ଆପଣଙ୍କର କେତେ ଆୟୁଷ ଲେଖିଛନ୍ତି ଭଗବାନ, ଘର ବସି ଜାଣନ୍ତୁ, ଏହି ସହଜ ଉପାୟରେ

ଜୀବନରେ ଜନ୍ମ ଓ ମୃତ୍ୟୁ ର ଖେଳ ଲାଗିରହିବା । ଜନ୍ମ ହେବା ପାଇଁ ମାରିବାକୁ ହେବ । ଏହା ହେଉଛି ସୃଷ୍ଠୀ ର ନିୟମ । ପୃଥିବୀ ରେ ଥିବା ସବୁ ପ୍ରାଣୀଙ୍କ ର ଜନ୍ମ ସହ ମୃତ୍ୟୁ ଲାଗି ରହିଛି, ଅତୀତ କାଳ ରୁ ବର୍ତମାନ ପର୍ଯ୍ୟନ୍ତ ଏହି ପର୍ଯ୍ୟାୟ ଲାଗିରହିଛି । ଏହା ହେଲା ପ୍ରକୃତି ର ନିୟମ । ଜନ୍ମ ଓ ମୃତ୍ୟୁ ର ଏପରି ସମ୍ବନ୍ଧ ରହିଛି ଯାହାକି ଜନ୍ମ ବିନା ମୃତ୍ୟୁ ର କିଛି ବି ମୂଲ୍ୟ ନାହିଁ । ଯଦି ପ୍ରାଣୀ ଜନ୍ମ ହିଁ ହବନି ସେ ମରିବ କେମିତି ।

ପୃଥିବୀ ରେ ଏକ ପ୍ରାଣୀ ଜନ୍ମ ହୁଏ, ସେ ଧୀରେ ଧୀରେ ବଡ ହୁଏ, ଶେଷରେ ବାର୍ଦ୍ଧକ୍ୟ ଅବସ୍ଥା ଆସେ ଓ ଏହାର ପର ଅବସ୍ଥା ହେଉଛି ମୃତ୍ୟୁ ।

ଜନ୍ମ ହୋଇଥିବା ସବୁ ବ୍ୟକ୍ତି ଜାଣିଛନ୍ତି ସେ ଜନ୍ମ ହୋଇଛନ୍ତି ତ ମରିବେ ହେଲେ ସବୁ ଲୋକ ଅଧିକ ବର୍ଷ ବଞ୍ଚିବାକୁ ଚାହାନ୍ତି ଓ ଜୀବନର ସବୁ ଆନନ୍ଦ ନବାକୁ ଚାହାନ୍ତି । ସବୁ ମଣିଷ ଜାଣିବାକୁ ଚାହାନ୍ତି ସେ କେବେ ଓ କେମିତି ମରିବେ । ଆଜି ଆମେ ଆପଣଙ୍କୁ ଏକ ଏମିତି ଉପାୟ କହିବୁ ଯାହାଦ୍ୱାରା ଆପଣ ଘରେ ବସିକି ଜାଣିପାରିବେ ଆପଣଙ୍କ ଆୟୁଷ କେତେ ଅଛି  । ଅବଶ୍ୟ ଆପଣ ଏହି ସବୁ କଥା କୁ ବିଶ୍ଵାସ ନ କରିପାରନ୍ତି ହେଲେ ବେଦ ଓ ପୁରାଣ ଶାସ୍ତ୍ର ରେ ଜୀବନ ର ମୃତ୍ୟୁ ବିଷୟରେ ବିସ୍ତାରରେ ଲେଖାହୋଇଛି ।

ଶାସ୍ତ୍ର ଅନୁଯାୟୀ ଆମ ମଥାର ଚାରିଟି ଗାର ୨ କାନ ପଟି କୁ ଯୋଡିଥାଏ । ମାନେ ଗୋଟେ କାନ ପଟି ରୁ ଅନ୍ୟ କାନ ପଟି ପର୍ଯ୍ୟନ୍ତ । ଯାହାର ମଥା ରେ ଏହି ଗାର ମିସିଥାଏ ସେମାନଙ୍କର ବୟସ ସିମା ଅଧିକ ଥାଏ ସେମାନେ ଅଧିକ ଦିନ ବଞ୍ଚିଥାନ୍ତି ।

ଯଦି ମଥା ରେ ଥିବା ରେଖା ସ୍ପର୍ଷ୍ଟ ଦେଖାଯାଏ ତାହାଲେ ଗୋଟେ ରେଖା ରେ ୨୫ ବର୍ଷ ର ଆୟୁଷ ଦର୍ଶାଇଥାଏ, ଯେତେଟା ରେଖା ଥିବ ସେତେ ଶୁଭ ।

ପୁରାଣ ଅନୁଯାୟୀ ଯଦି ଆମେ ଆମର ଆଙ୍ଘୁଠି ମାଧ୍ୟମରେ ନିଜ ଶରୀରକୁ ମାପିବା ଯଦି ୧୦୮ ଆଙ୍ଗୁଠି ହେବ ତ ବହୁତ ଶୁଭ । ଯଦି ୧୦୦ ଆଙ୍ଗୁଠି ହେଉଥିବା ତାହାଲେ ତାର ମଧ୍ୟମ ଆୟୁ ହୋଇଥାଏ । ଏହି ଉପାୟ ମାଧ୍ୟମରେ ଆପଣମାନେ ଘରେ ବସିକି ନିଜ ଆୟୁଷ ଜାଣିପାରିବେ ।

Leave a Reply

Your email address will not be published. Required fields are marked *