ଆଙ୍ଗୁଠିର ଗଠନରୁ ଜାଣନ୍ତୁ ନିଜର ସ୍ଵଭାବ ଓ ଭବିଷ୍ୟତ ସହ ଜଡିତ କିଛି ରାଜ୍

କୌଣସି ବ୍ୟକ୍ତି ର ଯଦି ହାତ ରେଖା ଭଲଭାବେ ପଢା ଯାଏ ତାହେଲେ ସେହି ବ୍ୟକ୍ତି ର ଭୁତ ବର୍ତ୍ତମାନ ଏବଂ ଭବିଷ୍ୟତ ସହଜ ରେ ଜଣା ପଡିଯିବ । ହସ୍ତ ରେଖା ବିଶେଷଜ୍ଞ ଅନୁଯାଇ ଆଙ୍ଗୁଳି ବି ବ୍ୟକ୍ତି ବିଷୟ ରେ କହିଥାଏ, ପ୍ରତ୍ୟକଟି ମଣିଷର ଅଲଗା ଅଲଗା ପ୍ରକାର ଆଙ୍ଗୁଳି ଥାଏ । ଏହି ଆଙ୍ଗୁଳି ମାନଙ୍କ ରେ ପ୍ରଥମ କୁ ତର୍ଜନୀ, ଦ୍ଵିତୀୟ କୁ ମଧ୍ୟମା, ତୃତୀୟ କୁ ଅନାମିକା ଏବଂ ଚତୁର୍ଥ କୁ କନିଷ୍ଠା କୁହାଯାଏ, ଏବଂ ପ୍ରତ୍ୟକ ଆଙ୍ଗୁଳି କୁ ତିନ ଭାଗ ରେ ବଣ୍ଟା ହୋଇ ଥାଏ ।

ଏହି ଆଙ୍ଗୁଳି ବୃହସ୍ପତି, ଶନି, ସୂର୍ଯ୍ୟ ଏବଂ ବୁଧ ଉପରେ ଆଧାରିତ ଥାଏ, ଆସନ୍ତୁ ଜାଣିବା ଆପଣଙ୍କ ଆଙ୍ଗୁଳି ର ରହସ୍ୟ

ଯଦି କୌଣସି ଲୋକ ର ଆଙ୍ଗୁଳି ଲମ୍ବା ଏବଂ ବିନା ଗଣ୍ଠି ର ଥାଏ ତାହେଲେ ସେହି ଲୋକ କଳା, ସାହିତ୍ୟ ପ୍ରେମୀ ତଥା ଧାର୍ମିକ ଚିନ୍ତନ ର ହୋଇଥାଏ ଏବଂ ଏହି ଲୋକଙ୍କ ମଧ୍ୟ ରେ ଅଲଗା ଲୋକଙ୍କ ଅପେକ୍ଷା କାମ କରିବା ରେ କମ ରୁଚି ଥାଏ ।

ଯଦି କେଉଁ ଲୋକ ର ଆଙ୍ଗୁଳି ଲମ୍ବା ହୋଇଥାଏ ତାହେଲେ ଏମିତିଆ ଲୋକ ଅଲଗା ଲୋକଙ୍କ କାମ ରେ ହସ୍ତକ୍ଷେପ କରିଥାନ୍ତି ।

ଯଦି କାହାର ଆଙ୍ଗୁଳି ଛୋଟ ଛୋଟ ହୋଇଥାଏ ତାହେଲେ ସେହି ଲୋକ ବୁଦ୍ଧିମାନ ହୋଇଥାଏ, ଛୋଟ ଆଙ୍ଗୁଳି ଲୋକ ପ୍ରାୟତଃ ସୁସ୍ଥ, ସ୍ଵାର୍ଥୀ ଏବଂ କୃର ହୋଇଥାନ୍ତି । ଯେଉଁ ଲୋକ ର ପ୍ରଥମ ଆଙ୍ଗୁଳି ବଡ ହୋଇଥାଏ ସେହି ଲୋକ ଅଲଗା ଲୋକଙ୍କ ଉପରେ ହୁକୁମ କରିବାକୁ ଚାହାଁନ୍ତି ।

ଯେଉଁ ଲୋକ ର ସବୁ ଆଙ୍ଗୁଳି ମିଶାଇଲେ ତର୍ଜନୀ ଏବଂ ମଧ୍ୟମା ମଝିରେ ଫାଙ୍କା ଦେଖା ଯାଏ ସେହି ଲୋକ ର ୩୫ବର୍ଷ ପର୍ଯ୍ୟନ୍ତ ଧନ କମ ରହିବ, ଯଦି ମଧ୍ୟମା ଏବଂ ଅନାମିକା ଆଙ୍ଗୁଳି ମଝିରେ ଫାଙ୍କା ଥାଏ ତାହେଲେ ଲୋକ କୁ ଜୀବନ ମଧ୍ୟମ ଯାଏ ଧନର ଅଭାବ ରହିବ ।

ଅନାମିକା ଏବଂ କନିଷ୍ଠା ବୁଢା ବୟସରେ ନିର୍ଦ୍ଧନତା ଆଣି ଥାଏ । ଯେଉଁ ଲୋକ ର କନିଷ୍ଠା ଆଙ୍ଗୁଳି ଛୋଟ ଏବଂ ଅଙ୍କା ବଙ୍କା ଥାଏ ସେହି ଲୋକ ସବୁ କାମରେ ତରତର ହୁଏ ଏବଂ ଲୋକଙ୍କ ପ୍ରତି ବେଇମାନ ହୋଇଥାଏ ।

ଆର୍ଟିକୀଲ ଟି ଭଲ ଲାଗିଥିଲେ ସାଙ୍ଗମାନଙ୍କ ସହିତ ସେଆର କରିବେ ।  ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *