ଭାଇ ଭଉଣୀ କଣ ପାଇଁ ବାହା ହୁଅନ୍ତି ନାହିଁ, ଶାସ୍ତ୍ର ଓ ବିଜ୍ଞାନ କଣ କହୁଛି

ଭାଇ ଭଉଣୀ ସମ୍ପର୍କ କେତେ ପବିତ୍ର ସମ୍ପର୍କ ହୋଇଥାଏ, ତେବେ ଆଧୁନିକ ଦୁନିଆରେ ପୀଢି ଏହାକୁ ମଧ୍ୟ ଖରାପ କରି ଦେଇଛି।

ତେବେ ଆପଣ ଭରସା କରିବେ ନାହିଁ କିନ୍ତୁ ଭାଇ ଭଉଣୀ ବିବାହ କରି ରହୁଥିଲେ ଗୋଟେ ଘରେ କଣ ଆପଣ ଜାଣିଛନ୍ତି ତାହା ପରେ କଣ ହେଲା । ଯଦି ଜାଣି ନହନ୍ତି ତେବେ ଆସନ୍ତୁ ବିସ୍ତାର ସହ ଜାଣିବା ।

ଭୋଜପୁର ଜିଲ୍ଲାର ଜଣେ ଝିଅ ନିଜ ବାପା ମାନଙ୍କୁ ନଯାଇ ହଟାତ କେଉଁଠାରେ ଗାୟବ ହୋଇଥିଲେ ବହୁତ ସମୟ ଧରି ଯେତେବେଳେ ଝିଅ ଘରକୁ ଫେରି ନଥିଲେ ସେତେବେଳେ ବାପା ଯାଇ ପୋ-ଲି-ସରେ ଅଭିଯୋଗ କରିଥିଲେ ଯେ ତାଙ୍କ ଝିଅକୁ କେହି ଅପହରଣ କରି ନେଇଛି ।

ଖୋଜା ଚାଲିଲା ଝିଅ ଧରା ପଡିଲା ଆଉ ପୁଅକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଗଲେ କାହିଁକିନା ପୁଅ ଝିଅର ନିଜ ଭାଇଥିଲା ଯାହା ସହ ଝିଅ ବିବାହ କରି ନେଇଥିଲା । ପୋ-ଲି-ସ ପଚାରିଲା ପରେ ଝିଅ କହିଲା ୟେ ମୋ ଭାଇ ନୁହ ବିବାହ ପରେ ମୋ ସ୍ଵାମୀ ହୋଇଛନ୍ତି ଆଉ ମୁଁ ତାଙ୍କ ଛୁଆର ମା ହବାକୁ ଯାଉଛି । ସମ୍ପୂର୍ଣ କଥା ଶୁଣି ବାପା ବେହୋସ ହୋଇଥିଲା ଆଉ ଗାଁ ଲୋକେ ଦୁଇ ଭାଇ ଭଉଣୀକୁ ଗାଁରୁ ବହିସ୍କାର କରିଥିଲେ ଏହା ପରେ ଆ-ଇ-ନକୁ ଦୁଇ ଜଣଙ୍କୁ ଶାସତି ଦବାକୁ ମଧ୍ୟ ଅନୁରୋଧ କରିଥିଲେ ଗାଁ ଲୋକେ ।

ତେବେ ଏହି ଘଟନା ୨୦୧୮ରେ ହୋଇଥିଲା ଯାହା ପରେ ଦୁହିଙ୍କୁ ହି-ନ୍ଦୁ ଧ-ର୍ମ ଅନୁଯାଇ ଶା-ସ-ତି ଦିଆ ଯାଇଛି ଭଉଣୀ ୨୦୨୧ରେ ଜେ-ଲ-ରୁ ବାହାରିଲା ଆଉ ଭାଇ ଏବେ ବି କେତେ ବର୍ଷ ଜେଲରେ ଶା-ସ-ତି ପାଇବ । ତେବେ ମୁ-ସ୍ଲି-ମ ଧ-ର୍ମରେ ମଧ୍ୟ ଗୋଟେ ମାର ଛୁଆ ବିବାହ କରିବେ ନାହିଁ ବୋଲି କୁହା ଯାଇଛି ଆଉ ଇସାଇ ଧର୍ମରେ ନିଜ ଭଉଣୀ ଛାଡି ସମ୍ପର୍କୀୟ ଭଉଣୀକୁ ବିବାହ କୃ ପାରିବେ ବୋଲି କୁହା ଯାଇଛି ।

ତେବେ ହିନ୍ଦୁ ଧର୍ମରେ ସମ୍ପର୍କୀୟ ଭଉଣୀ ଛାଡନ୍ତୁ ଦୁଇ ଭଉଣୀ ଗୋଟେ ଗାଁରେ ବିବାହ କରି ପାରିବେନି ବୋଲି ମାନ୍ୟତା ଅଛି । ଆମ ଶାସ୍ତ୍ର ଅନୁଯାଇ କୌଣସି ର-କ୍ତ ସମ୍ପର୍କ ସହ ବିବାହ କରିବା ଉଚିତ ହୋଇ ନଥାଏ ।

ତେବେ ବୈଜ୍ଞାନିକ ମାନଙ୍କ କହିବା ଅନୁଯାଇ ର-କ୍ତ ସମ୍ପର୍କରେ ବିବାହ କଲେ ଛୁଆଙ୍କ ମାନସିକ ସ୍ତର କମି ଯାଇଥାଏ କିଛି ଛୁଆ ପା-ଗ-ଳ ମଧ୍ୟ ଜନ୍ମ ହୋଇଥାନ୍ତି । ତେବେ ଯାହା ଆମ ଶାସ୍ତ୍ର ହଜାର ହଜାର ବର୍ଷ ଆଗରୁ କହି ଯାଇଛି ତାହା ବୈଜ୍ଞାନିକ ଏବେ ପ୍ରମାଣ କରୁଛନ୍ତି । ଶାସ୍ତ୍ର ଅନୁଯାଇ ଆପଣଙ୍କ ୭ ପୀଢି ର ର-କ୍ତ ସମ୍ପର୍କୀୟ ସହ ଆପଣ ବିବାହ କରି ପାରିବେ ନାହିଁ କାହିଁକିନା ଆପଣଙ୍କ ବଂଶଧର ସ୍ଵସ୍ଥ ଜନ୍ମ ହେବେ ନାହିଁ, ତେବେ ଭାଇ ଭଉଣୀ ସମ୍ପର୍କ ବହୁତ ପବିତ୍ର ସମ୍ପର୍କ ଅଟେ ।

ଏହାକୁ ଯିଏ ଅଶୁଦ୍ଧ କରିଥାଏ ତାକୁ ଦ-ଣ୍ଡ ମିଳିବା ଆବଶ୍ୟକ ହୋଇଥାଏ । ତେବେ ଶାସ୍ତ୍ର ଏହି କଥା ଗୁଡିକ ନିଜ ଛୁଆଙ୍କୁ ଛୋଟ ବେଳୁ ଶିଖାଇବା ମା ବାପାଙ୍କ ପାଇଁ ଉଚିତ ନିଜ ଧାର୍ମିକ କଥା ମା ବାପା ଛୁଆଙ୍କୁ ଶିଖାଇବା ଉଚିତ ଏହା ଦ୍ଵାରା ଆପଣଙ୍କ ସନ୍ତାନ ଶାସ୍ତ୍ର ଜ୍ଞାନୀ ହୋଇଥାନ୍ତି ।

Leave a Reply

Your email address will not be published. Required fields are marked *