ଦୂର୍ଗାମାଙ୍କ ପୂଜା ସମୟ ଆସିଛି ନବରାତ୍ରିରେ ମାଙ୍କ ଆରତୀ ଓ ପୂଜା କରା ଯାଇଥାଏ ଭକ୍ତମାନେ ନିଜ ନିଜ ମନ କଥା କହିବା ପାଇଁ ମାଙ୍କ ମନ୍ଦିରରେ ଉପସ୍ଥିତ ହୋଇ ମାଙ୍କ ଆରତୀ କରନ୍ତି । ତେବେ ଏମିତି କିଛି ବ୍ୟକ୍ତି ହୋଇଥାନ୍ତି ଯାହା ଉପରେ ମାତାଙ୍କ ଅସିମ କୃପା ହୋଇଥାଏ ।
ମାତା ଏହି ନାମ ଅକ୍ଷର ଥିବା ବ୍ୟକ୍ତିଙ୍କ ଉପରେ ନିଜ କୃପା ଦ୍ରୁଷ୍ଟି ପକାଇଥାନ୍ତି ଓ ଯେଉଁ ବ୍ୟକ୍ତି ଏହି ନାମ ବ୍ୟକ୍ତିଙ୍କ ଉପରେ ଈର୍ଷ୍ୟା କରିଥାନ୍ତି ସେହି ବ୍ୟକ୍ତିଙ୍କୁ ମାତାଙ୍କ କ୍ରୋଧ ସାମ୍ନା କରିବାକୁ ପଡିଥାଏ ।

୧. ଏ :
ଏ ନାମ ବ୍ୟକ୍ତିଙ୍କ ଉପରେ ମା କାଳୀଙ୍କ ଆଶୀର୍ବାଦ ରହିଥାଏ, ଯାହା ଦ୍ଵାରା ଆପଣଙ୍କ ଜୀବନରେ କୌଣସି ସମସ୍ଯା ରୁହେ ନାହିଁ ।
୨. ଡି :
ଡି ନାମକ ବ୍ୟକ୍ତି ବହୁତ ରାଗି ସ୍ଵଭାବର ହୋଇଥାନ୍ତି କାହିଁକିନା ମା କାଳୀଙ୍କ ଅଂସ ତାଙ୍କ ଭିତରେ ହୋଇଥାଏ, ଏହି ବ୍ୟକ୍ତିଙ୍କ ସହ ଯିଏ ଶତ୍ରୁତା କରେ ତାଙ୍କ ଜୀବନରେ ସମସ୍ଯା ଆସିଥାଏ ।
୩. ଏଚ :
ଏଚ ନାମକ ବ୍ୟକ୍ତି ବହୁତ ଶାନ୍ତ ସ୍ଵଭାବ ହୋଇଥାନ୍ତି ତେବେ ଏହି ନାମ ବ୍ୟକ୍ତି ଧାର୍ମିକ କାର୍ଯ୍ୟରେ ବହୁତ ବ୍ୟସ୍ତ ରୁହନ୍ତି ଓ ମା କାଳି ଏହି ନାମ ବ୍ୟକ୍ତିଙ୍କ ଉପରେ ବହୁତ ପ୍ରସନ୍ନ ରୁହନ୍ତି ।

୪. ଯେ :
ଯେ ନାମକ ବ୍ୟକ୍ତିଙ୍କ ଉପରେ ମାତାଙ୍କ ବିଶେଷ କୃପା ହୋଇଥାଏ ଯାହା ଦ୍ଵାରା ସେ ସମସ୍ତଙ୍କୁ ଶୁଖି କରି ପାରନ୍ତି ଓ ସଫଳ ହୋଇଥାନ୍ତି ।
୫. ଆର :
ଆର ନାମକ ବ୍ୟକ୍ତି ବହୁତ ସରଳ ହୋଇଥାନ୍ତି ଓ କାହାକୁ କଷ୍ଟ ଦବାକୁ ପସନ୍ଦ କରନ୍ତି ନାହିଁ ଏହି ବ୍ୟକ୍ତିମାନଙ୍କ ଉପରେ ମାତା ସଦେବ ଦ୍ରୁଷ୍ଟି ରଖନ୍ତି ।

୬. ପି :
ପି ନାମ ବ୍ୟକ୍ତି ବହୁତ ଶୁଖି ବ୍ୟକ୍ତି ହୋଇଥାନ୍ତି ଏହି ନାମ ବ୍ୟକ୍ତି ବହୁତ ଦୟାଲୁ ସ୍ଵଭାବର ହୋଇଥାନ୍ତି ଏହି ନାମ ବ୍ୟକ୍ତିଙ୍କ ଜୀବନରେ କୌଣସି ସମସ୍ଯା ଆସିବା ଆଗରୁ ମାତା ତାଙ୍କୁ ରକ୍ଷା କରନ୍ତି ।
୭. ଭି :
ଭି ନାମ ବ୍ୟକ୍ତି ଜନ୍ମରୁ ବହୁତ ଭାଗ୍ୟଶାଳି ହୋଇଥାନ୍ତି ଏହି ନାମ ବ୍ୟକ୍ତି ସବୁବେଳେ ଅନ୍ୟ ମାନାଙ୍କ ବିଷୟରେ ଚିନ୍ତା କରନ୍ତି ଓ ଅନ୍ୟ ମାନଙ୍କୁ ଶୁଖି ଦେଖିଲେ ନିଜ ଦୁଃଖ ଭୁଲି ଯାଇଥାନ୍ତି । ତେବେ ଜୀବନରେ କୌଣସି ଅସୁବିଧା ଆସିଲେ ସେ ମାଙ୍କ ଉପରେ ଭରସା କରି ସବୁ କିଛି ଛାଡି ଦିଅନ୍ତି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।