ଅସ୍ଥିକୁ ଗଙ୍ଗାରେ ପ୍ରବାହିତ କାହିଁକି କରାଯାଏ? Garuda Purana

ଆପଣ ମାନେ ବେଶ ଭଲ ଭାବରେ ଜାଣିଛନ୍ତି ଯେ ଗରୁଡ ପୁରାଣ ଏମିତି ଗୋଟେ ବହି ଯେଉଁଥିରେ ସନାତନ ଧର୍ମ ଜଡିତ ଶ-ବୁ କଥା ବିଷୟରେ ସ୍ପଷ୍ଟ ଭାବରେ ବର୍ଣନ କରା ଯାଇଛି ।

ତେବେ ଭଗବାନ ବିଷ୍ଣୁ ସଂସାର ପାଳନ କର୍ତା ଅଟନ୍ତି ଆଉ ତାଙ୍କ କଥା କିଏ ଭଲା ଜାଣି ପାରିଛି । ତେବେ ଶାସ୍ତ୍ର ଅନୁଯାଇ କୁହା ଯାଇଛି ଯେ ଗରୁଡ ପୁରାଣରେ ଲେଖା ହୋଇଥିବା ଶ-ବୁ କଥା ଭଗବାନ ଗରୁଡ ଭଗବାନ ବିଷ୍ଣୁଙ୍କୁ ନିଜେ ପଚାରିଥିଲେ ।

ତେବେ ଗରୁଡ ଭଗବାନ ଦିନେ ଭଗବାନ ବିଷ୍ଣୁଙ୍କୁ ପଚାରିଲେ ମଣିଷ ପୋ-ଡା ହବା ପରେ କେତେ ଦିନ ପରେ ତା ଅ-ସ୍ଥିକୁ ଏକତ୍ର କରିବା ଉଚିତ ହୋଇଥାଏ ଆଉ କେତେ ଦିନ ଭିତରେ ତାକୁ ଗଙ୍ଗାରେ ବି-ସ-ର୍ଜି-ତ କରା ଯାଇଥାଏ ଆଉ କେବଳ ଗଙ୍ଗାରେ ବି-ସ-ର୍ଜି-ତ କରିବା ବିଷୟରେ କଣ ପାଇଁ କୁହା ଯାଇଛି ।

ତେବେ ଏହି କଥା ଶୁଣି ଭଗବାନ ବିଷ୍ଣୁ କହିଲେ ମଣିଷ ଦେ-ହା-ନ୍ତ ପରେ ତାଙ୍କ ଶ-ବକୁ ଅ-ନ୍ତି-ମ ସଂ-ସ୍କା-ର କରା ଯାଇଥାଏ, ତେବେ ଏହି ବିଧିରେ ଶ-ବକୁ ପୋଡା ଯାଇଥାଏ, ଶ-ବ ପୋଡିବାର ୪ ଦିନ ପରେ ଘର ଲୋକଙ୍କୁ ସ୍ଵଚ ହୋଇ ମାଟି ହାଣ୍ଡିରେ ସେହି ଅ-ସ୍ଥି ରଖିବା ଉଚିତ ଏହା ପରେ କଞ୍ଚା କ୍ଷୀର ଆଉ ଚନ୍ଦନ ଦ୍ଵାରା ଅ-ସ୍ଥି ସୁଧ କରିବା ଉଚିତ ଏହା ପରେ ସଠିକ ପି-ଣ୍ଡ ଦାନ କରି ଦେ-ହା-ନ୍ତ ହୋଇଥିବା ପରିବାର ଜଣଙ୍କୁ ତାଙ୍କ ଅ-ସ୍ଥି ଗଙ୍ଗାରେ ପ୍ରବାହିତ କରିବା ଉଚିତ ନଚେତ ଗଙ୍ଗା ମାଟିରେ ସେହି ହାଣ୍ଡି ପୋ-ତି ଦବା ଉଚିତ ହୋଇଥାଏ ।

ଶାସ୍ତ୍ର ଅନୁଯାଇ ଏହା କୁହା ଯାଇଛି ଯେ ଯେଉଁ ପ୍ରାଣୀ ମାନଙ୍କ ଅ-ସ୍ଥି ଗଙ୍ଗାରେ ବି-ସ-ର୍ଜି-ତ କରା ଯାଇଥାଏ ବା ପୋ-ତା ଯାଇଥାଏ ସେହି ବ୍ୟକ୍ତି ଆ-ତ୍ମା ସ୍ଵର୍ଗ ଲୋକକୁ ଯାଇଥାଏ ଆଉ ସେଠି ଶାନ୍ତିରେ ରହିଥାଏ ସେହି ଲୋକଙ୍କୁ ଦ୍ଵିତୀୟ ଜନ୍ମ ନବାକୁ ପଡେ ନାହିଁ । ତେବେ ଭଗବାନ ବିଷ୍ଣୁ କହିଥିଲେ ଯେ ଗଙ୍ଗାଙ୍କୁ ମୁନି ତପ ଦ୍ଵାରା ସ୍ଵର୍ଗରୁ ଭୂମିକୁ ଆଣିଥିଲେ ।

ଆଉ ଗଙ୍ଗା ଏତେ ପବିତ୍ର ଯେ ଯେତେ ଅ-ପ-ରା-ଧ କରିଥିବା ପ୍ରାଣୀ ଅ-ସ୍ଥି ମଧ୍ୟ ଯଦି ଗଙ୍ଗାରେ ବି-ସ-ର୍ଜ-ନ କରା ଯାଇଥାଏ ତେବେ ସେହି ବ୍ୟକ୍ତିକୁ ମୁ-କ୍ତି ମିଳିଥାଏ । ସମସ୍ତେ ଭଗବାଙ୍କୁ ପାଇବାକୁ ଇଛା କରନ୍ତି କିନ୍ତୁ ଯେଉଁ ମୃ-ତ ବ୍ୟକ୍ତି ଅ-ସ୍ଥି ବି-ସ-ର୍ଜ-ନ ପୂର୍ଣ ସଂ-ସ୍କା-ର ଭାବରେ କରା ଯାଇଥାଏ ସେହି ବ୍ୟକ୍ତିକୁ ଭଗବାନ ଦର୍ଶନ ମିଳିଥାଏ ବୋଲି ଗରୁଡ ପୁରାଣରେ କୁହା ଯାଇଛି ।

Leave a Reply

Your email address will not be published. Required fields are marked *