ଡାଇବେଟିସ 380 ହେଉ ବା 480 ହେଉ ମାତ୍ର 7 ଦିନରେ ନିୟନ୍ତ୍ରଣ ହେବ, କରନ୍ତୁ ଏହି Juiceର ସେବନ (Healthy Tips)

ବନ୍ଧୁଗଣ ଆଜିକାଲି ଡାଇବେଟିସ ବା ମଧୁମେହ ରୋଗ ଏକ ସାମାନ୍ଯ ହୋଇଗଲାଣି । ମଧୁମେହ ରୋଗ ହେଲେ ବ୍ୟକ୍ତି ଶରୀରରେ ଅନେକ ପ୍ରକାରର ସମସ୍ଯା ଦେଖା ଯାଇଥାଏ । ଯେମିତି ଆଖି ସମସ୍ଯା, କିଡନି ଉପରେ ପ୍ରଭାବ ପଡିବା ଇତ୍ୟାଦି । ତେଣୁ ବ୍ୟକ୍ତିକୁ ନିଜର ଖାଦ୍ୟପେୟ ଉପରେ ନିୟନ୍ତ୍ରଣ ରଖିବା ଜରୁରୀ ଅଟେ । ଏଥିପାଇଁ ବ୍ୟକ୍ତିକୁ ଇନସୁଲିନ ମଧ୍ୟ ନେଇଥାଏ ଯାହା ଜୀବନ ସାରା ନେବାକୁ ପଡିଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ଜୁସ ବିଷୟରେ କହିବାକୁ ଯାଉଛୁ ଯାହାର ସେବନ କରିଲେ ଡାଇବେଟିସ ନିୟନ୍ତ୍ରଣ ହୋଇପାରିବ । ତେବେ ଆସନ୍ତୁ ଜାଣିବା ଏହା କିପରି ତିଆରି କରିବା ଓ ଏହାର ସେବନ କିପରି କରିବା ।

ଏକ ରିସର୍ଚ ଅନୁଯାୟୀ କଲରା ରେ ଆଣ୍ଟି ଡାଇବେଟିସ ଗୁଣ ସହ କିଛି ସକ୍ରିୟ ପଦାର୍ଥ ମିଳିଥାଏ । ସେଥି ଅଧ୍ୟରୁ ଗୋଟେ ହେଉଛି ଚ୍ୟାରେନଟାଇନ ଯାହା ରକ୍ତରେ ଗ୍ଳୁକୋଜର ସ୍ତର ହ୍ରାସ କରିବାର ସାହାଜ୍ଯ କରିଥାଏ । କଲରା ରେ ଥିବା ଭିଟାମିନ ମଧୁମେହ କୁ ନିୟନ୍ତ୍ରଣ କରିଥାଏ । ଏଥିପାଇଁ ପ୍ରଥମ ସାମଗ୍ରୀର ଆବଶ୍ୟକ ରହିଛି ଫଳେ କଲରା । ଛୋଟ କଲରା ଥିଲେ ଗୋଟେ ନିଅନ୍ତୁ ଓ ବଡ କଲରା ଥିଲେ ଫାଳେ ନିଅନ୍ତୁ । ଏହା ପରେ ଦ୍ଵିତୀୟ ସାମଗ୍ରୀ ର ଆବଶ୍ୟକତା ହେଉଛି କାକୁଡି ।

ଏକ ଅଧ୍ୟୟନ ଅନୁଯାୟୀ ମଧୁମେହ ରୋଗୀ ମାନେ କାକୁଡି ଖାଇବା ଦ୍ଵାରା ରକ୍ତ ର ଶର୍କରା କମ କରି ପାରିବେ । କାରଣ ଏଥିରେ ପ୍ରଚୁର ପରିମାଣରେ ଫାଇଭର ରହିଥାଏ ଯାହା ରକ୍ତ ରେ ଶର୍କରା ର ପରିମାଣ କମ କରିବାରେ ବହୁତ ଅଧିକ ଲାଭଦାୟକ ହୋଇଥାଏ । ଏଥିପାଇଁ ଆପଣ ଛୋଟ କାକୁଡି ନେଇ ପାରିବେ । ଏହା ପରେ ଶେଷ ସାମଗ୍ରୀ ର ହେଉଛି ବିଲାତି । ୨୦୧୮ ରେ ହୋଇଥିବା ଏକ ଅଧ୍ୟୟନ ରୁ ଜଣା ପଡିଛି ଯେ ପ୍ରତି ଦିନ ୨୦୦ ଗ୍ରାମ କଞ୍ଚା ବିଲାତି ଖାଇବା ଦ୍ଵାରା ଡାଇବେଟିସ ରୋଗୀ ଙ୍କ ରକ୍ତଚାପ କୁ ହ୍ରାସ କରିଥାଏ ।

ବିଲାତି ର ବ୍ୟବହାର ହୃଦ ରୋଗକୁ ହ୍ରାସ କରିବାରେ ସାହାଜ୍ୟ କରିଥାଏ । ଯଦି ଆପଣଙ୍କ ପାଖରେ ବଡ ବିଲାତି ଅଛି ତେବେ ଫାଳେ ନିଅନ୍ତୁ ନଚେତ ଛୋଟ ଟମାଟୋ ଥିଲେ ଗୋଟେ ନେଇ ପାରିବେ । ଏହା ପରେ ଏହି ୩ଟି ସାମଗ୍ରୀ ର ଜୁସ ପ୍ରସ୍ତୁତ କରନ୍ତୁ । ସକାଳୁ ଆପଣ ଏହାକୁ ଖାଲି ପେଟରେ ସେବନ କରନ୍ତୁ । ମାତ୍ର ୭ ଦିନ ସେବନ କରିଲେ ଆପଣଙ୍କୁ ଫରକ ଜଣା ପଡିବ । ଆପଣଙ୍କର ଡାଇବେଟିସ ୨୫୦ ଥାଉ ବା ୪୮୦ ଠାରୁ ମାତ୍ର ୭ ଦିନର ପ୍ରୟୋଗ ପରେ ଆପଣଙ୍କର ମଧୁମେହ କଣ୍ଟ୍ରୋଲ ହୋଇଯିବ ।

ଯଦି ଆପଣଙ୍କର ଡାଇବେଟିସ ୫୦୦ ଉପରକୁ ଅଛନ୍ତି ତେବେ ଏହି ଜୁସ ର ପ୍ରତିଦିନ ସକାଳୁ ଖାଲି ପେଟରେ କରନ୍ତୁ । ଏହା ସହ ଛୋଟ କଷି କଲରା ଚୋବାଇ ଖାଆନ୍ତୁ । ଦେଖିବେ ଡାଇବେଟିସ କଣ୍ଟ୍ରୋଲ ହୋଇଯିବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *