୮.୫ ଲକ୍ଷ୍ୟ କର୍ମଚାରୀ ମାନଙ୍କୁ ମିଳିପାରେ ବଡ ହୋଲି ଉପହାର, ଦରମାରେ ହେବ ୧୫%ବୃଦ୍ଧି

ପବ୍ଲିକ ସେକ୍ଟର ବ୍ୟାଙ୍କରେ କାମ କରୁଛନ୍ତି ୮.୪୭ ଲକ୍ଷ୍ୟ କର୍ମଚାରୀଙ୍କ ଦରମାରେ ୧୫%ବୃଦ୍ଧି ହେବାକୁ ଯାଉଛି । ସରକାରଙ୍କ ନିର୍ଦେଶରେ ପବ୍ଲିକ ସେକ୍ଟର ବ୍ୟାଙ୍କର ସଂଗଠନ ଇଣ୍ଡିଆନ ବ୍ୟାଙ୍କ ଏସୋସିଏସନ କର୍ମଚାରୀଙ୍କ ଦରମାରେ ଏତିକି ବୃଦ୍ଧି ପାଇଁ ପ୍ରସ୍ତୁତି ହୋଇଗଲାଣି । ଏହା ସହିତ ବ୍ୟାଙ୍କ କାମ ସପ୍ତାହରେ ୫ଦିନ କଲେ ବି ସହମତି ହେଇ ପାରିବ । କୁହାଯାଇଛି ବ୍ୟାଙ୍କ ଯୁନିଅନ କଥାବାର୍ତା ଆଗକୁ ବଢିବା ଦ୍ଵାରା ହିଁ ୧୧ ରୁ ୧୩ ମାର୍ଚର ଧର୍ମଘଟ ଏହି ମଉକାରେ ହଟାଇ ଦିଆଯାଇଛି ।

ଅଲ ଇଣ୍ଡିଆ ବ୍ୟାଙ୍କ ଏମ୍ପ୍ଲୋଇଜ ଏସୋସିଏସନ ର ଅନୁସାରେ IBA ସହିତ ବୈଠକରେ କିଛି ମୁଦ୍ରାରେ ଭଲ ପ୍ରଗତି ହୋଇଛି । ଏଥିରେ କର୍ମଚାରୀଙ୍କ ଦରମା ୧୫% ବଢିବା ସହିତ ୱାକିଙ୍ଗ କାର୍ଯ୍ୟକ୍ରମ ୫ଦିନ ସପ୍ତାହରେ ବି ସହମତି ହେଇଛି ।

ଆଇବିଏ ଏହି ମୁଦ୍ରା ଉପରେ ଆଗକୁ ବଢିବା ପାଇଁ ପ୍ରସ୍ତୁତି ହେଉଛି । କର୍ମଚାରୀଙ୍କ ଦରମା ବଢିବାର କଥା ରାଜ୍ୟସଭା ରେ ବି ଉଠି ସାରିଛି । ରାଜ୍ୟସଭାରେ ଅର୍ଥମନ୍ତ୍ରୀ ଅନୁରାଗ ସିଂହ ଠାକୁର କହିଛନ୍ତି କି ସରକାର ପବ୍ଲିକ ସେକ୍ଟର ବ୍ୟାଙ୍କ ର ଏସୋସିଏସନ ଆଇବିଏ କୁ ଏଥିପାଇଁ ଡାଇରେକ୍ସନ ଦେଇଛନ୍ତି । ଠାକୁର ଙ୍କ କହିବା ଅନୁସାରେ ଆଇବିଏ କହିଛନ୍ତି କି ପବ୍ଲିକ ସେକ୍ଟର ବ୍ୟାଙ୍କ ର ୮.୪୭ ଲକ୍ଷ କର୍ମଚାରୀଙ୍କ ଦରମା ରେ ସଂଶୋଧନ ୧ ନଭେମ୍ବର ୨୦୧୭ରେ ଆରମ୍ଭ ହୋଇଛି । ଏସୋସିଆସନ ଏବଂ ପିବିଏସ କର୍ମଚାରୀଙ୍କ ଭିତରେ କଥାବାର୍ତା ଚାଲିଛି । କର୍ମଚାରୀଙ୍କୁ ୧ମାସର ଦରମା ଆଡଭାନ୍ସରେ ଦିଆଯାଇଛି ।

କଣ ଥିଲା ଦାବି

ବ୍ୟାଙ୍କ କର୍ମଚାରୀ ମାନେ ନିଜର ଦରମା ୨୫%ବଢାଇବା ପାଇଁ ଦାବି କରୁଛନ୍ତି । ଆଇବିଏ ଏହାକୁ ୧୨% ପର୍ଯ୍ୟନ୍ତ ବଢାଇବାକୁ ରାଜି ଅଛି । ଏବେ ୧୫% ଉପରେ ସହମତି ହେବାର ଦେଖା ଯାଉଛି । ବ୍ୟାଙ୍କ କର୍ମଚାରୀଙ୍କ ଦରମା ବଢିବାର ଘଟଣା ନଭେମ୍ବର ୨୦୧୭ ରୁ ଝୁଲି ରହିଛି । ଏଥିପାଇଁ କେତେ ଥର ବ୍ୟାଙ୍କ ଯୁନିଅନ ଏବଂ ଆଇବିଏ ଙ୍କ ଭିତରେ ବୈଠକ ବି ହୋଇଛି ,କିନ୍ତୁ କୌଣସି ଫଳାଫଳ ବାହାରିଲା ନାହିଁ ।

୫ବର୍ଷ ପରେ ବଢିଥାଏ ଦରମା

ବ୍ୟାଙ୍କ କର୍ମଚାରୀଙ୍କ ଦରମାରେ ପ୍ରତି ୫ ବର୍ଷରେ ବଢିଥାଏ । ଗତ ଥର ବି ଦରମା ୨୦୧୨ ବଦଳରେ ୨୦୧୫ ରେ ହୋଇ ଥିଲା । ଆଇବିଏ ଏହି କଥାକୁ ହଟାଇବା ପାଇଁ ଏକ କମିଟ ବି ତିଆରି କରିଥିଲେ । ବେଦେଶୀ ବ୍ୟାଙ୍କ ଏବଂ ଅନ୍ୟ କମ୍ପାନୀର ସ୍ୱରୂପ ଉପରେ ୫ ଦିନ ସପ୍ତାହ ,ବ୍ୟାଙ୍କ ଷ୍ଟାଫଙ୍କ କମିକୁ ଦୂର କରିବା ଏବଂ ପୁରୁଣା ସମସ୍ୟାରେ ସୁଧାର କରିବା ସହିତ ଅନ୍ୟ ବାଟ ବି କରୁଛନ୍ତି ।

Leave a Reply

Your email address will not be published. Required fields are marked *