କେତେ ମାରାତ୍ମକ ବ୍ଲାକ୍ ଫଙ୍ଗସ୍? କଣ ଏହାର ଲକ୍ଷଣ, କାହିଁକି ହୁଏ ଏହି ରୋଗ?

ବର୍ତ୍ତମାନ ସମୟରେ ଆପଣଙ୍କୁ ଚାରିଆଡେ କେବଳ ଭୂ-ତା-ଣୁ ରୋ-ଗୀ ସହ ସମ୍ବନ୍ଧିତ ବିଭିନ୍ନ ପ୍ରକାରର କଥା ଶୁଣିବାକୁ ମିଳୁଥିବ ।

ଏମିତିରେ ପ୍ରଥମେ ତ କେତେକ ଲୋକମାନେ ଭୂ-ତା-ଣୁରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ । କିନ୍ତୁ ଦ୍ଵିତୀୟ ଲହରୀ ଭୂ-ତା-ଣୁ ରେ ପୀଡିତ ହେବା ପରେ କିଛି ରୋ-ଗୀମାନଙ୍କୁ ନିଶ୍ଵାସ ନେବାରେ ଅସୁବିଧା ବି ହେଉଛି । ଯେଉଁ କାରଣରୁ ସମସ୍ତଙ୍କୁ ଅକ୍ସିଜେନ ଦିଆଯାଉଛି ।

ଏମିତିରେ ଆମ ଦେଶରେ ଅକ୍ସିଜେନର ଅଭାବ କେତେ ଏହା ଆପଣ ସମସ୍ତଙ୍କୁ ଜଣା ଅଛି । କିନ୍ତୁ ଏହା ପରେ ପୁଣି ଏକ ନୂତନ ସମସ୍ୟା ଆସିଯାଇଛି । କହିବାକୁ ଗଲେ କୁହାଯାଉଛି କି ଭୂ-ତା-ଣୁରେ ପୀଡିତ ଲୋକମାନଙ୍କୁ ବ୍ଲାକ ଫଙ୍ଗସ ନାମକ ଏକ ରୋ-ଗ ହେଉଛି । ଏମିତିରେ ଆଜି ଆମେ ଆପଣଙ୍କୁ ବ୍ଲାକ ଫଙ୍ଗସ ବିଷୟରେ ବିଶେଷ କିଛି ତଥ୍ୟ ଦେବୁ ।

ରିପୋର୍ଟ ଅନୁସାରେ କୁହାଯାଉଛି କି ଭୂ-ତା-ଣୁରେ ସୁସ୍ଥ ହୋଇ ଘରକୁ ଫେରିବା ପରେ କିଛି ରୋ-ଗୀମାନଙ୍କ ଶରୀରରେ କଳା ରଙ୍ଗର ଯାଦୁ ଅର୍ଥ ବ୍ଲାକ ଫଙ୍ଗସ ଭଳି ରୋ-ଗ ଦେଖାଯାଉଛି । ଏହା ବିଶେଷ କରି ଭୂ-ତା-ଣୁ ରୋ-ଗୀଙ୍କ ନିକଟରେ ଦେଖିବାକୁ ମିଳୁଛି । ଏହା ସହିତ ଭୂ-ତା-ଣୁରେ ଆ-କ୍ରା-ନ୍ତ ହେବା ପରେ କେତେକ ରୋ-ଗୀମାନଙ୍କର ଦ୍ରୁଷ୍ଟିଶକ୍ତି ବି ଚାଲି ଯାଉଛି ବୋଲି ଶୁଣିବାକୁ ମିଳୁଛି । ଗୁଜୁରାଟ ଏହିଭଳି ୪୦ ଟି କେସ ସାମ୍ନାକୁ ଆସୁଛି । କହିଦେଉଛୁ କି ବ୍ଲାକ ଫଙ୍ଗସ ଏକ ପ୍ରକାରର ଚର୍ମ ରୋ-ଗ ଅଟେ ।

ପୋ-ଡି-ଯି-ବା, କ-ଟି ଯିବା ଭଳି କୌଣସି କ୍ଷତ ପରେ ଚର୍ମ ଉପରେ ଏହି ଭଳି ସଂ-କ୍ର-ମ-ଣ ହୋଇ ସେହି ସ୍ଥାନର ଚର୍ମଟି କଳା ପଡିଯାଏ । ସବୁଠୁ ବଡ କଥା ହେଉଛି କି ଏହା ବାୟୁ ମାଧ୍ୟମରେ ସଂ-କ୍ର-ମି-ତ ହୋଇଥାଏ । ଗଲା ଓ ଫୁସୁଫୁସ ସଂ-କ୍ର-ମ-ଣ କାରଣରୁ ବି ଏହା ହୋଇଥାଏ । କେବଳ ଏତିକି ନୁହେଁ ଏହି ବ୍ଲାକ ଫଙ୍ଗସ ହେବା ପରେ ରୋ-ଗୀର ଆଖି ନାଲି ହୋଇଯାଏ ଓ ମୁଣ୍ଡ ମଧ୍ୟ ବିନ୍ଧା ଆରମ୍ଭ ହୋଇଯାଏ ।

କହିଦେଉଛୁ କି ଭୂ-ତା-ଣୁରୁ ଠିକ ହେବା ପରେ ପ୍ରାୟତଃ ଦୁଇ ରୁ ତିନି ଦିନ ପରେ ଏହା ଆରମ୍ଭ ହୋଇଯାଏ । ଏହା ପରେ ଧୀରେ ଧୀରେ ଏହା ରୋ-ଗୀର ମସ୍ତିସ୍କକୁ ଆ-କ୍ରା-ନ୍ତ କରିଥାଏ । ମଧୁମେହ ରୋ-ଗୀ ଓ ଦ୍ରୁଷ୍ଟିହୀନ ରୋ-ଗୀଙ୍କୁ ଏହା ଅଧିକ ମାତ୍ରାରେ ଆ-କ୍ରା-ନ୍ତ କରିଥାଏ । କେବଳ ଗୁଜୁରାଟରେ ନୁହେଁ ଦିଲ୍ଲୀରେ ଏହିଭଳି କିଛି କେସ ଦେଖିବାକୁ ମିଳିଛି ।

ବର୍ତ୍ତମାନ ଚାଳନ୍ତୁ ଜାଣିବା କି ଯଦି କାହାକୁ ବ୍ଲାକ ଫଙ୍ଗସ ହୋଇଛି ତେବେ ଆପଣ କେମିତି ଜାଣିବେ

ଯଦି କାହାକୁ ବ୍ଲାକ ଫଙ୍ଗସ ହୋଇଥିବ ତେବେ ପ୍ରଥମେ ତାହାର ନାକରୁ କଳା ରଙ୍ଗର ପାଣି ବାହାରିବ । ଏହା ପରେ ନାକ ବନ୍ଦ ହେଲା ଭଳି ଲାଗିବ । ଏହା ସହିତ ନାକ ଓ ଆଖିରେ ଯନ୍ତ୍ରଣା ହେବା ସହିତ ଆଖି ନାଲି ହୋଇଯିବ । ଆଖି ବାହାର ଆସିବା ଭଳି ଲାଗିବା, ଆଖି ବଡ ହୋଇଯିବା, ଆଖିର ପତା ଫୁଲିଯିବା, ମୁଣ୍ଡ ବିନ୍ଧିବା, ମୁହଁ ଓ ନାକର କିଛି ଅଂସ କଳା ନଜର ଆସିବା, ଯଦି ଏହିଭଳି କିଛି ଲକ୍ଷଣ ନଜର ଆସୁଛି ତେବେ ଏହା ବ୍ଲାକ ଫଙ୍ଗସର ଲକ୍ଷଣ ଅଟେ । ଏହି ରୋ-ଗ ବହୁତ ହିଁ ଭୟଙ୍କର ଅଟେ ।

ଯଦି ସଠିକ ସମୟରେ ଅର୍ଥ ପ୍ରଥମରୁ ହିଁ ଯଦି ଏହାର ଚିକିତ୍ସା କରାଯିବ ତେବେ ରୋ-ଗୀ ସୁସ୍ଥ ହୋଇଯିବ । ନଚେତ ରୋ-ଗୀକୁ ଅନ୍ୟ କିଛି ସ-ମ-ସ୍ୟା-ର ବି ସାମ୍ନା କରିବାକୁ ପଡିପାରେ । ସେଥିପାଇଁ ନିଜେ ସହିତ ଅନ୍ୟକୁ ସୁରକ୍ଷିତ ରଖନ୍ତୁ ।

Leave a Reply

Your email address will not be published. Required fields are marked *