ବାଛନ୍ତୁ କୌଣସି 1 ନମ୍ବର ଆଉ ଜାଣନ୍ତୁ ସେ ଆପଣଙ୍କୁ କାହିଁକି ଭଲ ପାଆନ୍ତି- Love Quiz

ଆପଣ ମାନେ ସମସ୍ତେ ଏହା ଜାଣିଛନ୍ତି ଯେ ଦୁନିଆରେ ପ୍ରେମ ନଥିଲେ ସଂସାର ବହୁତ ଲୋଭୀ ଆଉ ହୃଦୟ ହି-ନ ହୋଇଥାନ୍ତା ।

କିନ୍ତୁ ଭଲ ପାଇବା ଏମିତି ଗୋଟେ ଭାବନା ଯାହା ସମସ୍ତଙ୍କ ମନରେ କେବେ ନା କେବେ କାହା ପାଇଁ ଆସିଥାଏ ଆଉ ଏହି ଭାବନା ବହୁତ ସୁଖମୟ ହୋଇଥାଏ । ଆଜି ଆମେ ଆପଣଙ୍କୁ ଗୋଟେ ଗେମ କହିବାକୁ ଯାଉଛୁ ଯାହା ଅନୁଯାଇ ୧୦ଟି ହାର୍ଟ ଚିତ୍ର ଆପଣଙ୍କୁ ଦେଖେଇବାକୁ ଯାଉଛୁ ।

ଆପଣଙ୍କୁ ଗୋଟେ ପସନ୍ଦ କରିବାକୁ ହବ ଆଉ ଆମେ ଆପଣଙ୍କୁ କହିବୁ ଯେ ଆପଣଙ୍କ ପାର୍ଟନର ଆପଣଙ୍କୁ କଣ ପାଇଁ ଭଲ ପାଉଛନ୍ତି । ତେବେ କଣ ଆପଣଙ୍କ ମନରେ ଉତ୍ସୁକତା ଅଛି ଯେ ଆପଣଙ୍କ ଜୀବନରେ କଣ ହବାକୁ ଯାଉଛି, ତେବେ ଆସନ୍ତୁ ବିସ୍ତାର ସହ ଜାଣିବା ।

୧. ଯଦି ଆପଣ ପ୍ରଥମ ନଂ ବାଛିଛନ୍ତି ତେବେ ଏହାର ଅର୍ଥ ଆପଣଙ୍କ ପାର୍ଟନର ଆପଣଙ୍କ ସକାରାତ୍ମକ ଭାବନା ଆଉ ରୋମାଣ୍ଟିକ ନେଚର ପାଇଁ ଆପଣଙ୍କୁ ପସନ୍ଦ କରିଛନ୍ତି ଆଉ ଜୀବନ ସାରା ଆପଣଙ୍କୁ ଭଲ ପାଇବେ ।

୨. ଯଦି ଆପଣ ଦ୍ଵିତୀୟ ନଂ ବାଛିଛନ୍ତି ତେବେ ଏହାର ଅର୍ଥ ଆପଣଙ୍କ ପାର୍ଟନର ଆପଣଙ୍କ ଭାବୁକ ନେଚର ଆଉ ଅନ୍ୟ ମାନଙ୍କ ପ୍ରତି ଦୟା ଭାବନା ପାଇଁ ଆପଣଙ୍କୁ ବହୁତ ଭଲ ପାଆନ୍ତି, ତାଙ୍କୁ ଆପଣଙ୍କ ଭିତରେ ଗୋଟେ ବହୁତ ସୁନ୍ଦର ମଣିଷ ଦେଖା ଯାଇଥାଏ ।

୩. ଯଦି ଆପଣ ତୃତୀୟ ନଂ ବାଛିଛନ୍ତି ତେବେ ଏହାର ଅର୍ଥ ଆପଣଙ୍କ ପାର୍ଟନର ଆପଣଙ୍କ ମନ କଥା ବୁଝି ପାରନ୍ତି, ତେବେ ଆପଣ ବାହାରୁ ଯେମିତି ବି ଥିଲେ ଆପଣଙ୍କ ମନ ବହୁତ ସଫା ଆଉ ଏହି ଜିନିଷକୁ ଆପଣକ ପାର୍ଟନର ବହୁତ ପସନ୍ଦ କରନ୍ତି ।

୪. ଯଦି ଆପଣ ଚତୁର୍ଥ ନଂ ବାଛିଛନ୍ତି ତେବେ ଏହାର ଅର୍ଥ ଆପଣଙ୍କ ପାର୍ଟନର ଆପଣଙ୍କ ଫ୍ରେଣ୍ଡଲି ନେଚର ପାଇଁ ଆପଣଙ୍କୁ ବହୁତ ଭଲ ପାଇଥାନ୍ତି ଆଉ ଜୀବନରେ କେବେ ଆପଣଙ୍କୁ ଛାଡିବା ବିଷୟରେ କେବେ ଚିନ୍ତା ବି କରନ୍ତି ନାହିଁ ।

୫. ଯଦି ଆପଣ ପଞ୍ଚମ ନଂ ବାଛିଛନ୍ତି ତେବେ ଏହାର ଅର୍ଥ ଆପଣଙ୍କ ପାର୍ଟନର ଆପଣଙ୍କ ଆଖି ଦେଖି ଫି-ଦା ହୋଇଥିଲେ, ଆପଣଙ୍କ ଆଖି ଏତେ ଆକର୍ଷକ ଯେ ଯିଏ ହେଲେ ଆପଣଙ୍କୁ ଗୋଟେ ନଜର ଦେଖିଲେ ଭଲ ପାଇଯିବ  ।

୬. ଯଦି ଆପଣ ଷଷ୍ଠ ନଂ ବାଛିଛନ୍ତି ତେବେ ଏହାର ଅର୍ଥ ଆପଣଙ୍କ ପାର୍ଟନର ଆପଣଙ୍କ ପ୍ରଖର ବୁଦ୍ଧି ଆଉ ସବୁ ବୁଝିବା ଶକ୍ତି ପାଇଁ ଆପଣଙ୍କୁ ବହୁତ ଭଲ ପାଇଥାନ୍ତି, ଜୀବନରେ ଆସୁଥିବା ସବୁ ସମସ୍ୟା ବିଷୟରେ ଆପଣ ଭଲ ଭାବରେ ବୁଝି ପାରିବେ ଓ ଦୁହିଙ୍କ ମଧ୍ୟରେ କିଛି ଅସୁବିଧା ହବ ନାହିଁ ସେଥିପାଇଁ ସେ ବହୁତ ଖୁସି ଅଛନ୍ତି ଆପଣଙ୍କ ସହ ।

୭. ଯଦି ଆପଣ ସପ୍ତମ ନଂ ବାଛିଛନ୍ତି ତେବେ ଏହାର ଅର୍ଥ ଆପଣଙ୍କ ପାର୍ଟନର ମନ ବହୁତ ଖୋଲା ବିଚାର ଅଟେ, ସେ କେବେ ଆପଣଙ୍କ କଥାକୁ ଭୁଲ ଭାବରେ ନେବେ ନାହିଁ ଏହା ଛଡା ସେ ଜାଣିଛନ୍ତି ସ୍ଵତନ୍ତ୍ରତା ସମସ୍ତଙ୍କୁ ପ୍ରିୟ ସେଥିପାଇଁ ସେ କେବେ ଆପଣଙ୍କୁ ବା-ନ୍ଧି ରଖିବେ ନାହିଁ ।

୮. ଯଦି ଆପଣ ଅଷ୍ଟମ ନଂ ବାଛିଛନ୍ତି ତେବେ ଏହାର ଅର୍ଥ ଆପଣଙ୍କ ପାର୍ଟନର ଆପଣଙ୍କ ଲୁକ ଆଉ ଆପଣଙ୍କ ହାଇଟ ଦେଖି ଆପଣଙ୍କୁ ପସନ୍ଦ କରିଛନ୍ତି ତାଙ୍କ ନଜରରେ ଆପଣ ବହୁତ ସୁନ୍ଦର ଅଟନ୍ତି ସେଥିପାଇଁ ସେ ଆପଣଙ୍କୁ ବହୁତ ଭଲ ପାନ୍ତି ।

୯. ଯଦି ଆପଣ ନବମ ନଂ ବାଛିଛନ୍ତି ତେବେ ଏହାର ଅର୍ଥ ଆପଣଙ୍କ ପାର୍ଟନରକୁ ଆପଣଙ୍କ କଥା ଆଉ ଲଭିଙ୍ଗ ନେଚର ବହୁତ ପସନ୍ଦ ଯାହାକୁ ଦେଖି ସେ ଆପଣଙ୍କ ଉପରେ ନିଜ ହୃଦୟ ହାରି ଯାଇଛନ୍ତି ।

୧୦. ଯଦି ଆପଣ ଦଶମ ନଂ ବାଛିଛନ୍ତି ତେବେ ଏହାର ଅର୍ଥ ଆପଣଙ୍କ ପାର୍ଟନର ଆପଣଙ୍କୁ ସାହାଯ୍ୟ କରିବାର ଦେଖିଥିଲେ ଯାହା ପରେ ସେ ଆପଣଙ୍କୁ ଭଲ ପାଇ ଯାଇଛନ୍ତି ତେବେ ସାହାଜ୍ଯ କରିବା ଉତ୍ତମ କଥା ହୋଇଥାଏ ।

Leave a Reply

Your email address will not be published. Required fields are marked *