Special Report: ବୈଜ୍ଞାନିକ ମାନଙ୍କର ଦାବି ଆଉ କେହି ବୁଢା ହେବେନି! କେମିତି ଜାଣନ୍ତୁ

ବୁଢା ପଣର ଲକ୍ଷଣ ଆପଣଙ୍କ ଆତ୍ମ ବିଶ୍ବାସକୁ ନଷ୍ଟ କରୁଛିକି, ଯଦି ସେଭଳି କିଛି ହେଉଛି ଚିନ୍ତା କରନ୍ତୁ ନାହିଁ ।   କାରଣ ମଣିଷ ତା ଜୀବନର ପ୍ରତିଟି ପାହାଚ ଅତିକ୍ରମ କରି ଦିନେ ବାର୍ଦ୍ଧକ୍ୟରେ ପହଞ୍ଚେ । ଆଉ ଏହି ବାର୍ଦ୍ଧକ୍ୟ ମଣିଷ ପାଇଁ ବହୁତ କଷ୍ଟ ଦାୟକ ଅଟେ । ଯେଉଁଥି ପାଇଁ ମଣିଷ ତାର ବୁଢାପାକୁ ନେଇ ଚିନ୍ତାରେ ପଡିଯାଏ କିନ୍ତୁ ଏବେ ଆପଣଙ୍କୁ ଔ ଚିନ୍ତା କରିବାକୁ ପଡିବନି । ଖୁବ ଶୀଘ୍ର ଆପଣଙ୍କ ବାର୍ଦ୍ଧକ୍ୟ ଚିନ୍ତାକୁ ଦୂର କରିପାରନ୍ତି ଇଜ୍ରାଏଲ ବୈଜ୍ଞାନିକ ।

ଟେଲ ହବିବ ୟୁନିଭରସିଟି ଏବଂ ସମୀର ମେଡିକାଲ ସେଣ୍ଟରର ବୈଜ୍ଞାନିକ ମାନେ ବଢୁଥିବା ବୟସକୁ ରୋକୀ ପାରୁଥିବା ଦାବି କରିବା ସହ ଅମ୍ଳଜାନ ଭିତିକ ଚିକିତ୍ସା ଦ୍ଵାରା ଆପଣଙ୍କୁ ଯୁବା ଅବସ୍ତା ଫେରାଇ ଆଣିବେ ବୋଲି କହିଛନ୍ତି ।

ବଡ କଥା ହେଉଛି କେବଳ ବୟସ ବଢିବାକୁ ରୋକିବନି ବରଂ ଅନେକ ରୋଗକୁ ମଧ୍ୟ ଠିକ କରିପାରେ ବୋଲି ଅଧିକାରୀ ଦାବି କରିଛନ୍ତି । ଏହି ଅଧ୍ୟୟନରେ ସାମିଲ ବୈଜ୍ଞାନିକ ମଧ୍ୟରୁ ସାଇପ୍ରାଟି ଟି ଜେରୁସେଲମ  ପୋଷ୍ଟକୁ କହିଛନ୍ତି ଜଣେ ବ୍ୟକ୍ତିର ଏହି ପ୍ରକ୍ରିୟା ଦ୍ଵାରା ବୟସ ବୃଦ୍ଧିକୁ ସାମାନ୍ୟ ରୋକାଯାଇପାରିବ । ଟୋଲମେର କ୍ଷୁଦ୍ର ପ୍ରଣାଳୀକୁ ଜୀବ ବିଜ୍ଞାନର  ହୋଲିକ୍ରଲ ବୋଲି ବର୍ଣନା କରାଯାଇଛି । ଏହି ପ୍ରଣାଳୀ ବାର୍ଦ୍ଧକ୍ୟ ପ୍ରକ୍ରିୟାକୁ ହ୍ରାସ କରିବା ବୋଲି ସେମାନେ ଦାବି କରିଛନ୍ତି  ।

ଏଥିସହ କୁହାଯାଇଚିକି ଯୁବ ବୈଜ୍ଞାନିକ ମାନଙ୍କ ପାଇଁ ନୂଆ ଆଶା ହୋଇ ସାମନାକୁ ଆସିବ । ଆଉ ଜେନ ବୈଜ୍ଞାନିକ ଦାବି କରିଛନ୍ତିକି ଜୀବନ ଶୈଳୀରେ ପରିବର୍ତନ ଏବଂ ବ୍ୟାୟମ ବାର୍ଦ୍ଧକ୍ୟକୁ ସୀମିତ କରିପାରେ ସାହାର୍ଯ୍ୟ କରିଥାଏ । କିନ୍ତୁ ଅମ୍ଳଜାନ ଭିତିକ ଚିକିତ୍ସା ବହୁତ ପ୍ରଭାବ ଶାଳି ଅଟେ । ସେ କହିଛନ୍ତି ଏହି ଅଧ୍ୟୟନରୁ ଜଣା ପଡିଛି ଏସବିଓଟି ର ତିନିମାସରେ ଟୋଲମେର୍ସକୁ ବୃଦ୍ଧି କରିବାରେ ସହାୟକ ହୋଇଥାଏ ।

ଆହୁରି ମଧ୍ୟ ଏଥିରୁ ଜଣା ପଡିଛି ୨୫ ବର୍ଷ ବୟସ ପର୍ଯ୍ୟନ୍ତ ପୂର୍ବ ଭଳି ଶାରୀରିକ ଗଠନରେ ପରିବର୍ତନ ହୋଇପାରିବ । ଅର୍ଥାତ ବ୍ୟକ୍ତି ଜଣକ ଆଜିର ବୟସ ହିସାବରେ  ୨୫ ବର୍ଷର ପୂର୍ବ ଯୁବକ ଭଳି ମଧ୍ୟ ଦେଖାଯିବେ । ଯାହା ଆଗାମୀ ଦିନରେ ଲୋକଙ୍କର ବାର୍ଦ୍ଧକ୍ୟ ରୋକିବାରେ ଏକ ବଡ ରାସ୍ତା ଦେଖାଇବ ।   ଫଳରେ ଜଣେ ବ୍ୟକ୍ତିଙ୍କ କ୍ଷେତ୍ରରେ ପ୍ରଣାଳୀ ଦ୍ଵାରା ବିଳମ୍ବରେ ଆସିବ ବାର୍ଦ୍ଧକ୍ୟ ।

ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *