August 18 ପବିତ୍ର ଜନ୍ମାଷ୍ଟମୀରେ 5ଟି ରାଶି ହେବେ କୋଟିପତି, 7ଟି ରାଶିରେ ଭୟଙ୍କର ଘଟଣା…. ଦେଖନ୍ତୁ ଆପଣଙ୍କ ରାଶି

ଚଳିତ ବର୍ଷ ଜନ୍ମାଷ୍ଟମୀ ପର୍ବ ଅଗଷ୍ଟ ୧୮ ତାରିଖ ଗୁରୁବାର ଦିନ ପଡୁଛି । ପବିତ୍ର ଜନ୍ମାଷ୍ଟମୀରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ବିଶେଷ ଭାବେ ପୂଜା ଆରାଧନା କରାଯାଏ । ତାଙ୍କର କୃପା ଲାଭ ହେଲେ ବ୍ୟକ୍ତି ଜୀବନରେ ସବୁ ସମସ୍ୟାମାନ ଦୂର ହୋଇଥାଏ । ଜ୍ୟୋତିଷଙ୍କ ମତ ଅନୁସାରେ ପବିତ୍ର ଜନ୍ମାଷ୍ଟମୀ ଠାରୁ ବୃଦ୍ଧି ଯୋଗ ହେବାକୁ ଯାଉଛି । ଯାହାର ପ୍ରଭାବ କିଛି ରାଶି ମାନଙ୍କ ଉପରେ ପଡିବାକୁ ଯାଉଛି । ତେବେ ଆସନ୍ତୁ ଜାଣିବା ସେହି ରାଶି ମାନଙ୍କ ବିଷୟରେ ବିସ୍ତାର ଭାବେ ।

ମେଷ ରାଶି : ଜନ୍ମାଷ୍ଟମୀରେ ହେବାକୁ ଥିବା ବୃଦ୍ଧି ଯୋଗରେ ଏହି ରାଶିର ଲୋକଙ୍କର ଆର୍ଥିକ ଅବସ୍ଥା ସୁଦୃଢ ହେବ । ଧନ ସମ୍ପତିରୁ ଲାଭ ହେବ । ବ୍ୟାପାରରେ ଉନ୍ନତି ହେବ ସହ ପ୍ରତିଷ୍ଠା ସ୍ଥାପନ କରିବେ ।

ବୃଷ ରାଶି : ଆପଣଙ୍କ ପାଇଁ ଛୋଟ ଛୋଟ ଯାତ୍ରାର ଯୋଗ ରହିଛି । ଏହି ଯାତ୍ରାରେ ଆପଣଙ୍କୁ ଲାଭ ହୋଇପାରେ । ବ୍ୟର୍ଥ ଚିନ୍ତାରେ ପଡନ୍ତୁ ନାହି ।

ମିଥୁନ ରାଶି : ଆପଣଙ୍କୁ ଧନ ଲାଭର ଯୋଗ ରହିଛି । ଆପଣଙ୍କର ଚାକିରି ଓ ବ୍ୟପାରରେ ସମସ୍ଯା କମ ରହିବ । ଧନ ସଞ୍ଚୟ କରିବାରେ ସଫଳ ହେବେ ।

କର୍କଟ ରାଶି : ଆପଣଙ୍କୁ ଧନ ପ୍ରାପ୍ତି ହେବ । କ୍ୟାରିୟରରେ ପଜେଟିଭ ପରିବର୍ତ୍ତନ ହୋଇପାରେ । ସମସ୍ୟାର ସମାଧାନ ହେବ ।

ସିଂହ ରାଶି : ଆପଣଙ୍କର ଭାଗ୍ୟରେ ଧନ ପ୍ରାପ୍ତିର ଯୋଗ ରହିଛି । କରଜରୁ ମୁକ୍ତି ପାଇବେ । ସନ୍ତାନଙ୍କ ତରଫରୁ ସୁଖଦ ଖବର ମିଳିପାରେ ।

କନ୍ୟା ରାଶି : ବୃଦ୍ଧି ଯୋଗ ହେତୁ ଆପଣଙ୍କୁ ଲାଭ ମିଳିବାର ସମ୍ଭାବନା କମ ରହିଛି । ଧନ ହାନିରୁ ବଞ୍ଚିତ ହେବେ । ଅଜଣା ଲୋକଙ୍କ ସହ ଲେନଦେନ କରନ୍ତୁ ନାହି ।

ତୁଳା ରାଶି : ଆପଣଙ୍କୁ କାରୋବାରରେ ବୃଦ୍ଧି ହେବ । ବୁଝାମଣାରେ ନେଇଥିବା ନିଷ୍ପତିରେ ଲାଭ ମିଳିବ । ବରିଷ୍ଠ ବ୍ୟକ୍ତିଙ୍କ କଥା ମାନି କାମ କରିଲେ ସଫଳ ହେବେ ।

ବିଛା ରାଶି : ଧନର ସ୍ଥିତି ପୂର୍ବ ଅପେକ୍ଷା ଉତ୍ତମ ସାବ୍ୟସ୍ତ ହେବ । କିନ୍ତୁ ଅଧିକ ଲାଭର ଆଶା ରଖନ୍ତୁ ନାହି । ଦିନ ସାରା ବ୍ୟସ୍ତରେ ରହିବେ । ବିଗିଡି ଯାଇଥିବା କାର୍ଯ୍ୟରେ ଧର୍ଯ୍ୟ ରଖନ୍ତୁ ।

ଧନୁ ରାଶି : ଜନ୍ମାଷ୍ଟମିରେ ବୃଦ୍ଧି ଯୋଗ କାରଣରୁ କ୍ୟାରିୟରରେ ପ୍ରଗତି ହେବ । ପରିବାରର ସହଯୋଗ ମିଳିବ । କୌଣସି ଶୁଭ ସମାଚାର ମିଳିପାରେ । ଭାଗ୍ଯର ସହଯୋଗ ପାଇବେ ।

ମକର ରାଶି : ଆପଣଙ୍କୁ ବୃଦ୍ଧି ଯୋଗର ବିଶେଷ ଲାଭ ମିଳିବ ନାହି । ବିନା କାରଣରେ ଚିନ୍ତାରେ ରହିବେ । କାର୍ଯ୍ୟର ବୋଝ ବଢିପାରେ । ବିବାଦରୁ ଦୂରେଇ ରୁହନ୍ତୁ ।

କୁମ୍ଭ ରାଶି : ଆପଣଙ୍କ ପାଇଁ ଆର୍ଥିକ ସ୍ଥିତି ପୂର୍ବ ଭଳି ସାମାନ୍ୟ ରହିବ । ଜୀବନ ସାଥିଙ୍କ ସହଯୋଗ ପାଇବେ । ଯାତ୍ରା କରିପାରନ୍ତି ।

ମୀନ ରାଶି : ଲମ୍ବା ସମୟ ଧରି ରହିଥିବା ସମସ୍ଯା ଆପଣଙ୍କର ଦୂର ହେବ । ବଡ ଧରଣର ଧନ ଲାଭ ହେବ । ପରିବାରରେ ସୁବ କାର୍ଯ୍ୟ ପାଇଁ ଉତ୍ତମ ସମୟ ରହିଛି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *