କରୋନା କାଳରେ ଆଶ୍ଵସ୍ତି ଆଣିଛି RMRCର ଅଧ୍ୟୟନ, ଜାଣନ୍ତୁ କଣ ସମ୍ପୁର୍ଣ୍ଣ ଖବର

କହିବାକୁ ଗଲେ ବର୍ତ୍ତମାନ ସମୟରେ ଭୂ-ତା-ଣୁରେ ଆ-କ୍ରା-ନ୍ତ ହୋଇଥିବା ବ୍ୟକ୍ତିମାନଙ୍କ ପାଇଁ ଏକ ବଡ ଖୁସି ଖବର ଆସିଛି ।

ବର୍ତ୍ତମାନର କିଛି ରିପୋର୍ଟରେ କୁହାଯାଉଛି କି ଯଦି ଆପଣ ଭୂ-ତା-ଣୁରେ ଆ-କ୍ରା-ନ୍ତ ହୋଇଛନ୍ତି ଓ ଏହା ପରେ ଚିକିତ୍ସିତ ହୋଇ ଘରକୁ ଫେରି ଯାଇଛନ୍ତି । ତେବେ ଏହା ପରେ ଆପଣଙ୍କ ଶରୀରରେ ଆଗ ଅପେକ୍ଷା ରୋ-ଗ ପ୍ରତିରୋଧକ ଶକ୍ତି ଅଧିକ ମାତ୍ରାରେ ବୁଦ୍ଧି ହେଉଛି ।

ଯାହାକୁ ଭୂ-ତା-ଣୁରେ ଆ-କ୍ରା-ନ୍ତ ରୋ-ଗୀମାନଙ୍କ ପାଇଁ ଓ ଅନ୍ୟ ସମସ୍ତଙ୍କ ପାଇଁ ବି ବହୁତ ବଡ ଆଶ୍ଵସ୍ତିର ଖବର ଅଟେ । କହିଦେଉଛୁ କି ଏକ ରିସର୍ଚ ପରେ ଏହା ସାମ୍ନାକୁ ଆସିଛି କି ଯଦି କୌଣସି ବ୍ୟକ୍ତି ଭୂ-ତା-ଣୁରେ ଆ-କ୍ରା-ନ୍ତ ହେଉଛି ତେବେ ସେ ସୁସ୍ଥ ହେବା ପରେ ତାହାର ଶରୀରରେ ରୋ-ଗ ପ୍ରତିରୋଧକ ଶକ୍ତି ଆଣ୍ଟିବଡି ଆହୁରି ଅଧିକ ମାତ୍ରରେ ବୁଦ୍ଧି ପାଉଛି ।

ଯାହାକି ସେହି ରୋ-ଗୀକୁ ଭବିଷ୍ୟତରେ ଭୂ-ତା-ଣୁ ସହ ଲଢିବା ପାଇଁ ବହୁତ ସାହାର୍ଯ୍ୟକାରୀ ହେବ । ଦେଶର ସର୍ବୋଚ୍ଚ ଗବେଷଣା କେନ୍ଦ୍ର ଆଇସିଏମଆର ଦ୍ଵାରା ପରିଚାଳିତ ଆରଏମଆରସି ଭୁବନେଶ୍ଵରରେ ଏକ ପ୍ରକାରର ରିସର୍ଚ କରାଯାଇଥିଲା । ଯେଉଁଥିରୁ ଏହି ରିପୋର୍ଟ ସାମ୍ନାକୁ ଆସିଛି । କହିଦେଉଛୁ କି ଏହି ରିସର୍ଚରେ କିଛି ଭୂ-ତା-ଣୁ ଯୋଧ୍ୟାକୁ ସାମିଲ କରାଯାଇଛି । ଭୂ-ତା-ଣୁ ଆ-କ୍ରା-ନ୍ତଙ୍କ ବ୍ୟକ୍ତି ଶରୀରରେ ଦୁଇ ପ୍ରକାରର ଆଣ୍ଟିବଡି ସୃଷ୍ଟି ହେଉଛି ବୋଲି ଏହି ରିସର୍ଚ ମାଧ୍ୟମରେ ଜଣା ପଡିଛି ।

ପ୍ରଥମେ ଏହା ଭୂ-ତା-ଣୁର ନ୍ୟୁକ୍ଲୋକାପସିଡ ପ୍ରୋଟିନ ବି-ରୋ-ଧ-ରେ ଆଣ୍ଟିବଡି ପ୍ରସ୍ତୁତ ହୋଇଥାଏ । ଦ୍ଵିତୀୟରେ ଭୂ-ତା-ଣୁର ଷ୍ଟ୍ରକଚରାଲ ସ୍ପାଇକ ପ୍ରୋଟିନ ବି-ରୋ-ଧରେ ପ୍ରତିରୋଧକ ଶକ୍ତି ତିଆରି ହୋଇଥାଏ । କିନ୍ତୁ ଏହି ଅଧ୍ୟୟନରୁ ଜଣା ପଡିଛି କି ସ୍ପାଇକ ପ୍ରୋଟିନ ବି-ରୋ-ଧରେ ଆଣ୍ଟିବଡି ହ୍ରାସ ହେଉ ନାହିଁ । ଯାହା ପୁଣି ଥର ସଂ-କ୍ର-ମି- ତ ହେବାରେ ମନୁଷ୍ୟ ଶରୀରର କୋଶିକାକୁ ସୁରକ୍ଷା କରିଥାଏ ।

କହିଦେଉଛୁ କି ଭୂ-ତା-ଣୁରେ ସୁସ୍ଥ ହୋଇ ଘରକୁ ଫେରି ସାରିଥିବା ୭୬ ଜଣ ସ୍ୱାସ୍ଥ୍ୟକର୍ମୀ ଯେଉଁମାନେ ଆଗଧାଡିର ଭୂ-ତା-ଣୁ ଯୋଧ୍ୟା ଅଟନ୍ତି ସେମାନଙ୍କୁ ଏହି ଅଧ୍ୟୟନରେ ସାମିଲ କରାଯାଇଥିଲା । ଭୂ-ତା-ଣୁରୁ ସୁସ୍ଥ ହେବା ପରେ ୨୮ ଦିନ ପରେ ୧୮ ରୁ ୬୩ ବର୍ଷର ବ୍ୟକ୍ତିଙ୍କୁ ନେଇ ଏହି ରିସର୍ଚ କରାଯାଇଛି । କହିଦେଉଛୁ କି ବୈଜ୍ଞାନିକମାନେ ପ୍ରାୟତଃ ୧୦୦ ରୁ ଅଧିକ ଦିନ ଏହି ସମସ୍ତ ବ୍ୟକ୍ତିଙ୍କ ଠାରୁ ସିରମ ଶ୍ୟାମପୁଲ ସଂଗ୍ରହ କରାଯାଇଥିଲା ।

ଏହା ପରେ ଏ ଗୁଡିକର ପରିକ୍ଷା କରିବା ପରେ ଏହି ଫଳାଫଳ ସାମ୍ନାକୁ ଆସିଛି । ସେପେଟେମ୍ବର ୨୦୨୦ରୁ ଫେବ୍ରୁୟାରୀ ୨୦୨୧ ସମୟ ମଧ୍ୟରେ ସୁସ୍ଥ ବ୍ୟକ୍ତିଙ୍କ ଶରୀରରେ ରୋ-ଗ ପ୍ରତିରୋଧକ ଶକ୍ତି ପ୍ରାୟତଃ ୧୦ ଗୁଣା ବୁଦ୍ଧି ହୋଇଛି ।

Leave a Reply

Your email address will not be published. Required fields are marked *