ଅଙ୍କ ଜ୍ଯୋତିଷ ଆମ ଜୀବନ ବିଷୟରେ ବହୁତ କିଛି କହିଥାଏ ତେବେ ଜୀବନରେ କଣ ହବାକୁ ଯାଉଛି ତାହା କେହି ଜାଣି ନଥାନ୍ତି କିନ୍ତୁ ଯଦି ସଠିକ ଜ୍ଯୋତିଷ ବିଦ୍ୟା ଅନୁଯାଇ ଅଙ୍କନ କରି କାହା ରାଶି ବିଷୟରେ ଜାଣିବାକୁ ଚେଷ୍ଟା କଲେ ବହୁତ କିଛି ଜଣା ପଡିଥାଏ ।
ଆଜି ଆମେ ଆପଣଙ୍କୁ ଏମିତି କିଛି ରାଶି ଅନୁଯାଇ କହିବାକୁ ଯାଉଛୁ ଯାହା ଆପଣାଙ୍କ ଜୀବନ ବଦଳି ଦବ । ଆଜି ଆମେ ଆପନାଙ୍କୁ ରାଶି ଅନୁଯାଇ ବହୁତ କିଛି ବିଶେଷ କହିବାକୁ ଯାଉଛୁ ଯାହା ଅନୁଯାଇ ଆପଣ ସଫଳ ହୋଇବେ ।

ମେଷ :
ମେଷ ରାଶି ସ୍ଵାମୀ ମଙ୍ଗଳ ଗ୍ରହ ହୋଇଥାନ୍ତି, ମଙ୍ଗଳ ପ୍ରଭାବ ଦ୍ଵାରା ଏହି ଲୋକ ଜନ୍ମରୁ ବହୁତ ସାହସୀ ହୋଇଥାନ୍ତି । ଏହି ରାଶିଙ୍କ ପାଇଁ ଲକି କଲର ନାଲି ଓ ହଳଦିଆ ହୋଇଥାଏ । ଏହି ରାଶିଙ୍କ ଶୁଭ ଦିନ ମଙ୍ଗଳ, ରବି ଓ ବୃହସ୍ପତି ହୋଇଥାଏ । ଆପଣଙ୍କ ପାଇଁ ନମ୍ବର ୨ ଲକି ଅଟେ ଏହା ଛଡା ୯, ୧୮, ୨୭ ତାରିଖ ଆପଣଙ୍କ ପାଇଁ ବହୁତ ଭାଗ୍ୟଶାଳି ଅଟେ ।
ବୃଷ :
ଏହି ରାଶି ସ୍ଵାମୀ ଶୁକ୍ର ହୋଇଥାନ୍ତି, ଏହି ରାଶି ଲୋକ ଦେଖିବାକୁ ବହୁତ ଆକର୍ଷକ ହୋଇଥାନ୍ତି, ଏହି ରାଶିଙ୍କ ପାଇଁ ଧଳାନୀଳ ରଙ୍ଗ ବହୁତ ଶୁଭ ହୋଇଥାଏ ଏହାଛଡା ଶୁକ୍ରବାର, ଶନିବାର ବା ବୁଧବାର ଶୁଭ ହୋଇଥାଏ । ଆପଣ ନିଜ ଲକ୍ଷ ପାଇବାରେ ସଫଳ ହୋଇବେ, ଆପଣ ନିଜ ମାଁ ବାପା ସହ ଧାର୍ମିକ ସ୍ଥଳ ବୁଲିବାକୁ ଯାଇ ପାରନ୍ତି । ଜୀବନସାଥୀ ସ୍ୱାସ୍ଥ୍ୟ ଖରାପ ହୋଇ ପାରେ, ଚାକିରିରେ କାର୍ଯ୍ୟ ବଢି ପାରେ ନଚେତ ସ୍ଥାନ ପରିବର୍ତନ ହୋଇ ପାରେ ।
ମିଥୁନ :
ମିଥୁନ ରାଶି ସ୍ଵାମୀ ଗ୍ରହ ବୁଧ ଅଟନ୍ତି, ଏହି ରାଶି ବ୍ୟକ୍ତିଙ୍କ ସ୍ଵଭାବ ବହୁତ ଚଞ୍ଚଳ ହୋଇଥାଏ ଓ ବହୁତ ମଜାଳିଆ ସ୍ଵଭାବର ହୋଇଥାନ୍ତି । ଚାକିରି କରୁଥିବା ଲୋକମାନେ ନିଜ ପରିଶ୍ରମ ଦ୍ଵାରା ସମସ୍ତଙ୍କୁ ଦେଖେଇ ପାରିବେ ଯେ ଆପଣ ସବୁ କରି ପାରିବେ, ବହୁତ ବ୍ୟସ୍ତ ରହିଲେ ମଧ୍ୟ ଛାତ୍ରମାନଙ୍କ ପାଇଁ ଜବ ନୂଆ ଅବସର ଉପଲବ୍ଧ ରହିବ ।

କର୍କଟ :
କର୍କଟ ରାଶି ସ୍ଵାମୀ ଗ୍ରହ ଚନ୍ଦ୍ର ଅଟନ୍ତି, ଏହି ରାଶି ଲୋକେ ବହୁତ ଶାନ୍ତ ଓ ସରଳ ସ୍ଵଭାବର ହୋଇଥାନ୍ତି, ଏହି ରାଶି ଲୋକ ସବୁ ପ୍ରକାର ସମ୍ପର୍କ ବହୁତ ଭଲରେ ନିର୍ବାହନ କରନ୍ତି । ଏହି ରାଶି ଲୋକଙ୍କ ପାଇଁ ଧଳା ଓ କ୍ରିମ କଲର ବହୁତ ଶୁଭ ହୋଇଥାଏ ଏହା ଛଡା ୨,୧୧,୨୦,୨୯ ଏହି ତାରିଖ ବହୁତ ଶୁଭ ହୋଇଥାଏ ।
ସିଂହ :
ସିଂହ ରାଶି ସ୍ଵାମୀ ଗ୍ରହ ସୂର୍ୟ ଅଟନ୍ତି, ଏହି ରାଶି ଲୋକ କାମ ଅପେକ୍ଷା ସୋଶିଅଲ ମିଡିଆ ଉପଯୋଗ ଆପଣଙ୍କୁ ସମସ୍ୟା ଦେଇ ପାରେ, କୌଣସି କାର୍ଯ୍ୟ କରିବା ଆଗରୁ ତା ବିଷୟରେ ଜାଣିବା ଅତ୍ୟନ୍ତ ଆବଶ୍ୟକ ଅଟେ । ଏହି ରାଶି ପାଇଁ ଧଳା, ହଳଦିଆ ରଙ୍ଗ ବହୁତ ସୁନ୍ଦର ହୋଇଥାଏ, ତେବେ ଏହି ରାଶିଙ୍କ ପାଇଁ ରବିବାର ଓ ବୁଧବାର ବହୁତ ଶୁଭ ହୋଇଥାଏ ।
କନ୍ୟା :
କନ୍ୟା ରାଶି ସ୍ଵାମୀ ଗ୍ରହ ବୁଧ ଅଟେ, କନ୍ୟା ରାଶି ଲୋକ ଶାନ୍ତ କିନ୍ତୁ ଚଞ୍ଚଳ ସ୍ଵଭାବର ହୋଇଥାନ୍ତି, ଏହି ରାଶି ଲୋକ ନିୟମ ବହୁତ ମାନନ୍ତି । ଧନ ଅଟକିବା ପାଇଁ ଆପଣଙ୍କୁ ବହୁତ ପ୍ରକାର ସମସ୍ୟା ସାମ୍ନା କରିବାକୁ ପଡି ପାରେ, ଏହି ସମୟ ପ୍ରେମ ସମ୍ବନ୍ଧ ପାଇଁ ବହୁତ ଭଲ ଅଟେ ।

ତୁଳା :
ତୁଳା ରାଶି ସ୍ଵାମୀ ଗ୍ରହ ଶୁକ୍ର ଅଟନ୍ତି, ଶୁକ୍ର ପ୍ରଭାବରୁ ଲୋକେ ବୁଦ୍ଧିମାନ ହୋଇଥାନ୍ତି, ନିଜ ବୁଦ୍ଧି ଓ ପରିଶ୍ରମ ଦ୍ଵାରା ଏହି ଲୋକ କୌଣସି ଅସୁବିଧା ପାରି କରିଥାନ୍ତି । ଏହି ରାଶି ଲୋକଙ୍କ ପାଇଁ କ୍ରିମ, ଧଳା ଓ ନୀଳ ରଙ୍ଗ ବହୁତ ଶୁଭ ହୋଇଥାଏ ଏହା ଛଡା ଏହି ରାଶିଙ୍କ ପାଇଁ ୬, ୧୫, ୨୪ ତାରିଖ ବହୁତ ଭାଗ୍ୟଶାଳି ହୋଇଥାଏ ।
ବିଛା :
ବିଛା ରାଶି ସ୍ଵାମୀ ଗ୍ରହ ମଙ୍ଗଳ ଅଟନ୍ତି, ମଙ୍ଗଳ ଗ୍ରହ ହବାରୁ ଏହି ରାଶି ଜାତକ ମାନେ ବହୁତ କାଳ୍ପନିକ ହୋଇଥାନ୍ତି ଓ ନିଜ ଜୀବନରେ କୌଣସି ପ୍ରକାର ଅସୁବିଧାକୁ ସମ୍ଭାଳିବା ଶକ୍ତି ରଖନ୍ତି । ସମୟ ସଠିକ ଭାବରେ ଉପଯୋଗ କରନ୍ତୁ ଏହା ଆପଣଙ୍କ ପାଇଁ ବହୁତ ମୂଲ୍ଯବାନ ଅଟେ, କାମରେ ଆପଣଙ୍କୁ ଥକା ଓ ଚିଡା ଲାଗିବ, କିଛି ଦିନ ପର୍ଜନ୍ତ ଆପଣଙ୍କୁ ଖର୍ଚ କମ କରିବାକୁ ପଡିବ ।
ଧନୁ :
ଧନୁ ରାଶି ସ୍ଵାମୀ ଗ୍ରହ ବୃହସ୍ପତି ଅଟେ, ଧନୁ ରାଶି ଜାତକ ବହୁତ ଦୟାଲୁ ସ୍ଵଭାବର ହୋଇଥାନ୍ତି, ସମସ୍ତଙ୍କ ସାହାଜ୍ଯ କରିବା ପାଇଁ ଆଗେଇ ରୁହନ୍ତି । ଦିପହର ପରେ ହଟାତ କିଛି ଖୁସି ଖବର ପ୍ରାପ୍ତ ହୋଇ ପାରେ, ଆର୍ଥିକ ରୂପରେ ଆଜି ଦିନ ଆପଣଙ୍କ ପାଇଁ ସମୃଦ୍ଧ ରହିବ,କରା ଯାଇ ଥିବା କାର୍ଯ୍ୟ ଆପଣଙ୍କ ପାଇଁ ଲାଭକାରୀ ଅଟେ ।

ମକର :
ମକର ରାଶି ସ୍ଵାମୀ ଗ୍ରହ ଶନି ଅଟନ୍ତି, ଶନି ଗ୍ରହ ଏହି ରାଶି ଜାତକ ଉପରେ ବହୁତ ପ୍ରକାର ଦାଇତ୍ଵ ଆଣିଥାଏ । ଏହି ରାଶି ଲୋକଙ୍କ ପାଇଁ ନୀଳ, କଳା ଓ ଆକାଶ ରଙ୍ଗ ବହୁତ ଶୁଭ ହୋଇଥାଏ, ଏହି ରାଶି ଶୁଭ ଦିନ ଶନିବାର ଅଟେ । ସମାଜ ରେ ଆପଣଙ୍କ ମହତ୍ଵ ବଢିବାକୁ ଲାଗିବ ଆଜି ଲୋକମାନେ ଆପଣଙ୍କୁ ସମ୍ମାନିତ କରିବେ, ଜୀବନସାଥି ଓ ସନ୍ତାନ ପରାମର୍ଶ କାର୍ଯ୍ୟ କଲେ ଆପଣଙ୍କୁ ସଫଳତା ପ୍ରାପ୍ତ ହବ ।
କୁମ୍ଭ :
କୁମ୍ଭ ରାଶି ସ୍ଵାମୀ ଗ୍ରହ ଶନି ଅଟନ୍ତି, ତେବେ ଏହି ରାଶି ଲୋକ ବହୁତ ପରିଶ୍ରମୀ ହୋଇଥାନ୍ତି ଓ ନିଜ ପରିଶ୍ରମ ଦ୍ଵାରା ଜୀବନରେ ସବୁ କିଛି ପ୍ରାପ୍ତ କରନ୍ତି । ଆପଣଙ୍କ କାର୍ଯ୍ୟ କ୍ଷେତ୍ର ରେ ଆପଣଙ୍କୁ ପ୍ରଶଂସା ପ୍ରାପ୍ତ ହବ, କଳା ଏବଂ ସଂଗୀତା ପ୍ରତି ମନ ଭଲ ରହିବ, ପରୀକ୍ଷା ବା ପ୍ରତିଯୋଗୀତା ଦ୍ଵାରା ଚାକିରି ଖୋଜୁ ଥିବା ଲୋକଙ୍କ ପାଇଁ ଶୁଭ ପରିଣାମ ପ୍ରାପ୍ତ ହବ ।
ମୀନ :
ମୀନ ରାଶି ସ୍ଵାମୀ ଗ୍ରହ ବୃହସ୍ପତି ଅଟନ୍ତି, ବୃହସ୍ପତି ପ୍ରଭାବ ଦ୍ଵାରା ଲୋକ ବହୁତ ବୁଦ୍ଧିମାନ ଅଟନ୍ତି, ଏହି ରାଶି ଲୋକ ନିଜ ପରିବାରକୁ ବହୁତ ଭଲ ପାଇଥାନ୍ତି । ବହୁତ ଥର ଏହି ରାଶି ଲୋକ ନିଜ ଲୋକଙ୍କ ଦ୍ଵାରା ଧୋକା ଖାଇଥାନ୍ତି । ଏହି ରାଶି ଲୋକଙ୍କ ଶୁଭ ରଙ୍ଗ ହଳଦିଆ, ଧଳା ଓ ନାଲି ହୋଇଥାଏ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।