ବାପା ପରିବା ବିକି ଚଳାନ୍ତି ପରିବାର, ଝିଅ ଏହି ପରୀକ୍ଷାରେ ଟପ ହୋଇ କଲା ନାମ ଉଜ୍ଵଳ

ଆଜି ଆମେ ଆପଣଙ୍କୁ ଏକ ଏମିତି ଝିଅ ବିଷୟରେ କହିବୁ ଯାହା ବହୁତ ହିଁ ସାଧାରଣ ଏବଂ ଗରିବରେ ସମ୍ବନ୍ଧ ରଖିଛି । ଏହି ଝିଅଟି ନିଜର ମନବଳ ଏବଂ ଚେଷ୍ଟାରେ ଆଜିର ସମୟରେ ଏକ ଏମିତି ଲକ୍ଷ ହାସଲ କରିଛି ଯାହା ଉପରେ ତାର ବାପା ମାଆ ଏବଂ ପରିବାର ଲୋକଙ୍କୁ ବହୁତ ଗର୍ବ ଅନୁଭବ ହେଉଛି । ଏହି ଘଟଣା କର୍ଣାଟକ ର ଅଟେ ।

ଆଜି ଆମେ ଆପଣଙ୍କୁ ଲଳିତା ଙ୍କ ବିଷୟରେ କହିବାକୁ ଯାଉଛୁ । ଲଳିତା ଜଣେ ବହୁତ ସାଧାରଣ ଘରର ଝିଅ । ଲଳିତାଙ୍କ ବାପା ପାରିବା ବିକି ନିଜ ପରିବାରକୁ ଚଳାଇ ଥାନ୍ତି । ଯେତବେଳେ ସେ ଜାଣିଲେ କି ତାଙ୍କ ଝିଅ ଲଳିତା ଏୟାରୋନାଟିକଲ ଇଞ୍ଜିନିୟରିଂ ପରୀକ୍ଷାରେ ସବୁଠାରୁ ଅଧିକ ନମ୍ବର ରଖି ପାସ କରିଛି ସେତବେଳେ ତାଙ୍କ ଛାତି ଗର୍ବରେ ଫୁଲିଗଲା ।

ଲଳିତା କର୍ଣାଟକର Vishvesvaraiah ଟେକ୍ନୋଲୋଜୀ ୟୁନିବର୍ସିଟି ରେ ଏୟୋରନାଟିକଲ ଇଞ୍ଜିନିୟରିଂ ର ପରୀକ୍ଷାରେ ସବୁଠାରୁ ଅଧିକ ନମ୍ବର ରଖି ଗୋଲ୍ଡ ମେଡାଲ ହାସଲ କରିଛନ୍ତି । କୈଳାସ ସତ୍ୟାର୍ଥୀ ତାଙ୍କୁ ନୋବେଲ ପ୍ରାଇଜରେ ସଂମ୍ମାନିତ କରିବା ସହିତ ଭ୍ୟାବିଷ୍ୟତ ପାଇଁ ଶୁଭକାମନା ଦେଇଛନ୍ତି ।

ସ୍ଥାନୀୟ ଲୋକମାନଙ୍କ ଅନୁସାରେ ଲଳିତା ପ୍ରତିଦିନ ୩ ବା ୪ଟା ରେ ଉଠି ଯାଇଥାଏ । ସେ ପ୍ରଥମେ ପାରିବା ବିକିବା ପାଇଁ ନିଜ ବାପା ମାଆଙ୍କୁ ସାହାଯ୍ୟ କରିଥାନ୍ତି ଏବଂ କଲେଜ ଯିବା ପୂର୍ବରୁ ପାରିବା ଦୋକାନରେ ବସି ପଢିଥାନ୍ତି । ଆପଣଙ୍କୁ ଜାଣି ଆଶ୍ଚଜ୍ୟ ଲାଗିବ କି ଲଳିତାଙ୍କ ବାପା ମାଆ ଅଧିକ ପଢି ନାହାଁନ୍ତି । ଲଳିତାଙ୍କ ବାପା ପ୍ରଥମ ଶ୍ରେଣୀ ପର୍ଯ୍ଯନ୍ତ ଏବଂ ମାଆ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଛନ୍ତି । ଲଳିତାଙ୍କ ବାପା ମାଆ ଏକ ଛୋଟ ପାରିବା ଦୋକାନ ଚଲାନ୍ତି ।

ଲଳିତାଙ୍କ ବାପା ମାଆ ନିୟମିତ ରୂପେ କୃଷକ ଙ୍କ ଠାରୁ ପାରିବା କିଣିବା ପାଇଁ ସକାଳ ୪.୩୦ ରେ ଘରୁ ବାହାରି ଯାଆନ୍ତି । କୃଷକଙ୍କ ଠାରୁ ପାରିବା କିଣିବା ପରେ ଲଳିତାଙ୍କ ବାପା ମାଆ ସକାଳ ୬ଟା ରୁ ରାତି ୧୦ଟା ବାଜିବା ପର୍ଯ୍ୟନ୍ତ ନିଜ ପରିବା ଦୋକାନ ଚଳାଇ ଥାନ୍ତି । ଲଳିତାଙ୍କ ବୟସ ୨୨ବର୍ଷ ଅଟେ । ଲଳିତା ୨୦୧୫ମସିହାରେ ପ୍ରଥମେ ବ୍ୟାଙ୍ଗଲୁର ଯାଇଥିଲେ । ସହରର ରଙ୍ଗ ଢଙ୍ଗ ଏବଂ ସେଠାକାର ଆବ ଭାବ ରେ ଭଲ ଭାବରେ ଏଡଜଷ୍ଟ ହେବାକୁ ତାଙ୍କୁ କିଛି ସମୟ ଲାଗିଥିଲା ।

ନେସନାଲ ସ୍କିଲ ଡିପ୍ଲୋମେଣ୍ଟ ପୋଗ୍ରାମରେ ତାଙ୍କର ଜିତିବା ପରେ ଏବେ ସେ ଏକ ଏୟୋର୍ସ୍ପେସ କମ୍ପ୍ଯାନୀରେ ଇଣ୍ଟେର୍ନ୍ସିପ କରୁଛନ୍ତି । ଲଳିତାଙ୍କର ଏହା ଆଶା ଅଛି କି ତାଙ୍କୁ ଆଗକୁ ଏହି କାମରେ ଚାକିରି ମିଳିଯିବ । ଲଳିତାଙ୍କୁ ଦେଖି ସବୁ ଲୋକଙ୍କୁ ଏହା ପ୍ରେରଣା ମିଳିଛି କି ଯଦି ମଣିଷ ଭିତରେ କିଛି କରିଦେଖାଇବା ପାଇଁ ଇଚ୍ଛା ଥାଏ ତାହେଲେ ସେ କୌଣସି ବି ପରିସ୍ତିତିରେ ଆଗକୁ ବଢିପାରେ ।

Leave a Reply

Your email address will not be published. Required fields are marked *