ଯଦି କୌଣସି ବ୍ୟକ୍ତିଙ୍କୁ ହଟାତ ଆସେ ହାର୍ଟ ଅଟ୍ଟାକ୍କ ତେବେ ତୁରନ୍ତ କରନ୍ତୁ ଏହି କାମ, ବଞ୍ଚି ପାରେ ଜୀବନ

ଆପଣ ଜାଣିଛନ୍ତି ହୃତପିଣ୍ଡ ଆମ ଶରୀର ମହତ୍ବପୂର୍ଣ ଅଙ୍ଗ ଅଟେ । କାରଣ ଶରୀରର ସମସ୍ତ ଭାର ହୃତପିଣ୍ଡ ଉଠାଇଥାଏ । ଏଥିପାଇଁ ଆମକୁ ମଧ୍ୟ ଏହାର ସୁରକ୍ଷାର ଧ୍ୟାନ ଦେବାକୁ ପଡିବ । କିନ୍ତୁ ଆଜିକାଲିର ଖାଦ୍ୟପେୟ ଏବଂ ଜୀବନଶୈଳୀରେ ହୃଦଘାତ ଏକ ସାଧାରଣ ଘଟଣା ହେଇ ଗଲାଣି । ଏହି ହୃଦଘାତ ଯୋଗୁଁ ଲକ୍ଷ ଲକ୍ଷ ଲୋକ ମୃତ୍ୟୁ ବରଣ କରୁଛନ୍ତି । ହୃଦଘାତ ହେବାର ଅନେକ କାରଣ ଅଛି । କିନ୍ତୁ ଆମେ କଣ କେବେ ଚିନ୍ତା କରିଛନ୍ତି କି ଯଦି ଆପଣଙ୍କ ସମ୍ମୁଖରେ କାହାକୁ ଅଚାନକ ହୃଦଘାତ ହୁଏ ତେବେ ଆପଣ କଣ ପଦକ୍ଷେପ ନେବେ ।

କଣ କାଲେ ସେ ବ୍ୟକ୍ତିର ଜୀବନ ବଞ୍ଚିଯିବାର ସୁଯୋଗ ସୃଷ୍ଟି ହେବ ? ତେବେ ଆଜି ଆମେ ଜଣେଇଦେବୁ ଏହି ପରିସ୍ଥିତିର ମୁକାବିଲା କରିବା ପାଇଁ । ତେବେ ଆସନ୍ତୁ ଜାଣିବା ।

ହୃତପିଣ୍ଡକୁ ସୁରକ୍ଷିତ ତାଖିବା ପାଇଁ ଆମକୁ ପ୍ରତ୍ୟକ ଦିନ ବ୍ୟାୟାମ ଏବଂ ଭଲ ଓ ସୁସ୍ଥ ଖାଦ୍ୟ ଗ୍ରହଣ କରିବାକୁ ପଡିବ । କିନ୍ତୁ ସବୁ ଠିକ ଠାକ ରହି ମଧ୍ୟ କିଛି ଲୋକଙ୍କୁ ହୃଦଘାତ ଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ତେବେ ଏହି ପ୍ରକାରର ସମସ୍ୟାର ଆମେ କିପରି ନିବାରଣ କରିବା ଆଜି ଆମେ ଏହି ପୋଷ୍ଟ ମାଧ୍ୟମରେ ପଢିବା । ତେବେ ଆସନ୍ତୁ ଜାଣିବା ଏହି ବିଷୟରେ ।

·         ଯଦି ଆପଣଙ୍କୁ ଭବିଷ୍ୟତରେ ହୃଦଘାତ ଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡେ ତେବେ ସର୍ବ ପ୍ରଥମେ ନିକଟସ୍ଥ ଡାକ୍ତରଖାନର ଆମ୍ବୁଲାନ୍ସ କୁ ନିଜ ଘରକୁ ଡାକିବାକୁ ପଡିବ ।

·         ଏହାପରେ ହୃଦଘାତ ଆସିଥିବା ବ୍ୟକ୍ତିର ପଲ୍ସକୁ ପରିକ୍ଷା କରିବାକୁ ପଡିବ ଯେ ବ୍ୟକ୍ତିର ଧଡକନ ଚାଲୁଅଛି ନା ନାହିଁ ।

·         ଯଦି ବ୍ୟକ୍ତିର ଧଡକନ ଚାଲୁନାହିଁ ତେବେ ତାକୁ ମୃତ ବୋଲି ଭାବନ୍ତୁ ନାହିଁ ।

·         ତୁରନ୍ତ ତାର ମୁହଁରେ ମୁହଁ ଲଗାଇ ତାର ଶରୀରରେ ନିଶ୍ଵାସ ଭରନ୍ତୁ, ଯାହାଦ୍ୱାରା ବ୍ୟକ୍ତିର ପଲ୍ସ ପୁନଶ୍ଚ କାମ କରିବ ।

·         ବ୍ୟକ୍ତିର ପଲ୍ସ କାର୍ଯ୍ୟକରିବା ପରେ ଯେତେ ପର୍ଯ୍ୟନ୍ତ ଡାକ୍ତର ଆସି ନାହାନ୍ତି ସେତେ ପର୍ଯ୍ୟନ୍ତ ତାହାର ଛାତିକୁ ଧୀରେ ଧୀରେ ଦବାଇବା ଉଚିତ । ଏହା କରିବା ଦ୍ଵାରା ବ୍ୟକ୍ତିକୁ ଶ୍ଵାସକ୍ରିୟା କରିବାରେ ସହଯୋଗ ମିଳିଥାଏ ।

·         ଯଦି ଆଚାନାକ ହୃଦଘାତ ଆସେ ତେବେ ଜୋର ଜୋରରେ ଖାସିବା ଉଚିତ । ହୃଦଘାତରୁ ବଞ୍ଚିବା ପାଇଁ ଏହା ସବୁଠାରୁ ସହଜ ଏବଂ କାର୍ଯ୍ୟକାରୀ ଉପାୟ । ଏତେ ଜୋରେ ଖାସିବା ଦରକାର ଯେମିତି ମୁଖରୁ ଲାଳ ବାହାରିବ । ଏହାପରେ ଲାମ୍ବା ନିଶ୍ଵାସ ନିଅନ୍ତୁ ଏବଂ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଅନ୍ତୁ ।

Leave a Reply

Your email address will not be published. Required fields are marked *