ବାଛନ୍ତୁ କୌଣସି 1 ନମ୍ବର ଓ ଜାଣନ୍ତୁ ଆପଣଙ୍କ ମଧ୍ୟରେ ସବୁ ଖାସ ଦିନ କାହାର ମନେ ରୁହେ ? Love Quiz

ବନ୍ଧୁଗଣ ପ୍ରେମର ପରିଭାଷା ନାହିଁ । ପ୍ରେମକୁ ସାଧାରଣତ ପ୍ରକାଶ କରିହେବ ନାହିଁ । ପ୍ରେମ ଏଭଳି ଏକ ଅନୁଭୂତି ଯାହାକି ସମସ୍ତଙ୍କୁ ହୋଇଥାଏ । ମାତ୍ର ଏହା କାହାକୁ କେତେବେଳେ ହୋଇଯାଇଥାଏ ତାହା କହିହୁଏ ନାହିଁ । ଯେଉମାନେ ପ୍ରେମରେ ପଡିଥାନ୍ତି ସେମାନେ ସାଧାରଣତ ଭୋକ ଶୋଷ ଭୁଲିଯାଇଥାନ୍ତି । ସତରେ ଏକ ନିଆରା ଅନୁଭୂତି ଅଟେ ତାହା କାହାକୁ ସହଜରେ ପରିପ୍ରକାଶ କରି ହେବନାହିଁ । ମାତ୍ର ଯଦି ପ୍ରେମରେ ଉଭୟଙ୍କ ପ୍ରତି ବୁଝାମଣା ଠିକ ନଥିବା ତେବେ ତାହା ଅଧିକ ସମୟ ଧରି ଚାଲିନଥାଏ ।

କ୍ରମଶ ତାହା ଯନ୍ତ୍ରଣା ଏବଂ ପୀଡା ର ବିଷୟ ହୋଇଥାଏ । ବନ୍ଧୁଗଣ ଆଜି ଆମ୍ଭେ ଆପଣଙ୍କୁ ପ୍ରେମୀ ଯୁଗଳ ମାନଙ୍କ ସମ୍ବନ୍ଧରେ କିଛି ରୋମାଞ୍ଚକ କଥା କହିବାକୁ ଯାଉଅଛୁ । ବନ୍ଧୁଗଣ ଏହାକୁ ଗୋଟିଏ ଖେଳ ମାଧ୍ୟମରେ ଆମେ ପରିପ୍ରକାଶ କରିବାକୁ ଯାଉଅଛୁ, ଆପଣ ୧ ରୁ ୧୦ ମଧ୍ୟରେ ଯେ କୌଣସି ନମ୍ବର ମନରେ ବାଛି ନିଅନ୍ତୁ । ଏହା ପରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯେ ଆପଣ ଦୁହିଙ୍କର ଖାସ ମୂହୁର୍ତ୍ତ ଅଥବା ଆପଣଙ୍କ ସ୍ପେଶିଆଲ ଦିନ ଟି କିଏ ନିଜ ହୃଦୟରେ ସାଇତି ରଖିଛି ।

୧- ଆପଣ ମନେ ରଖିଛନ୍ତି । କାରଣ ଆପଣ ସେହି ଖାସ ଦିନଟିକୁ ଭୁଲିବାକୁ ଚାହୁଁନାହାନ୍ତି ।

୨- ତାଙ୍କୁ, କାରଣ ତାଙ୍କୁ ଦିନ ଗୁଡିକ ମନେ ରୁହେ ।

୩- ଆପଣଙ୍କୁ, କାରଣ ଆପଣଙ୍କୁ ତାଙ୍କୁ ଉପହାର ଦେବା ବହୁତ ଭଲ ଲାଗିଥାଏ ।

୪- ତାଙ୍କୁ, କାରଣ ତାଙ୍କୁ ସବୁଠାରୁ ପ୍ରଥମେ ୱିଶ କରିବା ପସନ୍ଦ ଅଟେ ।

୫- ତାଙ୍କୁ, କାରଣ ତାଙ୍କୁ ଖାସ ଦିନ ଗୁଡିକର ବହୁତ ଉତ୍ତକଣ୍ଠା ସହିତ ଅପେକ୍ଷା ରହିଥାଏ ।

୬- ଆପଣଙ୍କୁ, କାରଣ ଆପଣଙ୍କୁ ଖାସ ଦିନ ଗୁଡିକୁ ଖୋଲିକି ଜୀଇବାକୁ ଭଲ ଲାଗିଥାଏ ।

୭- ଆପଣଙ୍କୁ , କାରଣ ଆପଣ ସବୁଠାରୁ ପ୍ରଥମେ ତାଙ୍କୁ ଜନେବାକୁ ଭଲ ପାଆନ୍ତି ।

୮- ତାଙ୍କୁ, କାରଣ ତାଙ୍କୁ ଏହି ସ୍ପେଶିଆଲ ଡେଟ ସେଲିବ୍ରେଟ କରିବାକୁ ବହୁତ ଉତ୍ତକାଣ୍ଠା ରହିଅଛି ।

୯- ଆପଣଙ୍କୁ, କାରଣ ଆପଣଙ୍କ ପାଇଁ ଖାସ ଦିନ ବହୁତ ମହତ୍ଵ ରଖିଥାଏ ।

୧୦- ତାଙ୍କୁ, କାରଣ ସେ ତାଙ୍କ ଜୀବନରେ ଆପଣଙ୍କୁ ବହୁତ ସ୍ପେଶିଆଲ ମନେ କରନ୍ତି । ପ୍ରାଏ ସମସ୍ତେ ନିଜ ଜୀବନସାଥି ସହିତ ପାଦରେ ପାଦ ମିଶାଇ ଚାଲିବାକୁ ଚାହିଥାନ୍ତି । ସେମାନେ ବହୁତ ଆଶା ଆକାଂକ୍ଷା ସହିତ ଆଗକୁ ବଢିବାକୁ ଚାହିଥାନ୍ତି ।

ବନ୍ଧୁଗଣ ମାତ୍ର ତାହା ଯଦି ଆଗକୁ ଯାଇ ଯଦି ପ୍ରତାରଣର କାରଣ ହୋଇଥାଏ ତେବେ, ବହୁତ ସମସ୍ଯା ଉପୁଜିଥାଏ । ଧୋକା ଖାଇଥିବା ପ୍ରେମିକ ଏତେ ଯନ୍ତ୍ରଣା ସହି ନପାରି ବହୁତ ଗଭୀର ହୋଇଯାଇଥାଏ । ଏବଂ କ୍ରମଶ ଏକୁଟିଆ ରହିବାକୁ ପସନ୍ଦ କରିଥାଏ । ଏଣୁ ଗୋଟିଏ ଅନୁରୋଧ ଯଦି ଆପଣ କାହା ସହିତ ପ୍ରେମ ସମ୍ପର୍କରେ ଅଛନ୍ତି ତେବେ, ଆପଣ ତାଙ୍କୁ କେବେ ମଧ୍ୟ ଧୋକା ଦିଅନ୍ତୁ ନାହିଁ । ଜଣଙ୍କୁ ଯଦି ଆପଣ ପସନ୍ଦ କରିଛନ୍ତି ତେବେ, ତାଙ୍କ ସହିତ ସବୁ ସୁଖ ଦୁଖ ରେ ସାଥ ଦେବାପାଇଁ ଚେଷ୍ଟା କରନ୍ତୁ । ବନ୍ଧୁଗଣ ଏହାଥିଲା ପ୍ରେମ ସମ୍ବନ୍ଧରେ ବିଶେଷ ଟିପ୍ପଣୀ ଯଦି ଆପଣଙ୍କୁ ଏହା ଭଲ ଲାଗିଥାଏ, ତେବେ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *