୍ଧାରୀ ବନେଇବେ । ବଚନ ମାନେ ପଡିଲାରୁ ସେ ସେଇଠି ହିଁ ରହି ଯାଇଥିଲେ ।

ଏକଲବ୍ୟଙ୍କୁ ଗୁରୁ ଦ୍ରୋଣାଚାର୍ଜ୍ୟ କହିଥିଲେ ତାଙ୍କ ପ୍ରତିମା ନିକଟକୁ ନେଇକି ଯିବାକୁ ସେ ଏହା ଦେଖି ଖୁସି ହୋଇଥିଲେ ଆଉ ଭାବିଲେ ଯଦି ଏକଲବ୍ୟ ଏହିଭଳି ଅଭ୍ଯାସ କରେ । ତାହେଲେ ସେ ଅର୍ଜୁନ ଠାରୁ ମଧ୍ୟ ବଡ ଧନୁର୍ଦ୍ଧାରୀ ହୋଇଯିବ ଶେଥି ପାଇଁ ଗୁରୁ ଦ୍ରୋଣାଚାର୍ଜ୍ୟ କହିଥିଲେ ତୁମେ ମୋତେ ତୁମର ଗୁରୁ ମାନୁଚ ଆଉ ବିନା ଗୁରୁ ଦକ୍ଷୀନାରେ କୌଣସିବି ବିଦ୍ୟା ସଫଳ ହୋଇନଥାଏ । ତେବେ ଗୁରୁ ଦକ୍ଷିଣାରେ ମୋତେ କଣ ଦେବେ । ଆଜିଠୁ ମୁ ତୁମକୁ ମୋର ଶିଷ୍ୟ ମାନୁଛି । ଏହାସୁଣୀ ଏକଲବ୍ୟ ଖୁସି ହୋଇ ପଚାରିଲେ ଗୁରୁଦେବ ଦକ୍ଷିଣାରେ ଆପଣଙ୍କୁ କଣ ଦରକାର ।

ଗୁରୁ କହିଥିଲେ ଦକ୍ଷିଣାରେ ମୋତେ ତୁମର ଡାହାଣ ହାତର ଆଙ୍ଗୁଠି ଦରକାର । ପ୍ରଥମେ ସେ ଆଶ୍ଚର୍ଯ୍ୟ ହୋଇଥିଲେ ତାପରେ ତାଙ୍କ ଆଙ୍ଗୁଠି କାଟିକି ଗୁରୁଙ୍କ ପାଦତଳେ ସମର୍ପଣ କରିଥିଲେ । କିଛି ବର୍ଷ ପରେ ଏକଲବ୍ୟ ତାଙ୍କ ରାଜ୍ଯକୁ ଫେରିଥିଲେ ଆଉ ତାଙ୍କର ବିବାହ ହୋଇଥିଲା । କିଛି ଦିନପରେ ତାଙ୍କ ପିତାଙ୍କ ଚାଲିଯାଇଥିଲେ ତାପରେ ଏକଲବ୍ୟ ତାଙ୍କ ରାଜ୍ଯର ଶାସକ ହୋଇଥିଲେ । ଶାସକ ବନିବା ପାଡ଼େ ନିଶାଦ ଜାତିର ଲୋକଙ୍କୁ ଶଶକ୍ତ ସେନା ଆଉ ନୌ ସେନା ଗଠିତ କରିଥିଲେ ।

ଏହି ସମୟରେ ସେ ମଗଧ ନରେଶ ଜରାସନ୍ଧଙ୍କ ସହିତ ଯାଇ ମିସିଥିଲେ । ଜରାସନ୍ଧ ଶ୍ରୀକୃଷ୍ଣଙ୍କ ବହୁତ ବଡ ଶତ୍ରୁ ଥିଲା । ଏକଲବ୍ୟ ଜରାସନ୍ଧ ସହିତ ମିତ୍ରତା କଳା ପରେ ଠାରେ ଏକଲବ୍ୟ ଜରାସନ୍ଧ ପକ୍ଷରେ ଯୁଧ୍ୟ କରିବାକୁ ଯାଇଥିଲା । ଦେଖୁ ଦେଖୁ ସେ ପୁରା ଯାଦବ ସେନାର ବଦ୍ଧ କରିଥିଲା ଏହା ଶୁଣି ଶ୍ରୀକୃଷ୍ଣ ଆସିଥିଲେ ଆଉ ଭାବିଲେ ଏକଲବ୍ୟ ଭବିଷ୍ୟତରେ ଥିବା ମହାଭାରତ ଯୁଧ୍ୟ ପାଇଁ ବିପଦ ହୋଇପାରନ୍ତି ସେଥିପାଇଁ ତାଙ୍କ ନାସ ଅବଶ୍ୟ ଅଟେ ସେଥିପାଇଁ ସେ ଏକଲବ୍ୟକୁ ବଦ୍ଧ କରିଥିଲେ ।

Leave a Reply

Your email address will not be published. Required fields are marked *